author

ଆଜି ପ୍ରକାଶ ପାଇବ +୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଅପରାହ୍ଣ ୪ଟା ୩୦ରେ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଘୋଷଣା କରାଯିବ। ପରୀକ୍ଷାର୍ଥୀ www.results.odisha.gov.in ଲଗଇନ୍‌ କରି ଅପରାହ୍ଣ ୫ଟାରୁ ଫଳ ଦେଖିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ମୃତ ଝିଅର ଶବକୁ ଟ୍ରଲିରେ ଡାକ୍ତରଖାନା ବୋହିଲେ ବାପା

ମୃତ ଝିଅର ଶବକୁ ଟ୍ରଲିରେ ଡାକ୍ତରଖାନା ବୋହିଲେ ବାପା । ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବଦ କରିଥିଲା । କିନ୍ତୁ ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନକରି ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ କାନ୍ଧ ଖସାଇଦେଲା। ହେଲେ ଗରିବ ଆଦିବାସୀ ବାପା ପାଖରେ ଶବ ନେବା ପାଇଁ ଅର୍ଥ ନଥିବାରୁ ଗାଁ’ରୁ ଏକ ଟ୍ରଲି ରିକ୍ସା ମାଗି ଝିଅର ଶବକୁ ଘରଠାରୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନା ପର୍ଯ୍ୟନ୍ତ ବୋହିବା ଘଟଣା ଏବେ […]

ସ୍ବାମୀ ସହିତ ଝଗଡ଼ା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ସୁନ୍ଦରଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀଙ୍କ ଗଞ୍ଜଣା ସହିନପାରି ଦୁଇ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ ।ସ୍ୱାମୀ ପ୍ରତିଦିନ ମଦ ପିଇ ମହିଳାଙ୍କ ସହ ଝଗଡ଼ା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ପୁନର୍ବାର ସ୍ୱାମୀ ସହ ଝଗଡ଼ା ହେବା ପରେ ଉତ୍ୟକ୍ତ ହୋଇ ଘରେ ଥିବା କୀଟନାଶକକୁ ଥଣ୍ଡା ପାନୀୟରେ ମିଶାଇ ଦୁଇ ଝିଅଙ୍କୁ ପିଆଇବାକୁ ଦେଇଥିଲେ ମହିଳା ଏବଂ ନିଜେ ମଧ୍ୟ ସେହି ବିଷ ପିଇଥିଲେ।ଘରର ଅନ୍ୟ ସଦସ୍ୟମାନେ […]

ପୃଥ୍ୱୀ-II ଓ ଅଗ୍ନି-I ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ବିରଳ ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତାର ଶିଡ଼ି ଚଢ଼ିଛି । ତଥ୍ୟ ମୁତାବକ, ସନ୍ଧ୍ୟା ୬ଟା ୬ ମିନିଟ୍‌ରେ କଲାମ ଦୀପର ୪ ନଂ ଲଞ୍ଚ ପ୍ୟାଡ୍‌ରୁ […]

କତୃପକ୍ଷଙ୍କ ଚାପରେ ଥିଲେ କି ଛାତ୍ର ?

କତୃପକ୍ଷଙ୍କ ଚାପରେ ଥିଲେ କି ଛାତ୍ର ?ବିଶ୍ବବିଦ୍ୟାଳୟ କ୍ୟାମ୍ପସ ରେ ଆତ୍ମହତ୍ୟା !ବିବାଦରେ ଗୁଣପୁର ଗାନ୍ଧି ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ!ରାୟଗଡ – ଓଡ଼ିଶାରେ ବାଲେଶ୍ୱର ଜିଲ୍ଲା ଛାତ୍ରୀ ନିର୍ଯ୍ୟାତନା ରୁ ଆତ୍ମହତ୍ୟା ନେଇ ଆଜି ସାରା ଓଡିଶା ବନ୍ଦ ପାଳନ କରୁଥିବା ବେଳେ ପୁଣି ସେହିଜିଲ୍ଲାର ଜଣେ ଛାତ୍ର ରାୟଗଡ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି lରାୟଗଡ ଜିଲ୍ଲା ଗୁଣପୁର ସବ୍ଡିଭିଜନ ସ୍ଥିତ ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ( ଜିଆଇଟିୟୁ )ରେ କେତେବେଳେ ଛାତ୍ର […]

