ଆଜି ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି

ଜାନୁଆରୀ ୩୦ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ଆଜି ବାପୁଙ୍କ ୭୪ ତମ ପୂଣ୍ୟ ତିଥି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଅନୁଷ୍ଠିତ ହେଉଛି । ତେବେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ “ନାଥୁରାମ ବିନାୟକ ଗଡସେ” ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ […]

ଆଜି ପବିତ୍ର ମକର ସଂକ୍ରାନ୍ତି: ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ

ମକର ସଂକ୍ରାନ୍ତି ହେଉଛି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ୟ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ […]

ଆମ ହିନ୍ଦୁ ସଂସ୍କୃତିରେ ଗୁଡି ଉଡା ପର୍ବ ..

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଓ ସହର । ବିଭିନ୍ନ ଦୋକାନ ବଜାର ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ଗୁଡ଼ି। ମକରରେ ଗୁଡ଼ି ଉଡ଼ାଇବାର ଖୁସି ବିଶେଷକରି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ। ବିଭିନ୍ନ ନଦୀପଠା, ଖେଳ ପଡ଼ିଆ ଓ ଛାତ ଉପରେ ଗୁଡ଼ି ଉଡ଼ାଇବାର ଦୃଶ୍ୟ ମଧ୍ୟ ଏହି ସମୟରେ ପରିଲକ୍ଷିତ ହୋଇଥାଏ। ଶୀତ ଦିନ ଆସିଲେ ନଟେଇ ଖୋଜା ପଡେ । ବଜାରରୁ ସୂତା କିଣି ଆଣି […]

ଆଜି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି

ଜୟ ଯବାନ ଜୟ କିଶାନ। ଆଜି ହେଉଛି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତର ପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ସେ ୧୯୬୪ ମସିହାରେ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାତ୍ର ୧୮ ମାସ ସେ ଥିଲେ […]

ସାଧୁ ଓ ଅଘୋରୀ ବାବାମାନେ କାହିଁକି ଲମ୍ବା କେଶ ରଖନ୍ତି?

ମହାକୁମ୍ଭ ମେଳା ଆରମ୍ଭ ହେବାକୁ ମାତ୍ର ୮ ଦିନ ବାକି ଅଛି। ଏଥର ଏକ କୋଟି ଭକ୍ତ ମହାକୁମ୍ଭରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଯେଉଁଥିରେ ସାଧୁ ସମ୍ପ୍ରଦାୟର ବହୁ ସଂଖ୍ୟକ ଦେଶର ବିଭିନ୍ନ ଅଞ୍ଚଳରୁ ଆସୁଛନ୍ତି। ତେବେ ସାଧୁମାନଙ୍କ ମୁଣ୍ଡରେ ଲମ୍ବା କେଶ କାହିଁକି ଥାଏ?  ଏହା ପଛର କାରଣ କଣ ତାହା ଜାଣନ୍ତୁ। ୧୩ ଜାନୁୟାରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ମହା କୁମ୍ଭ ମେଳା ଚାଲିବ। ଏଥର ଭାରତ ତଥା ବିଦେଶରୁ ଭକ୍ତମାନେ ମହାକୁମ୍ଭରେ […]

ପୂର୍ବ ଶତ୍ରୁତାକୁ ନେଇ ନିଶାସକ୍ତ ଅବସ୍ଥାରେ ବାପା ବଦଳରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି

ଅନୁଗୁଳ,(ଓଡିଶା ଦର୍ପଣ): ଅପରାଧୀଙ୍କ ପାଇଁ ଦୁସ୍ଵପ୍ନ ପାଲଟିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ। ଦୁଇଦିନ ଭିତରେ ଧରାପଡିଲା ଗୁଳିକାଣ୍ଡ କରିଥିବା ହତ୍ୟାକାରୀ ।ପୂର୍ବ ଶତ୍ରୁତା ପାଇଁ ନିଶାସକ୍ତ ଅବସ୍ଥାରେ ବାପାଙ୍କ ବଦଳରେ ଭୁଲରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୁଲିସ ଧରିବାକୁ ସକ୍ଷମ ହୋଇଛି । ଭାଇ […]

