author

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ସଫଳ ହେବ କି ପିଙ୍କ୍‌ ଜୋନ ?

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବ ପିଙ୍କ୍‌ ଜୋନ । ଉଭୟ ସହର ଓ ଗ୍ରାମାଞ୍ଚଳର ପ୍ରତି 10କିମି ରେ ଏହି ଜୋନ ହେବ। ବିଶେଷ କରି ପୋଲିସ ଫାଣ୍ଡି, ଚିକିତ୍ସାଳୟ ବା ଆଇନ ପ୍ରଧିକାରଣ ସଂସ୍ଥାର ପରିସରରେ। ଯେଉଁଠି 24 ଘଣ୍ଟିଆ ମହିଳା ସୁରାଷା ନେଇ ସହାୟତା ସେବା ଉପଲବ୍ଧ ହେବ।ଏପରିକି ସିସିଟିଭି ସର୍ଭିଲାନସକୁ ବଢ଼ାଯିବ । ପିଙ୍କ ଜୋନର ପ୍ରଚାର ପ୍ରସାର ମଧ୍ୟ ଲୋକଙ୍କ ମଧ୍ୟରେ କରାଯିବ । ସଚେତନତା ସୃଷ୍ଟି କରାଯାଇ ମହିଳାଙ୍କ ପାଇଁ […]

ହେଡିଂଲେ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପାଇଁ କିଏ ଦାୟୀ?

ଇଂଲଣ୍ଡ ବିପକ୍ଷ ଲିଡସ ଟେଷ୍ଟରେ କାହିଁକି ହାରିଲା ଭାରତ । ଗିଲ ବାହିନୀର ପରାଜୟ ପଛରେ ୫ ବଡ଼ କାରଣ । କ୍ରିକେଟ ବିଶାରଦଙ୍କ ଅନୁସାରେ ଦଳ ହାରିବାର ପ୍ରଥମ କାରଣ ହେଉଛି ଭାରତର ଖରାପ ଫିଲ୍ଡିଂ ଓ ଡ୍ରପ୍ କ୍ୟାଚ୍ । ମ୍ୟାଚରେ ୯ଟି କ୍ୟାଚ ଡ୍ରପ୍ କରିଥିଲେ ଭାରତୀୟ ଖେଳାଳି ।ମଧ୍ୟକ୍ରମ ବ୍ୟାଟିଂରେ ବିଫଳତା ଦଳ ପରାଜୟର ପ୍ରମୁଖ କାରଣ । ସେହିଭଳି ହାରିବା ପଛରେ ଭୁଲ ଖେଳାଳି ଚୟନ ଓ ରଣନୀତିକୁ ଦାୟୀ […]

ଏହିମାନଙ୍କୁ ଘର କରିବା ପାଇଁ ଜମି ଯୋଗାଇଦେବେ ସରକାର

ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ୪ ଡେସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଘର କରିବା ପାଇଁ ଜମି […]

ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ ଜାରି

ରଥଯାତ୍ରା ପାଇଁ ଜେନେରାଲ ପୋଲିସ ପକ୍ଷରୁ ବ୍ରିଫିଂ କରାଯାଇଛି । ଏଥି ସହ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ ଜାରି ହୋଇଛି । ଡିଜି ପୋଲିସଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ । ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ପୃଥକ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଉଅଛି। ତେବେ ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କ ପାଖରୁ ଆସୁଥିବା ଯାନବାହାନ ପାଇଁ ଟ୍ରାଫିକ ପରାମର୍ଶ ଜାରି […]

୧୭୫ଟି ଆଇସକ୍ରିମ୍ କାଠି ଓ ୫୫୧ଟି ତୁଳସୀ ମାଳିରେ ନନ୍ଦିଘୋଷ ରଥ

ଆସନ୍ତା ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ଏବେ ପୁରୀ ଅଭିମୁଖେ । ଏହି ସମୟ ମଧ୍ୟରେ ପୁରୀର ଜଣେ ଯୁବ ଶିଳ୍ପୀ ନୂତନ ଆଇସକ୍ରିମ କାଠି ବ୍ୟବହାର କରି ଏକ ସୁନ୍ଦର କୁନି ରଥ ଟିଏ ପ୍ରସ୍ତୁତ କରିଛନ୍ତି ଯାହା ଖୁବ ସୁନ୍ଦର ଓ ମନୋରମ ହୋଇଛି । ତାଙ୍କର ଏହି କଳାକୃତି ସମସ୍ତଙ୍କ ମନକୁ ବେଶ […]

ଆଜିର ରାଶିଫଳ(୨୫ ଜୁନ, ୨୦୨୫)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]

ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ।

ଇସ୍ରାଏଲରୁ ଗାଁକୁ ଫେରିଲେ ୬ଜଣ ଓଡ଼ିଆ ଛାତ୍ର । ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତିରେ ଓଡ଼ିଶା ଫେରିଛନ୍ତି ଇସ୍ରାଏଲରେ ରହି ପାଠ ପଢ଼ୁଥିବା ଛାତ୍ର ।ଏହାକୁ ନେଇ ତେଲ ଆଭିଭରେ ପିଏଚଡି କରୁଥିବା ଜଣେ ଛାତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସାଇରନ ବାଜିବା ମାତ୍ରେ ବଙ୍କର ଭିତରକୁ ଆମକୁ ଯିବାକୁ ପଡୁଥିଲା। ଆଜି ଆମେ କେବଳ ସରକାରଙ୍କ ପାଇଁ ଏଠାରେ ସୁରକ୍ଷିତାରେ ପହଞ୍ଚି ପାରିଛୁ।ସରକାର ସୀମା ପାର କରାଇବାରେ ପୁରା ସହଯୋଗ କରିଛନ୍ତି। ସେଠାରେ ଆମେ ଅନ୍ୟ ଦେଶର […]

ରଥଯାତ୍ରା ପାଇଁ ଲଞ୍ଚ ହେଲା ‘ECoR Yatra’ App

ପୁରୀରେ ଆୟୋଜିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ, ନିର୍ଭରଯୋଗ୍ୟ ରେଳ ସେବା ଯୋଗାଇବା ପାଇଁ ପୂର୍ବ ତଟ ରେଳବାଇ (ECoR) ଏକ ନୂଆ ମୋବାଇଲ ଆପ୍ଲିକେସନ ‘ECoR ଯାତ୍ରା’ ଲଞ୍ଚ କରିଛି।ଏହି ଆଣ୍ଡ୍ରଏଡ଼ ଆଧାରିତ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଏବଂ ରଥଯାତ୍ରା ସମୟରେ ରେଳ ସମ୍ବନ୍ଧୀୟ ସମସ୍ତ ସେବା ଓ ଯାତ୍ରୀ ସୁବିଧା ବିଷୟରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ ଗାଇଡ ପ୍ରଦାନ କରୁଛି। ଏହି ଆପ୍‌ […]

କ୍ୟାମ୍ପସ ଦଖଲ ପାଇଁ ବଳକଷାକଷି

ରାଜ୍ୟରେ ଗତ ୮ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ଯାହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଦୀର୍ଘ ଦିନ ହେବ ଅସନ୍ତୋଷ କୁହୁଳୁଥିଲା । ବିଜେପି ସରକାର ଗଠନ କଲେ ଛାତ୍ର ସଂସଦ ନିର୍ବାଚନ କରିବ ବୋଲି କହିଥିଲା । ତେଣୁ ଚଳିତବର୍ଷ ଦଶହରା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଏବେ ଏହାକୁ ନେଇ ଜୋର୍‌ ଧରିଛି ରାଜ୍ୟ […]

ପୁରୀରେ ମଦ ଦୋକାନ ଉପରେ ଲାଗିଲା କଟକଣା !

ଆଉ କିଛି ଦିନ ପରେ ରଥଯାତ୍ରା । ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ ବିଭାଗ । ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପୁରୀ ପୌରାଞ୍ଚଳରେ ଥିବା ୩୧ଟି ମଦ ଦୋକାନକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ବିଦେଶୀ, ଦେଶୀ ମଦ ଦୋକାନ ଓ ବାର୍‌କୁ ୪ ଦିନ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ରଥଯାତ୍ରା ପୂର୍ବଦିନ […]

‘ପାଣିରେ ହଳଦୀ’ ଟ୍ରେଣ୍ଡକୁ ଭୁଲରେ ବି କରନ୍ତୁ ନାହିଁ, ନଚେତ ଘରକୁ ଆସିବ ବିପଦ!

ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ ହେବାରେ ଳାଗିଛି। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ ଏବଂ ଭିଡିଓ କରୁଛନ୍ତି। ଏହା କରି ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଜଣେ ଜ୍ୟୋତିଷୀ ଏହି ଅଜଣା ଟ୍ରେଣ୍ଡ ସମ୍ପର୍କରେ ଗମ୍ଭୀର ଚେତାବନୀ ଜାରି କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଏହା କରିବା ଦ୍ୱାରା ଆପଣ କେବଳ ନକାରାତ୍ମକ ଶକ୍ତିକୁ ଘରକୁ ଆଣୁନାହାନ୍ତି, ବରଂ ଏହା ଭୂତ-ପ୍ରେତଙ୍କୁ […]

ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ।

ଏବେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଅନୁଯାୟୀ ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନର ଭଡା ପ୍ରତି କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ପାଇବ। ସେହିପରି ଏସି ଶ୍ରେଣୀରେ ଯାତ୍ରା କରୁଥିବା ଲୋକଙ୍କୁ (ଯେପରିକି […]