author

ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ ।

ଆରଜି କର ମେଡିକାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । ନ୍ୟାୟାଳୟ ୨୦ ତାରିଖରେ ମାମଲାର ଦଣ୍ଡାଦେଶ ଶୁଣାଇବେ ।ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ସେ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ ।ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା […]

ସ୍ମାର୍ଟ ମିଟର ବାଧ୍ୟତାମୂଳକ ଅଟେ : ଶକ୍ତି ମନ୍ତ୍ରୀ

ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ସେ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି ।ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ତେଣୁ ଆବଶ୍ୟକ ନଥିଲେ ଲୋକେ ସୁଇଚ […]

ଯାଜପୁର: ଦୋଳିରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ।

ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ନୟା ବଗପାଟିଆ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଘଟଣ। ଦୋଳିରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।ମେଡିକାଲ୍‌ ଭିତରେ ଶିକ୍ଷକଙ୍କୁ ଘେରିଲେ ମୃତ ଛାତ୍ରଙ୍କ ପରିବାର ।ତେବେ ଏପରି ଘଟଣା ପଛରେ ସ୍କୁଲ କତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ମେଡିକାଲ ପରିସରରେ ଏବେ ସ୍ଥାନୀୟ ଲୋକଙ୍କ ଗହଳି ଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲରେ ଦୋଳି ଖେଳୁଥିଲେ। ଏହି ସମୟରେ ସେ ହଠାତ ତଳକୁ […]

ଇ-କେଓ୍ବାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ:ମନ୍ତ୍ରୀ

ଆୟକରଦାତା ନେଉଥିଲେ ରାସନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା […]

ଆସନ୍ତାକାଲି ଜେଇଇ ମେନ୍‌ ଆଡମିଟ କାର୍ଡ, ସୂଚନା ଦେଲେ ଏନଟିଏ

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ।ଆଡମିଟ କାର୍ଡ ଜାରି କରାଯିବା ପରେ ପରେ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ଲାଗି ହଲ୍‌ ଟିକେଟ ଉପଲବ୍ଧ ହେବ। jeemain.nta.nic.in. ୱେବସାଇଟରୁ ଛାତ୍ରଛାତ୍ରୀମାନେ ହଲ ଟିକେଟ ପାଇପାରିବେ।ପୂର୍ବରୁ ହଲ ଟିକେଟ ଜାରି କରାଯିବ। […]

ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ ।

ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ନରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ଧରି ଦୀଘା ମୁହାଣକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଯାନ୍ତ୍ରିକ ତ୍ରୂଟି ଯୋଗୁଁ ଟ୍ରଲରଟି ଗଭୀର ସମୁଦ୍ରର ଫସି ଯାଇଥିଲା । ଖବର ପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା […]

୪ ମାସରେ ରାଉରକେଲାରେ ୧୨ ଦୁଷ୍କର୍ମ ମାମଲା:ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୫ ଜଣକୁ ଗିରଫ କରିଛି। ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗୁରୁବାର ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଟୁସୁ ପର୍ବ ଦେଖିବାକୁ ଯାଇଥିବା ସମୟରେ, ସେଠାରୁ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ୬ ଦୁର୍ବୃତ୍ତ। ଯୁବତୀଙ୍କୁୁ ଦୁର୍ବୃତ୍ତମାନେ ବିଶ୍ରା ଥାନା ତେତେରକେଲା କୋଏଲ ନଦୀ ପଠାରେ ଗଣ ଦୁର୍ଷ୍ମମ କରିଥିଲେ। ସେପଟେ ପୁରୁଷ ବନ୍ଧୁଙ୍କ ଅଭିଯୋଗ ଅନୁସାରେ […]

ଛୁଆଙ୍କ ପାଇଁ କାଳ ସାଜିଛି ମୋବାଇଲ |ଦୃଷ୍ଟିଶକ୍ତି ସମସ୍ୟା ଭୋଗୁଛନ୍ତି ଏତେ ଜଣେ..