ପ୍ରଦେଶ କଂଗ୍ରେସ ବନ୍ଦ ଡାକରା ରେ ମୁନିଗୁଡ଼ା ବନ୍ଦ ସଂପୂର୍ଣ ସଫଳ।

ମୁନିଗୁଡ଼ା/୧୭/୭ ପ୍ରଦେଶ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ଡାକରା ରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବନ୍ଦ ସଂପୂର୍ଣ ସଫଳ ହୋଇଛି। ବ୍ଳକ କଂଗ୍ରେସ ସଭାପତି ନିଳାମ୍ବର ବିଭାର ଓ ବିଧାୟକ ପ୍ରତିନିଧି ମାନସ ବେହେରା ଙ୍କ ମିଳିତ ନେତୃତ୍ୱରେ ସକାଳ ୬ ଟା ରୁ ତିନି କୋଣିଆ ଛକ, ଗୋବର୍ଦ୍ଧନ ଛକ ଓ ମୁନିଖୋଲ ସମେତ ବିଭିନ୍ନ ଜାଗାରେ ଟିକେଟିଙ୍ଗ କରାଯାଇ ଟ୍ରେନ ଚଳାଚଳ ବ୍ୟତୀତ ସମସ୍ତ ଗାଡ଼ି ମଟର ବନ୍ଦ କରାଯାଇଥିଲା। ସମସ୍ତ ବ୍ୟବସାୟିକ […]

ଆଜିର ରାଶିଫଳ(୧୮ ଜୁଲାଇ, ୨୦୨୫)

ମେଷପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି। ବୃଷଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି […]

ଜାତୀୟ ସ୍ୱଚ୍ଛ ସହର ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ୨ଟି ସହର

ସହରାଞ୍ଚଳ ସ୍ୱଚ୍ଛତା ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। ୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବର୍ଗରେ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ସ୍ଵଛ ସହର ପୁରସ୍କାର ପାଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ସ୍ଵଛ ସହର ପୁରସ୍କାର ପାଇଛି। ଭୁବନେଶ୍ୱର ବିଏମସିକୁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଛି।ସୂଚନାମୁତାବକ ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ […]

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।ଏଫଏମ କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ଆଇଜି ଏସ୍‌ ସାଇନି ଓ ତଦନ୍ତକାରୀ ଅଧିକାରୀ ଏଫଏମ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣ ଓ ଆଉ ଜଣେ ସଦସ୍ୟ ରହିଛନ୍ତି। ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି। ତେବେ ଆସନ୍ତାକାଲି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ […]

ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବଡ଼ ଘୋଷଣା: ମିଳିବ ୨ ଲକ୍ଷ ଟଙ୍କା

ରାଜ୍ୟର ପଞ୍ଚାୟତ ପ୍ରତିନିଧି କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ। କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ […]

ବିଷାକ୍ତ ସାପମାନଙ୍କୁ ବେକରେ ପକାଇ, ହାତରେ ଧରି ବାହାରନ୍ତି ଶୋଭାଯାତ୍ରାରେ

ବିହାରର ସମସ୍ତୀପୁର ଜିଲାର ସିଂହିଆ ଘାଟରେ ଚଳିତ ସପ୍ତାହରେ ନାଗ ପଞ୍ଚମୀ ମେଳାରେ ଶତାଧିକ ଭକ୍ତ ସାପ ଧରି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଏହି ଐତିହ୍ୟ ମେଳା ସିଂହିଆ ବଜାରର ମା’ ଭାଗବତୀ ମନ୍ଦିରରେ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା। ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା ଏକ ପରମ୍ପରାର ପ୍ରତୀକ । ଏଠାରେ କେବଳ ସାପ କେଳା ନୁହନ୍ତି, ବରଂ ସାଧାରଣ ଲୋକ, ଏପରିକି ପିଲାମାନେ ମଧ୍ୟ ନିର୍ଭୟରେ ବିଷାକ୍ତ ସାପମାନଙ୍କୁ ବେକରେ […]

ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା।

ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା। ସହଦେବଖୁଣ୍ଟା ଥାନା ଏଡିଏମ୍‌ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଦେହରେ ଆଜି ଅପରାହ୍‌ଣରେ ନିଆଁ ଲାଗିଥିଲା। ଏନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କରିଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |ଫଳରେ ମହିଳା ଜଣଙ୍କର ଶରୀର ପାଖାପାଖି ୭୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି। ପିଡୀତା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର […]