ଅଭିନେତ୍ରୀ ନୟନତାରା ଏବଂ ଜୟଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’ ନିକଟରେ ଓଟିଟିରେ ରିଲିଜ୍ ହୋଇଛି। ହେଲେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ସିନେମାରେ ହିନ୍ଦୁ ସମୂଦାୟର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଏବଂ ଲଭ୍ ଜିହାଦ୍କୁ ସମର୍ଥନ କରିବା ଭଳି ଅଭିଯୋଗ ରହିଛି। ଗତ ଡିସେମ୍ବର ୨୯ରେ ଏହି ଫିଲ୍ମ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ।ଡିସେମ୍ବର ୧ରେ ଏହା ଥିଏଟରରେ ରିଲିଜ ହୋଇଥିଲା । ଏଥିରେ ଦେଖାଯାଇଥିବା କାହାଣୀକୁ ନେଇ କେତେଜଣ […]
ଦିଲ୍ଲୀ-ଏନସିଆରରେ ଗୁରୁବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟାକ ଅନୁଭବ ହୋଇଛି ।ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍-ଆଫଗାନିସ୍ତାନ ସୀମା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଟେ।ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । କିନ୍ତୁ ଭୂକମ୍ପ ଘଟିବା ମାତ୍ରେ […]
ପ୍ଲାଷ୍ଟିକ ବୋତଲ ରେ ଅଧିକାଂଶ ଲୋକେ ପାଣି ପିଅନ୍ତି , ଆପଣ ପ୍ରତ୍ୟକ ଦୋକାନ , ହୋଟେଲ ଓ ରାସ୍ତା କଡ ଦୋକାନ ରେ ପାଣି ବୋତଲ ପାଇପାରିବେ କିନ୍ତୁ ସେ ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ତାହା ଜାଣନ୍ତୁ|। ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ […]
ରାଜଧାନୀରେ ଚୋରକୁ ଧରିବ Google ମାପ । ଗୁଗଲ ମାପିଂ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରିବ ଗୁଗଲ ମାପିଙ୍ଗ ।କ୍ରାଇମ ହଟ ସ୍ପଟ ଉପରେ ରହିବ ନଜର। ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ଗତକାଲି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଗୁଲ ମ୍ୟାପିଂ ପାଇଁ ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ କମିଶନରେଟ ପୋଲିସ। ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ, ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ। । […]
ଇକ୍ବୋଡରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କିଛି ବନ୍ଧୁକଧାରୀ ଏକ ଟିଭି ଷ୍ଟୁଡିଓର ଲାଇଭ୍ ପ୍ରୋଗ୍ରାମରେ ପ୍ରବେଶ କରିଥିଲେ। ଲାଇଭ୍ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ଦେଖାଇ ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।‘ମାସ୍କ’ପିନ୍ଧା ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରବେଶ କରି କର୍ମଚାରୀମାନଙ୍କୁ ତଳେ ବସାଇବା ସହିତ ଶୋଇବାକୁ ବାଧ୍ୟ କରିଥିଲେ।ଗୁଳି ଶବ୍ଦ ମଧ୍ୟରେ ଜଣେ ମହିଳା ‘ଗୁଳି ମାର ନାହିଁ, ଦୟାକରି ଗୁଳି ମାର ନାହିଁ’ କହୁଥିବା ଶୁଣିବାକୁ ମିଳିଥିଲା। ମଙ୍ଗଳବାର ଦିନ […]
