author

ବେଙ୍ଗାଲୁରୁ ଦଳଚକଟା ଘଟଣା ! ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ରଥମ ଆଇପିଏଲ ବିଜୟ ଉତ୍ସବ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବରିଷ୍ଠ ସାମାଜିକ କର୍ମୀ ଏଚଏମ ଭେଙ୍କଟେଶ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି ।ତଦନ୍ତ ଆଗକୁ ବଢୁଥିବାରୁ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । ତେବେ ପୁଲିସ କହିଛି, ଏହାର ନିରପେକ୍ଷ ଯାଞ୍ଚ କରାଯିବ । […]

ଆଜିର ରାଶିଫଳ(୭ ଜୁନ, ୨୦୨୫)

ମେଷଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନଆଜି ନୂତନ […]

ଶିକାରୀଙ୍କୁ ଜଗିବ ଏଆଇ କ୍ୟାମେରା:ଗଣେଶ ରାମ ଖୁଣ୍ଟିଆ

ରାଜ୍ୟରେ ଜଙ୍ଗଲର ସଂଖ୍ୟା ବଢୁଛି ଏବଂ ବନ୍ୟଜନ୍ତୁଙ୍କୁ ମଧ୍ୟ ଦିଆଯାଉଛି ସୁରକ୍ଷା । ହେଲେ ଜଙ୍ଗଲରେ ଶିକାର ମଧ୍ୟ ବଢୁଛି । ତେବେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନିୟମକୁ ଆହୁରି କଡାକଡି କରିବାକୁ ଯାଉଛନ୍ତି ।ଶିକାରୀଙ୍କୁ ଜଗିବା ପାଇଁ ଜଙ୍ଗଲ ମଧ୍ୟରେ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ବନ ବିଭାଗ କର୍ମଚାରୀ ଦିନରାତି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ହେଲେ ଅନେକ ସମୟରେ ଶିକାରୀମାନଙ୍କ ଅସ୍ତ୍ର ଆଗରେ ହାର ମାନୁଛନ୍ତି […]

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ପୀୟୁଷ ଚାୱଲା

ଭାରତୀୟ କ୍ରିକେଟର ପୀୟୁଷ ଚାୱଲା ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ । ସେ ଆଇପିଏଲ ୨୦୨୫ ନିଲାମୀରେ ନିଜର ନାମ ଦେଇଥିଲେ, କିନ୍ତୁ ଅନସୋଲ୍ଡ ରହିଥିଲେ । ଚାୱଲା ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପରେ ଭାରତୀୟ ଦଳର ଅଂଶ ଥିଲେ । ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ସେହି ଦୁଇଟି ବିଶ୍ୱକପ୍ ଜିତିଥିଲା ।୩୬ ବର୍ଷୀୟ ପୀୟୂଷ ଚାୱଲା ଇନଷ୍ଟାଗ୍ରାମରେ […]

ନଦୀ ପଥର ସନ୍ଧିରେ ପଶିଲା ସାବୁନ୍, ସାତ ଘଣ୍ଟା ଧରି ଫସିରହିଲା ନାବାଳକର ହାତ

ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁରେ ଘଟିଛି ଏହି ଘଟଣା ସୂଚନାମୁତାବକ ସବୁଦିନ ପରି ନଦୀକୁ ଗାଧୋଇବାକୁ ଯାଇଥିଲା ନାବାଳକ । ଗାଧୋଇବା ସମୟରେ ହାତରୁ ଖସି ପାଣିରେ ପଡିଯାଇଥିଲା ସାବୁନ୍ । ଆଉ ସାବୁନ୍ ଟିକୁ ବାହାର କରୁଥିବା ସମୟରେ ନଦୀ ଭିତରେ ଥିବା ପଥର ସନ୍ଧିରେ ଫସି ରହିଗଲା ନାବାଳକର ହାତ […]

ପାକିସ୍ତାନ ପରିସ୍ଥିତି ଅସମ୍ଭାଳ: ଭାରତ ଆଗରେ ଗୁହାରି

ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବା ପରେ ପାକିସ୍ତାର ସ୍ଥିତି ଖରାପ ହେବାରେ ଲାଗିଛି । ପାକିସ୍ତାନ ପୂର୍ବରୁ ଋଣରେ ବୁଡ଼ି ରହିଥିବା ବେଳେ, ଏବେ ଜଳ ଅଭାବ ଏହାର ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ୪ ଥର ଚିଠି ଲେଖି ସିନ୍ଧୁ ଜଳ ସନ୍ଧିକୁ ପୁନଃସ୍ଥାପନ କରିବା ପାଇଁ ଅନୁରୋଧ କରିଛି। ପାକିସ୍ତାନର ଜଳ ସମ୍ପଦ ସଚିବ ସୟ୍ୟଦ ଅଲୀ ମୁର୍ତଜା […]

‘କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁନି’

କୋଭିଡ୍ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ରଥଯାତ୍ରା ପାଇଁ କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକଙ୍କୁ ରଥଯାତ୍ରାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଆହୁରି କୁହାଯାଇଛି ଯେ, ରଥଯାତ୍ରାକୁ ଗଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ହାତ ଧୋଇବା, ସ୍ୱଚ୍ଛ […]

ଏସବୁ ଜିଲାକୁ ଅପରାହ୍ନରେ କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବର୍ଷା

କାଳବୈଶାଖୀ ସତ୍ତ୍ବେ କଲବଲ କରୁଛି ତାତି । ଆସନ୍ତାକାଲିଠୁ ଆହୁରି ଜାଳିବ । କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ। ତେବେ ଆଜି ଅପରାହ୍ନ ସୁଦ୍ଧା କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।ତେଣୁ ଏହିସବୁ […]

କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର।

କୋରାପୁଟ କୋଟିଆକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି । ଗତ ୨୪ ବର୍ଷର ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସୀମା ବିବାଦ ତୁଟିପାରି ନାହିଁ । ଏବେ ନୂଆ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର ସଚିବ ଓ ବିଧାୟକ ରଘୁରାମ ମାଛ ଉପସ୍ଥିତ […]

ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା

ନ୍ୟାଶନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (ଏନବିଇ) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବାନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି ।ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହା ଅଗଷ୍ଟ ୩ ରେ ହେବ ।ସୁପ୍ରିମକୋର୍ଟ ଏହି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପରୀକ୍ଷା ୧୫ ଜୁନ୍ ୨୦୨୫ରେ ୨ଟି ସିଫ୍ଟରେ ଆୟୋଜିତ ହେବାର […]

ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ।

ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ କରିବା ସହିତ ବଦଳିର ଧମକ ମିଳୁଛି । ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନ ଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଛି ଜଣେ ବ୍ୟକ୍ତ | ଏନେଇ ଗତ ୩ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ । ସୂଚନାମୁତାବକ ପ୍ରତାପ କୁମାର ହରିପାଲ […]

ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

ବୃଦ୍ଧି ପାଉଥିବା କରୋନା ମାମଲା ପୁଣି ଥରେ ଭାରତରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନରେ କରୋନାର ସକ୍ରିୟ ମାମଲା ୫୩୦୦ରୁ ଅଧିକ ହୋଇ ସାରିଛି । ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୫ ଜୁନ୍‌ ପର୍ଯ୍ୟନ୍ତ କରୋନାର ମାମଲା ୪,୮୬୬ ଥିଲା । ୧୫ ଦିନରେ […]