author

ଆଉ ୩ ଦିନ ବଢିଲା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଯାପନୀ ଦିବସରେ ଉଦବୋଧନ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ଏକ ଇତିହାସ ।ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଥିଲା ଉଦଯାପନୀ ଦିବସ। ତେବେ ଏହାର ଲୋକପ୍ରିୟତା, ଆଦୃତ ଓ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୩ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଜନତା ମଇଦାନରେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ […]

ନଦୀରେ ଭାସୁଥିଲା ପଥର , ମହିଳା ଜଣକ ଦେଖି ହେଲେ ଆଶ୍ଚର୍ଯ୍ୟ

ଏବେ ଗୋଟିଏ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି | ଭାର୍ଗବୀ ନଦୀରେ ଗୋଟିଏ ପଥର ଭାସୁଥିବା ଜଣେ ମହିଳା ଦେଖିଥିଲେ। ମହିଳା ଜଣକ ଭାର୍ଗବୀ ନଦୀର ଗବକୁଣ୍ଡ ନିକଟକୁ ଗାଧୋଇବା ପାଇଁ ଯାଇଥିବା ଗୋଟିଏ ପଥର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏହି କଥା ଉକ୍ତ ମହିଳା ଜଣଙ୍କ ନିଜ ଘରେ ଆସି କହି ଥିଲେ | ଏହାପରେ ସେହି ପଥରକୁ ସେ ନଦୀରୁ ଆଣି ଗ୍ରାମର ହନୁମାନ ମନ୍ଦିରରେ ରଖିଥିଲେ।ଘଟଣାର ସତ୍ୟତା ପରିଖିବା ପାଇଁ […]

ମୁଖ୍ୟମନ୍ତ୍ରୀ : ଆମ୍ବେଡକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବରେ ପରିଚିତ ହେବ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ […]

୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ, ସିରିଜକୁ ୧-୧ରେ ସମାନ କରିଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ୨୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଛି ଇଂଲଣ୍ଡ। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧ରେ ସମାନ କରିଛି। ଭାରତ ପାଇଁ ଜସପ୍ରୀତ ବୁମରା ଏବଂ ଆର ଅଶ୍ୱିନ ସର୍ବାଧିକ ୩-୩ ୱିକେଟ ନେଇଥିଲେ। ଯେଉଁଠାରେ ମୁକେଶ […]

ଅନନ୍ତ ଅମ୍ବାନୀଙ୍କ ବିବାହରେ ନାଚିବେ ଆଲିଆ-ରଣବୀର

ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ। ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ଦେଖିବାକୁ ମିଳେ। ଅନନ୍ତ ଅମ୍ବାନୀ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଏବଂ ରାଧିକା ମର୍ଚାଣ୍ଟଙ୍କ ସହ ତାଙ୍କର ବିବାହ ହେବ। ଏବେ ଖବର ଆସିଛି ଯେ ବଲିଉଡର ସୁଇଟ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏହି […]

ଫ୍ଲୋର୍ ଟେଷ୍ଟରେ ପାସ୍ ‘ଚମ୍ପାଇ ସରକାର’

ଝାଡଖଣ୍ଡ ବିଧାନସଭାରେ ବହୁମତର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଚମ୍ପାଇଙ୍କ ସମର୍ଥନରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷ ଦଳରେ ମାତ୍ର ୨୯ଖଣ୍ଡ ଭୋଟ ପଡିଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବ୍ୟତୀତ ସହଯୋଗୀ ଦଳର ବିଧାୟକମାନେ ମଧ୍ୟ ଫ୍ଲୋର ଟେଷ୍ଟ ପାଇଁ ଗୃହରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ରବିବାର ବିଳମ୍ବିତ ରାତିରେ ପ୍ରାୟ ୪୦ ଜଣ ବିଧାୟକ ଜେଏମଏମ ଏବଂ କଂଗ୍ରେସ ହାଇଦ୍ରାବାଦରୁ ରାଞ୍ଚି ଫେରିଥିଲେ। ବହୁମତ ସାବ୍ୟସ୍ତ କରିବା ପାଇଁ ବିଧାନସଭାରେ […]

