ଛତିଶଗଡ଼ରେ ସକ୍ରିୟ ଅବପାତ । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଡିପ୍ରେସନ ରୂପରେ ରହିବ । ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ରାଜ୍ୟରେ ଏହାର ପ୍ରକୋପ ଜାରି ରହିଛି ।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।ରାଜ୍ୟ କର୍ତ୍ତୃପକ୍ଷ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ହାଇ ଆଲର୍ଟ ଜାରି ରଖିଛନ୍ତି, […]
✧ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
ଆସନ୍ତା ୩୦ ତାରିଖରେ ହେବ OSSTET ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚରସ ଇଲିଜିବିଲିଟି ଟେଷ୍ଟ । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗୋଟିଏ ସିଟିଂରେ ହେବ ଏହି ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ୭ ଟା୪୫ ମିନିଟ ସୁଦ୍ଧା ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର୍ଥୀମାନଙ୍କ ପାଇଁ OSSTET ଆଡମିଟ୍ କାର୍ଡ (ପ୍ରବେଶ ପତ୍ର) ସେପ୍ଟେମ୍ବର ୨୦ ତାରିଖରୁ ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ କରାଯାଇଥିଲା। […]
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରକୁ ଏକ ଅଶାନ୍ତ ଅଞ୍ଚଳ ଭାବରେ ଘୋଷଣା କରିଛି। ଏହା ସହ ମନ୍ତ୍ରଣାଳୟ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ, ୧୯୫୮ (AFSPA) ଅନୁଯାୟୀ ଆଗାମୀ ୬ ମାସ ପାଇଁ ନାଗାଲ୍ୟାଣ୍ଡର ୯ଟି ସମ୍ପୂର୍ଣ୍ଣ ଜିଲ୍ଲା ଏବଂ ଅନ୍ୟ ୫ଟି ଜିଲ୍ଲାର ୨୧ଟି ପୋଲିସ ଷ୍ଟେସନ ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ଭାବରେ ଘୋଷଣା କରିଛି। ତଥାପି,ଗୃହ ମନ୍ତ୍ରଣାଳୟ ମଣିପୁରର ୧୩ଟି ପୋଲିସ ଷ୍ଟେସନ ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ […]
ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ଏକ ଇ-ପୋର୍ଟାଲର ବିକାଶ କରାଯିବ । ଏଥିରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲ କରୁଥିବା ସେବାୟତ ଓ ଅଣସେବାୟତମାନେ ନିଜ ନିଜର ତଥ୍ୟ ସହଜ ଓ ସରଳ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମ ନିକଟସ୍ଥ ମହାନଦୀ ସେତୁ ଉପରୁ ଜଣେ ଯୁବକ ମହାନଦୀକୁ ଡେଇଁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଥିବା ଜଣାପଡିଛି। ନିଖୋଜ ଯୁବକଙ୍କ ନାମ ସରୋଜ ନାଏକ (୨୬) ଓ ତାର ଘର ଦଶପଲ୍ଲା ବ୍ଲକ ଅଧୀନ ଢିପିସାହି ଗ୍ରାମରେ ବୋଲି ଜଣାପଡିଛି। ଖବରପାଇ ଖଣ୍ଡପଡ଼ା,ଗଣିଆ,କଟକ ଜିଲ୍ଲା ଅଧୀନ ନରସିଂହପୁର ଓ ବଡମ୍ବା ଅଞ୍ଚଳର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ଏକ ବୋଟ ଯୋଗେ ମହାନଦୀରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲଗାଣ ବର୍ଷାର ପ୍ରଭାବରେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବଙ୍କ ମନ୍ଦିରର ପୂର୍ବ ଓ ଉତ୍ତର କୋଣ ସ୍ନାନ ମଣ୍ଡପକୁ ଲାଗି ରହିଥିବା ପୁରାତନ ପାଚେରୀଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି। ପାଚେରୀଟି ଭୁଷୁଡି ପଡିଥିବାରୁ ଏହା ମେଘନାଦ ପ୍ରାଚୀର ପ୍ରତି ବିପଦ ସୃଷ୍ଟି କରିଛି।ସଫେଇ କର୍ମଚାରୀମାନେ ସେଠାରେ ସଫେଇ କାର୍ଯ୍ଯ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ମନ୍ଦିର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି। ଶ୍ରୀନୀଳମାଧବଙ୍କ ମନ୍ଦିର ପୂଜକ ସମାଜର ବରିଷ୍ଠ ସଦସ୍ଯ ମାନଙ୍କ ଠାରୁ […]
