ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ପର୍ଯ୍ୟଟନ ସ୍ଥଳରେ ଗତ ୨୨ ତାରିଖରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ପ୍ରାଣହରାଇଥିବା ୨୯ ଜଣ ନିରୀହ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମା ‘ ଫାଉଣ୍ଡେସନ, ନୟାଗଡ଼ ତରଫରୁ ସ୍ଥାନୀୟ ଟ୍ରାଫିକ ଛକ ଠାରୁ ଆରମ୍ଭ ହୋଇ ତ୍ରିନାଥ ଛକ ଗାନ୍ଧୀ ପ୍ରତିମୂର୍ତ୍ତୀ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ବସନ୍ତ କୁମାର ମିଶ୍ର ପୌରହିତ୍ୟରେ ଓ ସମ୍ପାଦକ ରଂଜନ ରଶ୍ମି ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ନୂଆଗାଁ: (ପୁଷ୍ପଲତା ପ୍ରଧାନ) ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସମ୍ପଡା ଜଙ୍ଗଲ ନିକଟରେ ନୂଆଗାଁ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ଆଲାହବାଦ ଜିଲ୍ଲା ମୁକୁନ୍ଦପୁର ଥାନା ତାଳପୁର ଗ୍ରାମର ଶିବମ ତିୱାରୀ, କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଗଣ୍ଡଗାଁ ଗ୍ରାମର ନବ ଦିଗଲ,କଂଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମାଜିପଡ଼ା ଗ୍ରାମର ନିଳାଞ୍ଚି ଦିଗଲ କନ୍ଧମାଳ ରୁ ଗଞ୍ଜେଇ ବସ୍ ଯୋଗେ ଆଣି ଭୁବନେଶ୍ୱର ଯିବା ପାଇଁ ନୂଆଗାଁ […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୨୧୦, ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୦୨୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୨୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୦୨୦ ଟଙ୍କାକୁ ପହଞ୍ଚିଛି । ଏହି ମାସରେ ସୁନା ହଠାତ୍ ବୃଦ୍ଧି ପାଇ $୩୫୦୦ ପ୍ରତି […]
ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ଆଜି ସରୁଛି ଡେଡଲାଇନ। ୪୮ ଘଣ୍ଟାର ମହଲତ ପୁରିବା ପରେ ଏବେ ପାକିସ୍ତାନୀଙ୍କୁ ଘାରିଛି ଭାରତ ଛାଡ଼ିବା ଭୟ। ଓଡ଼ିଶାରେ ରହିଛନ୍ତି ୧୨ ପାକିସ୍ତାନୀ। ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ଶାରଦା କୁକ୍ରେଜାଙ୍କୁ ଏବେ ଭାରତ ଛାଡିବାକୁ ନୋଟିସ ଜାରି କରିଛି କମିସନରେଟ ପୋଲିସ। ଘରେ ବର୍ତ୍ତମାନ ଟାଉନ ଥାନା ପୋଲିସ ପହଞ୍ଚିଛି। ଭାରତ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଛି। ଠିକାଦାରପଡ଼ା […]
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ। ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। ଆଙ୍କୋଲି ଶିଳ୍ପାଞ୍ଚଳ ନିକଟସ୍ଥ ପଞ୍ଚଶୀଳମାର୍ଗରେ ଥିବା ବାସଭବନରେ ସ୍ତ୍ରୀ ଜୟନ୍ତୀ ଦାସଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଥିଲା। ଗୋପାଳର ସିଡିଆର ଧରି କ୍ରାଇମ୍ବ୍ରାଞ୍ଚ ଟିମ୍ ସତ ଖୋଜୁଛି । ସୂଚନା ଅନୁସାରେ […]
ରାୟଗଡ଼ ତା ୨୬.୪.୨୦୨୫.ଜିଲ୍ଲା ପ୍ରଶାସନ ତରଫରୁ ଶନିବାର ଦିନ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି ।ପୂର୍ବାହ୍ନ ସାତ ଘଟିକା ସମୟରେ ରାୟଗଡ଼ବାସୀ ଗଜପତି ଛକସ୍ଥିତ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ସମାଗମ ହୋଇଥିଲେ। ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ରମେଶ କୁମାର ଜେନା, ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ୱାକର୍ସ କ୍ଲବ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ, ଛାତ୍ର, ଛାତ୍ରୀବୃନ୍ଦ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର “ନିଷ୍ଠା – ସମତା ଓ ଅନ୍ତର୍ନିବେଶୀ ଶିକ୍ଷା” ‘ଅନୁଷ୍ଠିତ ହୋଇଯାଇଛି। ପାଞ୍ଚଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ୬୧ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ପ୍ରଶିକ୍ଷକ ଭାବେ ପ୍ରଣତୀ […]
ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଜେଡି ରାଜ୍ୟସଭା ସାଂସଦ ଏହି ଆତଙ୍କୀ ଆକ୍ରମଣକୁ ନେଇ ଉପହାସ କରିଛନ୍ତି। ଯେତେବେଳେ କି ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ପାଲଟିଯାଇଛି।ସେହି ସମୟରେ ସୁଲତାଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି କହିଲେ। ଏହା କେବଳ ଅନୁମାନ ଲଗାଇ ପରିବାର କହିଥାଇ ପାରନ୍ତି। କୌଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା […]
ଦ୍ଵିତୀୟ ବିବାହ ପାଇଁ ପୁଅକୁ ହତ୍ୟା କଲା ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣାରେ ବାପା ସମେତ ୫ ଜଣ ଗିରଫ ହୋଇଛନ୍ତି । ଯାଜପୁର ଜିଲ୍ଲା ଜେନାପୁର ଥାନା ଚାରଗୋଠ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲ ।୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ […]
କଲମାକୁ ନେଇ ରାଜନୀତି ତେଜିଛି । କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଚର୍ଚ୍ଚା ବଢିଛି । ବର୍ତ୍ତମାନର ସମସ୍ୟାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବର୍ତ୍ତମାନ ସରକାର । ଆଇନମନ୍ତ୍ରୀ କହିଛନ୍ତି କି, ଯାହା ସମସ୍ୟା ଉପୁଜିଛି ତାହା ସୂତ୍ରଧର ହେଉଛନ୍ତି ପୂର୍ବ ସରକାର। ଆଲୋଚନାକୁ ବାରମ୍ବାର ଡକାଗଲା କିନ୍ତୁ ଆଲୋଚନାକୁ ଆସିଲେ ନାହିଁ କି ସମସ୍ୟାର ସମଧାନ କଲେ ନାହିଁ । ସୁଯୋଗ ଥିଲା କିନ୍ତୁ କେହି ଚେଷ୍ଟା କଲେନି […]