ଅନେକ ଫିଲ୍ମ ତାରକା ମାଳଦ୍ୱୀପ ବିବାଦକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ପର୍ଯ୍ୟଟନକୁ ସମର୍ଥନ କରୁଥିବା ବେଳେ ନିଜର ମତାମତ ଦେଉଛନ୍ତି। କିନ୍ତୁ ଏହା ଭିତରେ ରଣବୀର ସିଂ ମଧ୍ୟ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି- ‘ଚାଲ ୨୦୨୪ ରେ ଭାରତ ଗସ୍ତ କରିବା ଏବଂ ଆମ ଦେଶର ସଂସ୍କୃତି ଦେଖିବା ।ଆମ ଦେଶରେ ବହୁତ ସୁନ୍ଦର ବେଳାଭୂମି ଅଛି। କିନ୍ତୁ ଲାକ୍ଷାଦ୍ୱୀପକୁ ସମର୍ଥନ କରୁଥିବା ଏହି ପୋଷ୍ଟରେ ରଣବୀର ଏକ ସ୍ଥାନର ଫଟୋ […]
ରାୟଗଡ:-ତା.୯/୦୧-ରାୟଗଡ଼ା ପୌରପରିଷଡ଼ ଅଧୀନରେ ଗତ ୬ ତାରିଖରୁ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଆରମ୍ଭ ହୋଇ ୪ଦିନ ଚାଲିବା ପରେ ଆଜି ଉଜାପାନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର, ଛାତ୍ରୀ,ଯୁବକ ଯୁବତୀ ବର୍ଗର କବାଡି ,ଭଳିବଲ,ଖକ,କ୍ରିକେଟ ଭଳି ଅନେକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଦଳ ମାନଙ୍କୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ୪ […]
ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। ରାସିଦ ପ୍ରୋଷ୍ଟେଟ କ୍ୟାନସରରେ ଆକ୍ରାନ୍ତ ଥିଲେ। ତେବେ ରଶିଦଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବୁଧବାର ତାଙ୍କର ଅନ୍ତିମସଂସ୍କାର କରାଯିବ ବୋଲି ଜଣାପଡ଼ିଛି।ଡିସେମ୍ବରରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗତ କିଛି ଦିନ ହେବ ସେ […]
ବଲିଉଡ ଅଭିନେତା ଅମୀର ଖାନ। ତାଙ୍କ ଝିଅ ଇରା ଖାନ । ଇରା ତାଙ୍କ ଦୀର୍ଘ ଦିନର ବଏଫ୍ରେଣ୍ଡ ନୁପୁର ଶିଖରଙ୍କୁ ବିବାହ କରିଛନ୍ତି। ଏହି ଅନନ୍ୟ ବିବାହ ବିଷୟରେ ଅନେକ ଆଲୋଚନା ହୋଇଥିଲା, ବାସ୍ତବରେ ନୁପୁର ଘୋଡା ଉପରେ ବିବାହ ଶୋଭାଯାତ୍ରା ଆଣିବା, ପୋଷାକ ଏବଂ ସର୍ଟ ପିନ୍ଧି, ୮ କିଲୋମିଟର ଦୌଡ଼ିବା ଏବଂ ବିବାହ ଶୋଭାଯାତ୍ରାରେ ନାଚ ଓ ଝୁମି ଆସିବା ସମସ୍ତ ଧାରା ଭାଙ୍ଗିଥିଲେ।ବର୍ତ୍ତମାନ ଏହି ଦମ୍ପତି ଉଦୟପୁରରେ ଏକ ବଡ ବିବାହ […]
ଭିଜିଲାନ୍ସ ପଞ୍ଝା ରେ ନୟାଗଡ଼ ଏମଭି ଆଇ, ପଞ୍ଚାନନ ବେହେରାଙ୍କ କାର୍ଯ୍ୟାଳୟ ସମେତ 7ଟି ସ୍ଥାନ ରେ ଭିଜିଲାନ୍ସ ରେଡ, ଏହି ଚଢ଼ାଉ ରେ ଭିଜିଲାନ୍ସ ପକ୍ଷରୁ 6ଜଣ ଡ଼ିଏସପି,3ଜଣ ଇନିସପେକ୍ଟର 8ଜଣ ଏସ ଆଇ ଓ ଅନ୍ୟ୍ୟାନ୍ୟ ଷ୍ଟାଫ ମାନେ ସାମିଲ ହୋଇଛନ୍ତି,ନୟାଗଡ଼ ଅଫିସ ଓ ଭଡା ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଛି । ଭୁବନେଶ୍ବର ଶୈଳଶ୍ରୀବିହାରରେ ଦୁଇ ମହଲା କୋଠା, ପାଣ୍ଡରାରେ ଏକ ମହଲା କୋଠା ଠାବ ହୋଇଛି । […]
ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି।ଆଉ ନୂଆ ଟାରିଫ ନିୟମ ୨୦୨୪ ଫେବ୍ରୁଆରୀ ୧ରୁ ଲାଗୁ ହେବ।ଭାୟକମ୍ ୧୮ ଏବଂ ନେଟୱାର୍କ ୧୮ ର ଡିଷ୍ଟ୍ରିବ୍ୟୁସନ ବିଭାଗ ଏହାର ଚ୍ୟାନେଲଗୁଡିକର ଦରକୁ ୨୦ […]
ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ବିସ୍ତାର କରିଥିବା ରଶ୍ମିକା ମନ୍ଦାନା ଆଜିକାଲି ମୁକ୍ତିଲାଭ କରିଥିବା ମୁଭି ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ରିଲ୍ରୁ ରିୟଲ ଲାଇଫ୍ ପାର୍ଟନର ହେବାକୁ ଯାଉଛନ୍ତି ସାଉଥ୍ର ଦୁଇ ସୁପରଷ୍ଟାର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହିଁଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏନେଇ ଅନେକ ରିପୋର୍ଟରେ […]