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ । ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ଭିଜିଲାନ୍ସ ଦେଇଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଠାରୁ ଜାଗା କଣିବା ଲାଗି ଅନୁମତିପତ୍ର ପାଇଁ ଆବେଦନ କରିଥିଲେ । ଆଉ ଉକ୍ତ ଆବେଦନପତ୍ର କରାଇ ଦେବା […]
ସ୍ୱିଜରଲ୍ୟାଣ୍ଡର ଜୁରିକ ଏୟାର ଇଣ୍ଡିଆର ପାଇଲଟ ବିମାନବନ୍ଦରରେ ଆଲକୋହଲ୍ ଟେଷ୍ଟରେ ପଜିଟିଭ୍ ଆସିବା ପରେ ତାଙ୍କୁ ଡ୍ୟୁଟିରୁ ସସ୍ପେଣ୍ଡ କରାଯାଇଛି । ସେପ୍ଟେମ୍ବର ୬ ତାରିଖରେ କୋ-ପାଇଲଟ୍ ଜୁରିକରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI151 ବିମାନର ପାଇଲଟ ଥିଲେ । ଏୟାରପୋର୍ଟରେ ଟେଷ୍ଟ ହେବା ବେଳେ ନିଶାସକ୍ତ ଥିବା ଜଣାପଡିଥିଲେ । ଏହାପରେ ଏୟାରପୋର୍ଟ ଅଧିକାରୀ ସନ୍ଦେହ କରି ତାଙକୁ ଯାଞ୍ଚ କରିଥିଲେ । ସ୍କ୍ରିନିଂ ଟେଷ୍ଟରେ ପଜେଟିଭ ଆସିଥିଲେ ପାଇଲଟ ।ଘଟଣା ସମ୍ପର୍କରେ ସ୍ୱିସ୍ […]
ରାଜ୍ୟରେ ଲଗାଣ ବର୍ଷାରେ ଘର ଭାଙ୍ଗି ଅସହାୟ ହୋଇପଡ଼ିଥିବା ପରିବାରଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା । ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର କ୍ଷୟକ୍ଷତି ଆକଳନ କରାଯାଇ ଖୁବଶୀଘ୍ର ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶୁକ୍ରବାର ସୂଚନା ଦେଇଛନ୍ତି ।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ୪ ଦିନର ଲଗାଣ ବର୍ଷା ଫଳରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭାଙ୍ଗିଯାଇଛି […]
ମହାପ୍ରସାଦ ପାଇଁ ଆଉ ଦଲାଲଙ୍କ ଶିକାର ହେବେ ନାହିଁ ଭକ୍ତ। ଭକ୍ତଙ୍କୁ ସହଜରେ ଓ ନିର୍ଦ୍ଧାରିତ ଦରରେ ମହାପ୍ରସାଦ ଯୋଗାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହୋଇପାରେ ନୂଆ ବ୍ୟବସ୍ଥା।ମହାପ୍ରସାଦ ନେବାକୁ ଇଚ୍ଛୁକ ଭକ୍ତମାନେ ପ୍ରଥମେ ଟୋକନ୍ କାଟିବେ। ଏହାପରେ ଟୋକନ୍ କାଉଣ୍ଟରରେ ଧାର୍ଯ୍ୟ ଦର ଦେଇ ମହାପ୍ରସାଦ କିଣିପାରିବେ। ଏହା ଦ୍ୱାରା ଭକ୍ତଙ୍କୁ ମହାପ୍ରସାଦ ପାଇଁ ଦଲାଲଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଇନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। […]
ରାଜ୍ୟରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ। ଓଡ଼ିଶାର ବିଭିନ୍ନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ ଚାକିରି ଆଶାରେ ନିଜ ନାମ ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି। ବିଧାନସଭା ଗୃହରେ ପ୍ରଶ୍ନୋତ୍ତର କାଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଏହି ସମ୍ପର୍କିତ ଏକ ଉତ୍ତର ରଖି ସରକାରୀ ହିସାବ ପ୍ରଦାନ କରିଛନ୍ତି।ସରକାରୀ ତଥ୍ୟ ଅନୁଯାୟୀ, ୨୦୨୬ ମେ’ […]