ଆଜିକାଲି ଆପଣ ସମସ୍ତେ ଜାଣିଛନ୍ତି କି ଛୁଆର ପ୍ରଥମ ଖେଳନା ମୋବାଇଲ୍ ହୋଇଯାଇଛି, ଛୋଟ ଛୁଆଙ୍କ ହାତରେ ଫୋନ୍ ଆଉଥରେ ଦେଇଦେଲେ ସେ ଛାଡିବାକୁ ନାଁ ନିଅନ୍ତି ନାହିଁ । ଯଦି ଆପଣ ଜବରଦସ୍ତି ତାଙ୍କଠାରୁ ଛଡେଇବେ ତେବେ ସେ କାନ୍ଦି କାନ୍ଦି ବେଦମ୍ ହୋଇଯିବେ । କିନ୍ତୁ କଣ କେବେ ଆଅଣ ଭାବିଛନ୍ତି କି ଛୁଆଙ୍କୁ କେତେ କ୍ଷତି ପହଞ୍ଚାଇଥାଏ |ଯଦି ଆପଣଙ୍କ ପିଲାଙ୍କୁ ଆପଣ ଅନ୍ଧ ରୂପରେ ଦେଖିବାକୁ ଚାହୁଁ ନାହାଁନ୍ତି, ତାହାଲେ ଆଗୁଆ […]

ରାଷ୍ଟ୍ରପତି ଭବନ ଯିବେ କୋରାପୁଟ ଝିଅ

ବାପା ବିଜୟକୁମାର ମା’ ସ୍ୱପ୍ନାଙ୍କ ଝିଅ ଦେବସ୍ମିତା ଲକ୍ଷ୍ୟ ରଖିଛନ୍ତି ୟୁନିଫର୍ମରେ ନହେଲେ ପ୍ରଶାସନିକ ସ୍ତରରେ ଦେଶର ସେବା କରିବେ l ରାଜ୍ୟର ୧୫୦ଜଣ NCC କ୍ୟାଡ଼ରଙ୍କ ମଧ୍ୟରୁ ଜଣେ ମାତ୍ର ଚୟନ ହୋଇଥିବା ଦେବସ୍ମିତା ଏବେ ନୂଆ ଆଶା ଓ ନୂଆ ସ୍ୱପ୍ନର ଖୁସି । କାରଣ ତାଙ୍କୁ ଡାକିଛନ୍ତି ପ୍ରଥମ ନାଗରିକ ମେଡ଼ମ ପ୍ରେସିଡେଣ୍ଟ l ଖୋଦ ମହାମହିମଙ୍କ ନିମନ୍ତ୍ରଣ ତାଙ୍କ ସହ ବସି ରାତ୍ରି ଭୋଜନ କରିବେ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ସିନିୟର […]

ମାଓବାଦୀଙ୍କ ସୁଡ଼ଙ୍ଗ ଉଦ୍ଧାର, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ

ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଛି । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା । ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ବଙ୍କର ଠାବ ହୋଇଛି । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।ବିପୁଳ ପରିମାଣର ବିଦ୍ୟୁତ ତାର ମିଳିଥିଲା।ଏଥିସହ ବନ୍ଧୁକ ତିଆରି କରିବା ମେସିନ ଓ ଅନ୍ୟ ବିସ୍ଫୋରକ […]

ରାଜ୍ୟରେ ଶୀତ ଜାରି ରହିବ ।

ରାଜ୍ୟରେ ଶୀତ ଜାରି ରହିବ । ବିଶେଷ କରି ଆସନ୍ତା ୭ ଦିନ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ରାତିର ତାପମାତ୍ରା ପ୍ରାୟ ୧୧ରୁ ୧୩ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ସୂଚନା ଦେଇଛି। ଜି ଉଦୟଗିରିରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ ୧୨.୩ ଡିଗ୍ରୀ ରେକର୍ଡ […]

‘ନବ ଦାସଙ୍କୁ ହତ୍ୟା କରିନାହାଁନ୍ତି ଗୋପାଳ’ । ଗୋପାଳ ଓକିଲଙ୍କ ବଡ ବୟାନ

ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଛନ୍ତି ବଡ଼ ସୂଚନା। ଗୋପାଳ ଦାସଙ୍କ ଗୁଳିରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ । ଅନ୍ୟ କୌଣସି ବନ୍ଧୁକରେ ନବ ଦାସଙ୍କ ମୃତ୍ୟୁ ହୋଇଛି | ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି […]