୬୦ ବର୍ଷ ବୟସରେ ହାତେରୁ ଦି ହାତ ବିଜେପି ନେତା

ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ ଘନିଷ୍ଠତା ବଢ଼ିଥିଲା। ତେବେ ମା’ଙ୍କ କଥା ମାନି ବିବାହ କରିଥିବା ପୂର୍ବତନ ଏମ୍‌ପି ଦିଲୀପ କହିଛନ୍ତି। […]

ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ

ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ପାଖରେ ଅଧିକ ଟଙ୍କା ରଖିବାକୁ ଭୟ ଲାଗିଥାଏ। ବିଶେଷ କରି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି। କିନ୍ତୁ ଏବେ ଆଉ ସେ ଭୟ ରହିବ ନାହିଁ। ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି । ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ ସ୍ଥାପନ କରାଯାଇଛି ଏବଂ ଏହାର ପରୀକ୍ଷାମୂଳକ ପ୍ରଦର୍ଶନ ସଫଳତାର […]

ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି।

ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ବି.ଆର. ଗଭଇଙ୍କୁ ତାଙ୍କ ଉତ୍ତରାଧିକାରୀ କରିବାକୁ ସୁପାରିଶ କରିଛନ୍ତି।ତେବେ ସେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ […]

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ । ହରିୟାଣ ଗୁରୁଗ୍ରାମରେ ଥିବା ଜଣାଶୁଣା ଡାକ୍ତରଖାନାରୁ ଆସିଛି ଏପରି ଅଭିଯୋଗ । ହସ୍ପିଟାଲର ଜଣେ କର୍ମଚାରୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାରେ ଚାଞ୍ଚଲ୍ୟ ଖେଳିଯାଇଛି ।୪୬ ବର୍ଷୀୟା ଏୟାର ହଷ୍ଟେସ ଜଣଙ୍କ ଗତ ଏପ୍ରିଲ […]

ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ।

ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ସହଭାଗୀ ହୋଇଛି।ଏବେ ବ୍ଲିଙ୍କିଟ୍ ୧୦ ମିନିଟ୍ ମଧ୍ୟରେ ରାସନ ସାମଗ୍ରୀ ପରି ସିମ୍ କାର୍ଡ ଡେଲିଭରୀ କରିବ। ଏହି ସୁବିଧା ଆରମ୍ଭ କରିବାରେ ଏୟାରଟେଲ ଦେଶର ପ୍ରଥମ ଟେଲିକମ୍ କମ୍ପାନୀ । […]

ମଙ୍ଗଳବାର ସୁନା ଦାମରେ ହ୍ରାସ

ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା କମ ହୋଇଛି । ଦେଶର ଅଧିକାଂଶ ସହରରେ ସୁନା ଦର ୯୫,୦୦୦ ଟଙ୍କା ଆଖପାଖରେ କାରବାର କରୁଛି । ରୂପା ଦର ୯୯,୮୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ୧ କେଜି ଚାନ୍ଦିର ଦାମ ୨,୧୦୧ ବଢ଼ି ୯୫,୦୩୦ ପ୍ରତି କେଜି ହୋଇଛି। ଏହା ପୂର୍ବରୁ ଚାନ୍ଦିର ଦାମ୍ ୯୨,୯୨୯ […]

ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ

ଆମେରିକାରେ ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା ।ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ନ୍ୟୁୟର୍କର ହଡସନ ନଦୀରେ ଯାଇ ପଡ଼ିଥିବା ସୂଚନା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।୫ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ବାପା, ମା ଏବଂ ୩ ପିଲା ଥିବାବେଳେ ହେଲିକପ୍ଟରର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କୁ […]

ଇନଷ୍ଟାଗ୍ରାମରୁ ପ୍ରେମ ଆଉ ଆମେରିକା ଛାଡ଼ି ଆସିଲେ ଆନ୍ଧ୍ର

ଆଜିର ଡିଜିଟାଲ ଯୁଗରେ, ପ୍ରେମ କାହାଣୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଅନେକ ହୃଦୟକୁ ଯୋଡ଼ିବାରେ କାମ କରିଛି। ଆଉ ଏପରି କିଛି ହୋଇଛି ଆମେରିକା ଝିଅ ଜ୍ୟାକଲିନ୍ ଏବଂ ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ସହ । ଜ୍ୟାକଲିନ୍ ଆମେରିକାର ଝିଅ, ଆଉ ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ହ୍ୟାଲୋରୁ। ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ପ୍ରେମରେ ପାଗଳ ହେଲେ ଆମେରିକାର ଝିଅ। ସବୁକିଛି ଛାଡ଼ି […]

ପୁରୁଣା ସିମ୍ କାର୍ଡ ବଦଳାଇବେ କେନ୍ଦ୍ର ସରକାର, କାହିଁକି ଜାଣନ୍ତୁ ?

କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ମୋବାଇଲ ଫୋନରେ ବ୍ୟବହୃତ ପୁରୁଣା ସିମ୍ କାର୍ଡଗୁଡ଼ିକୁ ବଦଳାଇବା ପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦେଶର ପ୍ରମୁଖ ସାଇବର ସୁରକ୍ଷା ଏଜେନ୍ସି ଦ୍ୱାରା କରାଯାଇଥିବା ତଦନ୍ତ ପରେ ଆସିଛି। ତେବେ ଟେକ୍ନୋ-ଲିଗାଲ୍ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପର ସମ୍ଭାବ୍ୟତାକୁ ମୂଲ୍ୟାଙ୍କନ କରାଯାଉଛି। ଭୋଡାଫୋନ୍ ଆଇଡିଆ ଲିମିଟେଡ୍, ଭାରତ ଏୟାରଟେଲ୍ ଲିମିଟେଡ୍, ରିଲାଏନ୍ସ ଜିଓ ଲିମିଟେଡ୍ ଏବଂ ଟେଲିକମ୍ ବିଭାଗର ଅଧିକାରୀଙ୍କ ସହ ସିମ୍ କାର୍ଡ […]

ସୌରଭ ହତ୍ୟାକାଣ୍ଡ: ଗର୍ଭବତୀ ଅଛି ଜେଲରେ ବନ୍ଦ ଥିବା ମୁସ୍କାନ

ମିରଟର ବହୁଚର୍ଚ୍ଚିତ ସୌରଭ ହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ସାମ୍ନାକୁ ଆସିଛି । ସୌରଭ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ମୁସ୍କାନ ସମ୍ପର୍କରେ ଏକ ବଡ଼ ଖବର । ମୁସ୍କାନଙ୍କ ପ୍ରେଗ୍ନେନ୍ସି ଟେଷ୍ଟ ପଜିଟିଭ୍ ବାହାରିଛି ।ସୂଚନା ମୁତାବକ, ୫ ଏପ୍ରିଲରେ ମୁସ୍କାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ସେଥିରେ ଗର୍ଭବତୀ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା।କିନ୍ତୁ କୁହାଯାଉଛି ଯେ ଜେଲ ପ୍ରଶାସନ ତାଙ୍କ ତଦାରଖ ବୃଦ୍ଧି କରିପାରେ । ଜେଲରେ ନିୟମିତ ଭାବରେ […]

ପେଟ୍ରୋଲ-ଡିଜେଲ୍ ଉପରେ ବଢିଲା ଉତ୍ପାଦ ଶୁଳ୍କ କିନ୍ତୁ ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦର

କିଛି ସମୟ ପୂର୍ବରୁ ଖବର ଆସିଥିଲା ପେଟ୍ରୋଲ ଓ ଡିଜେଲ୍‌ ୨ ଟଙ୍କା ବଢିପାରେ । କିନ୍ତୁ ଏଥିରେ ପୂର୍ଣ୍ଣ୍ୟଚ୍ଛେଦ ପଡିଛି । ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦର । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ କିଛି ଏପରି […]

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ମୋଦିଙ୍କ ବାର୍ତ୍ତା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କେତେବେଳେ ରୋଗର ଶିକାର ହୁଅନ୍ତି ତାହା ଜାଣିପାରନ୍ତି ନାହିଁ । ପରିବାର ଏବଂ କାମର ଦାୟିତ୍ୱ ମଧ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । ଏପରି ପରିସ୍ଥିତିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକାର ବିଷୟରେ ସଚେତନତା ପ୍ରସାର କରିବା ପାଇଁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ଯାହା ଦ୍ଵାରା […]