ପାନ ମସଲା ଏବଂ ତମାଖୁକୁ ନେଇ ୧ ଏପ୍ରିଲରୁ ଲାଗିବ ୧ ଲକ୍ଷ ଟଙ୍କା ଜରିମାନା

ପାନ ମସଲା, ତମାଖୁ ଏବଂ ଗୁଟଖା ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ଉପରେ ୧ ଏପ୍ରିଲରୁ ବଡ ଜରିମାନା ଲାଗିପାରେ । ଜିଏସଟି କାଉନସିଲ୍ ତରଫରୁ ଆଜି ଏନେଇ ଏକ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ଏନେଇ ସୂଚନା ଦିଆଯାଇଛି । ଜିଏସଟି ତରଫରୁ ଜାରି କରାଯାଇଥିବା ଆଡଭାଇଜରି ଅନୁସାରେ ତମାଖୁ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ୧ ଏପ୍ରିଲରୁ ଜିଏସଟି ଅଧିକାରୀଙ୍କ ସହ ନିଜ ପ୍ୟାକିଂ ମେସିନର ମଧ୍ୟ ପଞ୍ଜୀକରଣ କରାଇବାକୁ ହେବ । ଜିଏସଟି ପରିଷଦଙ୍କ […]

ଷୋଡଶ ବିଧାନସଭାର ଶେଷ ଅଧିବେଶନ: ଗୃହରେ ନିଜ ଅଭିଭାଷଣ ରଖିଲେ ରାଜ୍ୟପାଳ

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ରାଜ୍ୟପାଳ ରଘୁବର ଦାସ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ରାଜ୍ୟରେ କିପାରି ସରକାରଙ୍କ ନେତୃତ୍ୱରେ ସଫଳତା ପରେ ସଫଳତା ମିଳିଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପରେ ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା […]

ଏବେ ଅଚଳ ହୋଇଯିବ Paytm

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ନିୟମ ପାଳନ ନ କରିବାରୁ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଫଳରେ ପେଟିଏମ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏବେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଫେବ୍ରୁଆରୀ 28 ରୁ ଆଉ ପେଟିଏମର କୌଣସି ସେବା ଉପଲବ୍ଧ ହେବ ନାହିଁ। ପେଟିଏମର ୱାଲେଟ ଓ ଫାଷ୍ଟଟାଗ ମଧ୍ୟ କାମ କରିବ ନାହିଁ। ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ (ପିପିବିଏଲ୍‌) ବିରୋଧରେ ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଏକ ବିସ୍ତୃତ ସିଷ୍ଟମ୍‌ ଅଡିଟ୍‌ […]

ପଞ୍ଚୁପାଣ୍ଡବ ମହୋତ୍ସବ ପୂଜ୍ୟ ପୂଜାର ନିଦର୍ଶନ : ଦଶପଲ୍ଲା ବିଧାୟକ

ନୂଆଗାଁ ବ୍ଲକ୍ ର ଐତିହ୍ୟ, କଳା ସଂସ୍କୃତିକୁ ଓ ସହୀଦ ବିରତ୍ୱ ମାଟିକୁ ନେଇ ୩ୟ ସଂଧ୍ୟାରେ ନୂଆଗାଁ ମହୋତ୍ସବ ପଡ଼ିଆରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ପଞ୍ଚୁପାଣ୍ଡବ ମହୋତ୍ସବ , ସହିଦ ମାଟିର ବିରତ୍ଵ ଗାଥା ଉପରେ ନିଜ ଚୁମ୍ବକୀୟ ମାଧ୍ୟମରେ […]

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିବସ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ହେଉଛି ତୃତୀୟ ଓ ଶେଷ ଦିବସ । ଏହି ଅବସରରେ ସୋମବାର ଜନତା ମୈଦାନରେ ଓଡ଼ିଆ ଭାଷାର ଅତୀତ ଓ ଭବିଷ୍ୟତକୁ ନେଇ ଆଲୋଚନା ରହିଛି। ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା […]

ଶସ୍ତା ଲୋକପ୍ରିୟତା ପାଇଁ ନିଜ ମୃତ୍ୟ ଖବର ଦେବା ହେବ କାଳ

ଗର୍ଭାଶୟ କର୍କଟ ପାଇଁ ସଚେତନତା ଦେବା ପୁନମ୍ ପାଣ୍ଡେଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ହୋଇଛି । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ନିକଟରେ AICWA ସଭାପତି ସୁରେଶ ଗୁପ୍ତା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର ପୁନମଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଆସିଥିଲା, ଯେଉଁଥିରେ ଲେଖାଥିଲା […]