ମହାକାଶରେ ଝୁଡଙ୍ଗ ମଞ୍ଜିରୁ ବାହାରିଲା ଗଜା

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO କୁ ମିଳିଛି ବଡ ସଫଳତା । ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି । ନିଟକରେ ପିଏସଏଲଭି-ସି୬୦ ସ୍ପେଡେକ୍ସ ମିଶନରେ ଏହି ପରୀକ୍ଷା କରାଯାଇଥିଲା । ଚାରି ଦିନରେ ପୋତାଯାଇଥିବା ଝୁଡଙ୍ଗ ମଞ୍ଜିରୁ ଗଜା ବାହାରିଛି । ଏହା ହେଉଛି ସେହି ଝୁଡଙ୍ଗ ଗଛ । ଧିରେ ଧିରେ ଏହା ବଡ ହେବା ସହ ପତ୍ର ବାହାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି […]

ଖୁବଶୀଘ୍ର ଏଟିଏମ୍‌ରୁ ସହଜରେ ମିଳିବ ଇଫିଏଫ୍ଓ ଟଙ୍କା ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପେନ୍‌ସନ ପେମେଣ୍ଟ ସିଷ୍ଟମ (ସିପିପିଏସ୍‌) ର ଲାଗୁ କରିବାର କାର୍ଯ୍ୟ ସମାପ୍ତ କରିଛି। ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ ଘୋଷଣା କରିଛନ୍ତି । ମାଣ୍ଡିଭ୍ୟ କହିଛନ୍ତି ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର […]

ଫେସବୁକ ପ୍ରେମ ହେଲା କାଳ, ସୀମା ପାର ପରେ ଗିରଫ ହେଲେ ଯୁବକ

ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି। ସେ ବେଆଇନ ଭାବେ ସୀମା ଅତିକ୍ରମ […]

ସାବଧାନ! ହ୍ବାଟ୍ସଆପ୍‌ରେ ସର୍ବାଧିକ ସାଇବର ଠକେଇ

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ।୨୦୨୪ର ପ୍ରଥମ ୩ ମାସ ମଧ୍ୟରେ କେବଳ ହ୍ବାଟ୍ସଆପ୍‌ ଯୋଗେ ସାଇବର ଅପରାଧ ହୋଇଥିବା ନେଇ ୪୩,୭୯୭ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେହିପରି ଯଥାକ୍ରମେ ଟେଲିଗ୍ରାମ ଓ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସାଇବର ଅପରାଧ ହୋଇଥିବା ନେଇ ୨୨,୬୮୦ ଏବଂ ୧୯,୮୦୦ ଅଭିଯୋଗ […]

ନୂଆବର୍ଷରେ ନିଜ ପରିବାରର ୫ ଜଣଙ୍କ ଜୀବନ ନେଲା ଜଣେ ଯୁବକ ।

ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି।ଜଣେ ଯୁବକ ନିଜର ୪ ଭଉଣୀ ଏବଂ ମା’ର ଜୀବନ ନେଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବକକୁ ଗିରଫ କରିଛି ପୋଲିସ । ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ବ୍ଲେଡରେ କାଟି ହତ୍ୟା କରିଛନ୍ତି। ପାରିବାରିକ କଳହ […]

୨୦୨୫ ପାଲଟିବ ଉତ୍ତପ୍ତ ବର୍ଷ

୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । ତେବେ ୨୦୨୪ କୁ କାଟିବ ୨୦୨୫ ଉତ୍ତାପ । ବିପଦ ଡାକିଆଣୁଛି ଜଳବାୟୁ ପରିବର୍ତ୍ତନ । ଚିନ୍ତା ବଢାଇଲା ବିଶ୍ୱ ପାଣିପାଗ ସଂଗଠନ ବା WMOର ରିପୋର୍ଟ । ଡବ୍ଲୁଏମଓ କହିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସର […]

