ଜାନୁଆରୀ ୩ ଅଭିନେତା ଅମୀର ଖାନଙ୍କ ପାଇଁ ଏକ ବିଶେଷ ଦିନ ଥିଲା। ଅମୀରଙ୍କ ଝିଅ ଇରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ ମଜାଦାର ଶୈଳୀରେ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ସହ ନାଚି ଥିଲେ। ସୋସିଆଲ ମିଡିଆରେ ଅମିରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ନିକଟରେ ଅମୀର ତାଙ୍କ ଲାଡଲୀଙ୍କ ବିବାହ […]
ଅରବାଜ ଖାନ୍ ଏବଂ ସୌରା ଖାନ୍ଙ୍କ ବିବାହ ୨୪ ଡିସେମ୍ବରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ସେମାନଙ୍କର ନୂଆ ଇଂନିସ୍ ଆରମ୍ଭ କରିଛନ୍ତି। ଡିସେମ୍ବର ୩୦ରେ ଅରବାଜ ଏବଂ ସୌରା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ହନିମୁନ୍ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋଗୁଡ଼ିକ ଶୌରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। କିନ୍ତୁ ବର୍ତ୍ତମାନ ଅରବାଜ ଶୁରା ଖାନଙ୍କ ସହ ତାଙ୍କ ଜୀବନରେ ଏକ ନୂଆ ଆରମ୍ଭ କରିଛନ୍ତି। […]
ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’।ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୩ ଜାନୁୟାରୀ ବୁଧବାର ତାଙ୍କ ‘ଏକ୍ସ’ରେ ଏକ ଭଜନ ସେୟାର କରିଛନ୍ତି ଓ ଲେଖିଛନ୍ତି ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱାଗତରେ ମନ୍ତ୍ରମୁଗ୍ଧ କରିଦେବା ପରି ଏହି ଭଜନ। ଏହି ଭଜନର ବୋଲ ରହିଛି ରାମ ଆୟେଙ୍ଗେ..। ପ୍ରଧାନମନ୍ତ୍ରୀ ମୋଦି […]
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ଦିରରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ ଦିଆଯାଇଛି।ଭାଜପା ନେତା ରା. ଅର୍ଜୁନମୂର୍ତ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତାଙ୍କୁ ନିମନ୍ତ୍ରଣ […]
ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ ମଧ୍ୟ ସନସନି ମଚାଇ ଦେଇଛନ୍ତି। ତେବେ ଅଭିନେତ୍ରୀଙ୍କୁ ‘ଜାଲକ ଦିଖଲା ଜା ୧୧’ ରେ ବିଚାରପତି ଭାବରେ ଦେଖିବାକୁ ମିଳିଛି। ଲାଟେଷ୍ଟେ ଏପିସୋଡ୍ର ଏକ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଫରାହ ଅଭିନେତ୍ରୀଙ୍କୁ ତାଙ୍କ […]
ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍ଟିଆର୍। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଅଭିନେତା ନିଜେ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଜାପାନ ଛୁଟି ବିଷୟରେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ସେ X ରେ ଏକ ବିବୃତ୍ତି ସେୟାର କରି କହିଥିଲେ ଯେ […]
ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରଣ-୮କୁ ଆସିଥିଲେ । ସେଠାରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବାଦ- ବିବାଦ ମଧ୍ୟ ହୋଇଛି। ଉଭୟ ଜହ୍ନବୀ କପୁର ଏବଂ ଖୁସୀ କପୁର କରଣଙ୍କ ସହ ଏହି ମଞ୍ଚରେ ଥିଲେ । ସୋ’ର ରାପିଡ୍ ଫାୟାର ରାଉଣ୍ଡରେ କରଣ […]
ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ । ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ କାରବାର ହୋଇଛି।ଜନ ମୁମ୍ବାଇର ଲିଙ୍କିଂ ରୋଡରେ ଥିବା ଏକ ବଙ୍ଗଳା ପାଇଁ ଏହି ଚୁକ୍ତି ଶେଷ କରିଛନ୍ତି। ସେ ୭୫ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଛନ୍ତି।ଏଥିପାଇଁ ଜନ୍ ଅବ୍ରହାମ ୪.୨୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, ଖାରର ଲିଙ୍କ୍ ରୋଡ୍ ଯେଉଁଥିରେ ଜନ୍ ଆବ୍ରାହମ୍ ଏହି ବଙ୍ଗଳା କିଣିଛନ୍ତି। ତାହା ଏକ […]
ବଲିଉଡ ମେଗାଷ୍ଟାର୍ ଅମିତାଭ ବଚ୍ଚନ । ପୁଣି ଥରେ ସେ ଚର୍ଚ୍ଚାର ଭିତରକୁ ଆସିଛନ୍ତି। ଇକୋନୋମିକ ଟାଇମ୍ସ ଏବଂ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରା ଜିଲାରେ ଥିବା ତାଙ୍କର ୪ଟି ବ୍ୟବସାୟିକ ସମ୍ପତ୍ତି ୱାର୍ଣ୍ଣର ମ୍ୟୁଜିକ ଇଣ୍ଡିଆ ଲିମିଟେଡକୁ ୫ବର୍ଷ ପାଇଁ ଲିଜ ଦେଇଛନ୍ତି। ଏହି ସମ୍ପତ୍ତି ୧୦ ହଜାର ବର୍ଗଫୁଟ ଉପରେ ବିସ୍ତାର ହୋଇଛି ।ସୁପରଷ୍ଟାର ଅଗଷ୍ଟ ୨୦୨୩ରେ ଏହି ଚାରୋଟି ସମ୍ପତ୍ତି କ୍ରୟ କରିଥିଲେ। ଏଗୁଡ଼ିକର ପ୍ରତ୍ୟେକର ମୂଲ୍ୟ […]
ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି ବିବାହ ହେବାର ଖବର ହେଡଲାଇନରେ ରହିଛି। ସେ ହେଉଛନ୍ତି ରକୁଲ ଏବଂ ଜ୍ୟାକି ଫେବୃଆରୀ ୨୨ ଗୋଆରେ ବିବାହ କରୁଛନ୍ତି। ସେମାନେ ଏନେଇ କିଛି ସୂଚନା ଦେଇ ନାହାନ୍ତି । କାରଣ ଦୁହେଁ ଏହି ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ସେମାନେ ବିବାହ ଉତ୍ସବରେ ବ୍ୟସ୍ତ […]
ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି।ରାହୁଲ କହିଛନ୍ତି, ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ସେ ଆଥିୟାଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଅନ୍ଧବିଶ୍ୱାସ ଯୋଗୁ ଆଥିୟା ଘରେ ରହିବାକୁ ପସନ୍ଦ କଲେ । ମୁଁ ମ୍ୟାଚ୍ ଖେଳୁଥିବା ବେଳେ ଘରେ ରହି ଖେଳ ଦେଖିବାକୁ ସେ ଶୁଭଙ୍କର ବୋଲି ମନେକରନ୍ତି […]
ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶେହନାଜ ଗିଲ । ବଲିଉଡର ସୁନ୍ଦର ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ବି ଜଣେ । ବିଗ୍ ବସ୍ ୧୩ ଶେହନାଜଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା ।ଚଳିତବର୍ଷ ସଲ୍ମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ ଜରିଆରେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଛନ୍ତି। ଏଥିରେ ତାଙ୍କୁ ଦର୍ଶକଙ୍କଠାରୁ ବେଶ୍ ଭଲପାଇବା ମିଳିଥିଲା। ଶେହନାଜ ସଲ୍ମାନଙ୍କ ସହ କାମ କରିବା ପରେ ଏବେ ଅଭିନେତା ରଣବୀର କପୁରଙ୍କ […]