*ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* *ବୃଷ : ଆଜି ବାଣିଜ୍ୟ, […]
ଯେତେ ଦିନ ଯାଏଁ ବଞ୍ଚିଥିବି ଓଡ଼ିଆ ବୋଲି ପରିଚୟରେ ବଞ୍ଚିବି। ଅନେକ କଥା ଅଛି ଯାହା କହିବି। ୧୧ ବର୍ଷ ବିଜୁ ଜନତା ଦଳରେ କାମ କଲି। ଦଳ ଯାହା ଦାୟିତ୍ଵ ଦେଇଛି ତାହା ମୁଁ ସୁଚାରୁ ରୂପେ ତୁଲାଇଛି। ଓଡ଼ିଶାର ହକ ଓ ଟେକ ପାଇଁ ସବୁବେଳେ ଚେଷ୍ଟା କରିଛି। ସେ ଦଳର ନେତୃତ୍ୱ ନେଇଥିଲେ ନବୀନ ବାବୁ ଆଜିର ବିଜେଡି ଦଳର ନେତୃତ୍ୱ ନବୀନ ବାବୁ ନେଉନାହାନ୍ତି । ମୋତେ ନବୀନ ପଟ୍ଟନାୟକଙ୍କ ସହ […]
ଏଲନ ମସ୍କ ଟ୍ୱିଟର କିଣିବା ପରେ ଏହାର ନାଁ ଓ ଲୋଗୋ ବଦଳାଇ ଦେଇଥିଲ। ଏବେ ଡୋମେନ ବି ବଦଳାଇ ଦେଇଛନ୍ତି।twitter.com ବଦଳରେ ଏବେ x.com କରାଯାଇଛି। ସମସ୍ତ କୋର ସିଷ୍ଟମ ଏବେ x.comରେ ଉପଲବ୍ଧ ହେବ ବୋଲି ଏଲନ ମସ୍କ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। X ଲଗଇନ୍ ପୃଷ୍ଠାର ତଳକୁ ଏକ ମେସେଜ ଦେଖାଯାଉଛି। ଯେଉଁଥିରେ ଲେଖାଯାଇଛି ‘ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମେ ଆମର URL ବଦଳାଉଛୁ। କିନ୍ତୁ ଆପଣଙ୍କର […]
ସିଙ୍ଗାପୁର ଓ ହଂକଂ ପରେ ଏବେ ନେପାଳରେ ମଧ୍ୟ ଭାରତର ଦୁଇ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନେଇଛି ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ। ନେପାଳ ସରକାରଙ୍କ ଖାଦ୍ୟ ଗୁଣବତା ନିୟନ୍ତ୍ରଣ ବିଭାଗର ମୁଖପାତ୍ର କୃଷ୍ଣା ମହାରାଜନ କହିଛନ୍ତି, ଏଭରେଷ୍ଟ୍ ଏବଂ ଏମଡିଏଚ ବ୍ରାଣ୍ଡ୍ର ମସଲା ଆମଦାନୀ […]
*ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।* *ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ।ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ ଆଧାରରେ ଏନ୍ବଡବ୍ଲୁୁ ଜାରି କରି ଆସନ୍ତା ୨୩ ତାରିଖ ସୁଦ୍ଧା ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଘରୋଇ ହିଂସା ସଂପର୍କୀତ ମାମଲାରେ ଚାର୍ଜଫ୍ରେମ୍ ପାଇଁ […]
ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ଏହା ତାଙ୍କର ଶେଷ ମ୍ୟାଚ ହେବ।୩୯ ବର୍ଷିୟ ଛେତ୍ରୀ ୨୦୦୫ରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମାର୍ଚ୍ଚରେ ଗୌହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ତମ ମ୍ୟାଚ୍ ଖେଳିଥିଲେ। […]
ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ନୀରଜ । ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ ସେ ଅଂଶଗ୍ରହଣ କରି ନ ଥିଲେ। ଡିପି ମନୁ ୮୨.୦୬ ମିଟର ଫିଙ୍ଗି […]
ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାରେ ଭକ୍ତଙ୍କ ଭୀଡ଼ ଯୋଗୁ ସବୁ ବ୍ୟବସ୍ଥା ଧ୍ୱଂସ୍ତ ହୋଇଛି। ଖାସ କରି ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଯାଉଥିବା ରାସ୍ତାରେ ୪୫ କିଲୋମିଟର ଦୀର୍ଘ ଜାମ ଲାଗିଛି। ଚଳିତବର୍ଷ ଯାତ୍ରାରେ ସାମିଲ ହେବାକୁ ଆଶାଠୁ ଅଧିକ ପହଁଚିବା ସହ ପରିସ୍ଥିତି ଅଣାୟତ ହୋଇପଡିଛି । ସେପଟେ ଶ୍ରଦ୍ଧାଳୁଙ୍କ ମୃତ୍ୟୁପରେ ଦୁଇ ଦିନ ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ବନ୍ଦ କରାଯାଇଛି । ପ୍ରତିବର୍ଷ ହରିଦ୍ୱାରା, ରିଷିକେଶ ଓ ଡେରାଡୁନରୁ ଆରମ୍ଭ ହୋଇଥାଏ ଚାରିଧାମ ଯାତ୍ରା । […]
*ମେଷ: କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।* *ବୃଷ: ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]
*ମେଷ: ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।* *ବୃଷ: ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ […]
*ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* *ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* *ମିଥୁନ: […]