ଜାନୁୟାରୀ ୧ ତାରିଖରୁ ଦେଶରେ ବଦଳିବାକୁ ଯାଉଛି ୟୁପିଆଇ ନିୟମ

୨୦୨୫ ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବର୍ଷ ବଦଳିବା ସହ ବଦଳିଯିବ ଅନେକ ନିୟମ । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ ୟୁପିଆଇ ୧୨୩ ପେ’କୁ ବ୍ୟବହାର କରି ୫ ହଜାର ଜାଗାରେ […]

ପଞ୍ଚଭୂତରେ ଲୀନ ହେଲେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସରିଲା ଅନ୍ତିମ ସଂସ୍କାର।

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ଝିଅ ଦେଲେ ମୁଖାଗ୍ନି । ଏହାପୂର୍ବରୁ ତାଙ୍କର ଶେଷ ଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ନିଗମ ବୋଧ ଘାଟକୁ ନିଆଯାଇଥିଲା। ଏଥିରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ। ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, […]

ଟ୍ରେନ୍‌ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ

ଟ୍ରେନ ବଗି ତଳେ ୨୫୦ କିଲୋମିଟର ଯାତ୍ରା । ଅର୍ଥାଭାବରୁ ଟିକେଟ୍ କିଣି ନପାରି ଲୋକଟି ଏକ ଏକ୍ସପ୍ରେସ ଟ୍ରେନର ବଗି ତଳେ ଝୁଲିଝୁଲି ଇତର୍ସିଠାରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରିଛି ।ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ଏହି ଘଟଣାର ଖୁଲାସା ହୋଇଥିଲା। ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ରେଳ କର୍ମଚାରୀ ତାହାର ଯାଞ୍ଚ […]

ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ ମନମୋହନ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଶେନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମନମୋହନ ସିଂଙ୍କ ଭାବମୂର୍ତ୍ତି ଜଣେ ଗମ୍ଭୀର ତଥା ଉତ୍ସର୍ଗୀକୃତ ନେତାଙ୍କ ଛବି ଥିଲା, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ସରଳ ଏବଂ ଗଭୀର ଥିଲା।ମନମୋହନ ସିଂ ସବୁବେଳେ ସମାନ ରଙ୍ଗର ଅର୍ଥାତ୍ ନୀଳର ରଙ୍ଗର ପଗଡି ପିନ୍ଧିଥିବାର ନଜର ଆସୁଥିଲେ। ଏହାପଛର କାରଣ କ’ଣ ? ଥରେ ନୀଳ ପଗଡି ପିନ୍ଧିବାର କାରଣ କହିଥିଲେ […]

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା‘ବୁକ୍‌ ପୋଷ୍ଟ’ ବନ୍ଦ

ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରେଡିଷ୍ଟର୍ଡ ବୁକ୍‌ ପୋଷ୍ଟ(ଆର୍‌ବିପି) ସେବା ଅଧୀନରେ ୫ କିଗ୍ରାର ପୁସ୍ତକ ପଠାଇବା ଲାଗି ୮୦ଟଙ୍କା ଦେୟ ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ ବେଶ ଭଲ। ଏହାଛଡ଼ା ୧୯,୧୦୧ […]

୨୦୨୩-୨୪ ବିଜେପିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା

ଆର୍ଥିକ ବର୍ଷରେ ବିଜେପି ମାଲେମାଲ । ଚିଳିତ ବର୍ଷ ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା ମିଳିଛି । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସାଧାରଣ ଲୋକ, ଟ୍ରଷ୍ଟ ଏବଂ କର୍ପୋରେଟରୁ ୨,୨୪୪ କୋଟି ଟଙ୍କା ପ୍ରାପ୍ତ ହୋଇଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମିଳିଥିବା ଚାନ୍ଦାଠାରୁ ଏହା ତିନିଗୁଣ ଅଧିକ । ଚଳିତ ବର୍ଷ କଂଗ୍ରେସ ତୁଳନାରେ ବିଜେପି ୭୭୬.୮୨% ଅଧିକ ଚାନ୍ଦା ପାଇଛି। ୨୦୨୩-୨୪ ମସିହାରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ […]

Odisha Darpan Digital