ଚଳିତବର୍ଷ ସୂର୍ଯ୍ୟୋପରାଗ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ତାରିଖରେ ପଡ଼ିବ

ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟୋପରାଗ ହେଉଥିବାବେଳେ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ। ସେଥିମଧ୍ୟରୁ କେବଳ ଗୋଟିଏ ପୂଣ୍ଣର୍ର୍ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ଜନବିଜ୍‌ୟାନୀ ଡ. ଶୁଭେନ୍ଧୁ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟ୍‌ଲାଣ୍ଟିକ୍‌ ମହାସାଗର ଅଞ୍ଚଳରେ ଦେଖାଯିବ। ଏହା ଭାରତରୁ ଦୃଶ୍ୟମାନ ହେବ […]

ନୂଆ ବର୍ଷ ୨୦୨୫ରେ ଘରକୁ ଆଣନ୍ତୁ ଏହି ଜିନିଷ, ଧନର ବର୍ଷା ହେବ !

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ ସୁଖମୟ ହେବ, ଘରକୁ ନେଇ ଆସନ୍ତୁ ଏହି ଜିନିଷ ବର୍ଷ ସାରା ଘରେ କେବେବି ଧନର ଅଭାବ ରହିବ ନାହିଁ। ତେବେ ପ୍ରଥମେ ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତୀଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି […]

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀ’ଙ୍କ ଜନ୍ମ ଜୟନ୍ତୀ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୧୦୦ ତମ ଜନ୍ମ ଜୟନ୍ତୀ। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ। ଜଣେ ଉଦାରବାଦୀ ନେତା ଭାବେ ବିବେଚିତ ବାଜପେୟୀ ଅବିବାହିତ […]

ଗୁରୁବାର ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ।

ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ ,୨୦୧୭ରେ ୬୧୧ ପ୍ରକାର ,୨୦୧୮ରେ ୬୩୫ ପ୍ରକାର ଓ ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରି ରେକର୍ଡ କରାଯାଇଥିଲା […]

ମୁମ୍ବାଇ ୨୬/୧୧ ଆକ୍ରମଣକୁ ୧୬ ବର୍ଷ

ନଭେମ୍ବର ୨୬ ସମ୍ବିଧାନ ଦିବସ । ତେବେ ଏହିଦିନ ଭାରତ ପାଇଁ ଥିଲା କଳାଦିନ । କାରଣ ଏଦି ଦିନ ପ୍ରତିଟି ଭାରତୀୟ ପାଇଁ ପାଲଟିଥିଲା ଅଭୁଲା ଇତିହାସ । ଯାହାକି ମନରୁ ଲିଭିବା କଷ୍ଟକର । ମଙ୍ଗଳବାର ଦେଶ ଏହି ଆତଙ୍କବାଦୀ ଆକ୍ରମଣର ୧୬ ତମ ବାର୍ଷିକୀ ପାଳନ କରୁଛି, କିନ୍ତୁ ଦେଶବାସୀ ଆଜି ବି ସେହି ଛାତିଥରା ଘଟଣାକୁ ସ୍ମରଣ କରି ଥରୁଛନ୍ତି। ସ୍ବାଧୀନ ଭାରତ ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ […]

ଆଜି ବିଶ୍ବ ଟେଲିଭିଜନ ଦିବସ ।

ଆଜି ବିଶ୍ବ ଟେଲିଭିଜନ ଦିବସ । କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ ଆନୁଷ୍ଠନିକ ଭାବେ ଟେଲିଭିଜନ ଦିବସ ପାଳନ କରିବାକୁ ଘୋଷଣା କଲା। ଜନ୍ ବେଆର୍ଡ ୧୯୨୫ ଅକ୍ଟୋବର ୨ରେ ଟେଲିଭିଜନ ମାଧ୍ୟମରେ ପ୍ରଥମେ ଚିତ୍ର ପ୍ରସାରଣ ଆରମ୍ଭ କରିଥିଲେ। ଆଜି ଟିଭି ସମସ୍ତଙ୍କ ଦୈନିକ ଜୀବନର ଏକ […]