ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶେଷ କରି ଯୁବ ସମାଜରେ ଏଭଳି ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ରାଜ୍ୟରେ୩ ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା । ୩ ବର୍ଷରେ ୨୧୮ ଛାତ୍ର କରିଛନ୍ତି ଆତ୍ମହତ୍ୟା । ସେହିପରି ୩ ବର୍ଷ ରେ […]
ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ ଇନ୍ସପେକ୍ଟର, ମନୋଜ କୁମାର ମିଶ୍ରର ପରିଚୟ ଦେଉଥିଲା। ଇନଷ୍ପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ବିବାହ କରିଥିଲେ | ବିବାହ […]
ପୁଣି ଗଲା ହାତୀ ଜୀବନ। ଚନ୍ଦକା ଚନ୍ଦକା ଗୋଡିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ବଲାଙ୍ଗୀର ଦେଓଗାଁରୁ ଆସିଥିବା ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ଚନ୍ଦକା ଡମପଡା ଅଭୟାରଣ୍ୟର ଗୋହିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା ଚାଲିଥିଲା। ସପ୍ତାହେ ହେବ ନନ୍ଦନକାନନ ଓ ଓୟୁଏଟି ଟିମ୍ ତାର ଚିକିତ୍ସାରେ ଲାଗିଥିଲେ।ଶିମିଳିପାଳରେ ହାତୀ ଛୁଆର ମୃତ ଦେହ ଉଦ୍ଧାର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜେନାବିଲ୍ ରେଞ୍ଜ ଅନ୍ତର୍ଗତ […]
ଦେଶରେ ‘ବନ୍ଦେଭାରତ’ ଟ୍ରେନ ଗଡିବା ପରଠାରୁ ଯାତ୍ରୀଙ୍କୁ ୱାର୍ଲଡ କ୍ଲାସ୍ ରେଳ ସୁବିଧା ଅନୁଭବ ହେଉଛି।ବର୍ତ୍ତମାନ ଭାରତୀୟ ରେଳବାଇ ସ୍ଲିପର୍ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିବାକୁ ଯୋଜନା କରୁଛି ଏବଂ ଏହା ଡିସେମ୍ବର ୨୦୨୪ ସୁଦ୍ଧା ଟ୍ରାକକୁ ଆସିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ବନ୍ଦେ ଭାରତ ଟ୍ରେନର ସ୍ଲିପର୍ କୋଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବେଙ୍ଗାଲୁରୁ ବିଇଏମଏଲରେ ବନ୍ଦେ ସ୍ଲିପର […]
ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ବାର୍ଡ଼ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଏଥିରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବାବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ତେବେ ନିମାପଡ଼ା ଓ ଡେଲାଙ୍ଗରେ ଚାଲିଛି କୁକୁଡାମରା ଅଭିଯାନ। ଆଜି ମଧ୍ୟ ଏହି ଦୁଇ ଅଞ୍ଚଳର ଫାର୍ମରୁ କୁକୁଡା ମରାଯିବ। ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ କୁକୁଡା ମରାଯାଇ ସାରିଲାଣି। ଡେଲାଙ୍ଗରୁ ୧୦ ହଜାରରୁ ଊଦ୍ଧ୍ୱର୍ ଏବଂ ନିମାପଡାରୁ […]
ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା । ଯାହାକୁ ଦୀର୍ଘ ୨୫ ଘଣ୍ଟା ଯାତ୍ରା କରି ୨୫ କିମି ବେଗରେ ଆସି ନନ୍ଦନକାନନ ଜିୟୋଲୋଜିକାଲ ପାର୍କରେ ପହଁଚିଲେ । ବର୍ତ୍ତମାନ ଦୁଇ ଜିରାଫକୁ କ୍ୟେରେନଟାଇନରେ ରଖାଯାଇଛି । ସ୍ୱତନ୍ତ୍ର ଟିମ ତାର ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ […]
ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି।ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ। କୋରାପୁଟ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣି ଜାରି ହୋଇଛି। ସେହିପରି ୫ ତାରିଖଠାରୁ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ […]
କଟକରେ ଦୁର୍ଗାପୂଜା ଓ ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ମନା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି। ତେବେ ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ପୋଲିସ କମିଶନର। ଚଳିତ ବର୍ଷ ଡିଜେ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । କେବଳ ୬ଟି […]
ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଧରଣୀଧରଙ୍କ ୪ଟି ଠିକଣାରେ ଛାନଭିନ୍ ଚଳାଇଛି। ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର ପଣ୍ଡାପଡାରେ ଥିବା ଶ୍ଵଶୁର ଘରେ ଭିଜିଲାନ୍ସ ଟିମ୍ ଖୋଳତାଡ କରୁଛନ୍ତି। ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି […]
ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।* * ବୃଷ:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ […]
ପାଟଣାଗଡ଼ (ଜଗଦିଶ ଭୋଇ)ଶନିବାର ଅପରାହ୍ନ ସମୟରେ ପାଟଣାଗଡ଼ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଙ୍କ ଉପସ୍ଥିତିରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଙ୍କ ସହ ତାଙ୍କ ଚାରିଜଣ ସହଯୋଗୀ ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ସ୍ୱରୂପା ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅପରପକ୍ଷରେ ଜୟଚନ୍ଦ୍ର ବାଗ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ସହିତ ଗାଳିଗୁଲଜ ହୋଇଥିବା ନେଇ ଥାନାରେ ପାଲଟା ଅଭିଯୋଗ […]
ପାଟଣାଗଡ଼ (ଜଗଦିଶ ଭୋଇ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ପାଞ୍ଚଛକ ସ୍ଥିତ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବାଲ୍ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମ ଜୀବୀ ମଞ୍ଚ ମିଳିତ ଆନ୍ୟୁକୂଲ୍ୟ ରେ ପ୍ରୋୟୋଜିତ କାର୍ଯ୍ୟକ୍ରମ କୁ ଲୋକ ଉନ୍ନତି ସଂଗଠନ ବଲାଙ୍ଗୀର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଚଙ୍ଗରିଆ ସରପଞ୍ଚ ଶୁଶିଲ କୁମାର ଗୁରୁ, ବିଶ୍ଵନାଥ ବାଗ ସମ୍ମାନିତ ଅତିଥି ଭାବେ […]
