ଶସ୍ତା ହେଉଛି ସୁନା ଓ ରୂପା ଦାମ

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୭୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୬୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୧,୭୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞଙ୍କ ମତରେ, ସୁନା ଏବେ କିଣିବା ପାଇଁ […]

ଆଜିଠୁ ସବଜେକ୍ଟିଭ୍ ଖାତା ଦେଖୁଛନ୍ତି ନୀରିକ୍ଷକ। ସୁରୁଖୁରୁରେ ଚାଲିଛି ମୂଲ୍ୟାୟନ: ଗଣଶିକ୍ଷା ମନ୍ତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ।୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯାଉଛି । ତେବେ ମାଟ୍ରିକ୍ ଖାତାଦେଖାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସ୍ପଷ୍ଟ ଉତ୍ତର । ମନ୍ତ୍ରୀ କହିଛନ୍ତି ମାଟ୍ରିକ […]

ଅଧିକ କାଙ୍କଡ ଅମଳକ୍ଷମ ରାଜ୍ୟ ହିସାବରେ ଚତୁର୍ଥ ସ୍ଥାନ ଓଡିଶା।

ବୋଲଗଡ଼,୧୯/୦୩(ସୁଶାନ୍ତ କୁମାର ପ୍ରଧାନ):ପରିବା ମାନଙ୍କ ମଧ୍ୟରେ କାଙ୍କଡ ହେଉଛି ଅନ୍ୟତମ। ଏହି ପରିବାଟି ଦେଶୀ ପରିବା ଅଟେ।ଯାହା କି ବର୍ଷାଦିନେ ଏହି କାଙ୍କଡ ପରିବାଟି ଆମ ରାଜ୍ୟର ପ୍ରତ୍ୟେକ ପାହାଡିଆ ଜଙ୍ଗଲ ଅଞ୍ଚଳ ରେ ଫଳିଥାଏ । ଏହା ଲତା ଯାତିୟ ଗଛ ଅଟେ। ଏବେ ମଧ୍ୟ କେହି କେହି ଚାଷୀ ଏହାର ଚାଷ ମଧ୍ୟ କଲେଣି।ପ୍ରାୟତଃ କିଛି କିଛି ବ୍ୟକ୍ତିମାନେ ନିଜ ବାଡିରେ କାଙ୍କଡ ଗଛ ଲଗାଇଲେଣି। ଏହି ପରିବାଟି ଅଧିକ ଅମଳକ୍ଷମ ପରିବା କହିଲେ […]

ଏସସିବି ସମ୍ପ୍ରସାରଣ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି ଓଡ଼ିଶାର ପୂର୍ତ୍ତ ମନ୍ତ୍ରୀ

ଏମ୍ସ ପ୍ଲସ ଢାଞ୍ଚାରେ ନିର୍ମାଣ ହେଉଥିବା ଏସସିବି ସମ୍ପ୍ରସାରଣ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତବର୍ଷ ଜୁନ ୩୦ ସୁଦ୍ଧା ଏହି କୋଠା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଚଳିତ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଏସସିବିର ନୂଆ କ୍ଲିନିକାଲ ଓ ହଷ୍ଟେଲ ବିଲ୍ଡିଂ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ସରକାର ଦାୟିତ୍ୱ ହସ୍ତଗତ କରିବା ପରେ ଏମ୍ସ ପ୍ଲସ ଏସସିବିର ନିର୍ମାଣ ନେଇ ଭୁବନେଶ୍ୱରରେ ବାରମ୍ବାର […]

ଚୀନ ଯାଉଥିଲା ଋଷର ତୈଳବାହୀ ଜାହାଜ, ମଝି ସମୁଦ୍ରରେ କାହିଁକି ହେଲା ଭାରତ ମୁହାଁ ?

ଚୀନ ଅଭିମୁଖେ ଯାତ୍ରା କରୁଥିବା ରୁଷ୍‌ର ଏକ ତୈଳ ବୋଝେଇ ଦକ୍ଷିଣ ଚୀନ ସାଗରରେ ହଠାତ୍‌ ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ମୁହାଁଇଥିବା ଜଣାପଡିଛି। ଏହି ଟ୍ୟାଙ୍କରଟି ଆସନ୍ତା ୨୧ରେ କର୍ଣ୍ଣାଟକର ମାଙ୍ଗାଲୋର ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି।ଏହି ସିପ୍‌ରେ ‘ୟୁରାଲ’ ତୈଳ ଆସୁଛି । ଯାହାକି ଜାନୁଆରୀ ଶେଷରେ ବାଲଟିକ୍ ବନ୍ଦରରୁ ବାହାରିଥିଲା । ଚୀନର ରିଜହାଓ ପହଞ୍ଚିବାର ଥିଲା ।ଏହା ଚୀନ୍‌ର ରିଜ୍‌ହାଓ ବନ୍ଦରରେ ତୈଳ ଅନଲୋଡ କରିବା କଥା। ତେବେ ଭାରତ […]

ଇଦୁଲ ଫିତର, ରାମ ନବମୀରେ ଛୁଟି ନାହିଁ, ଆଜିଠୁ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ

ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୧ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ […]

SCB ଅଗ୍ନିକାଣ୍ଡ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରିଜଣ ଅଧିକାରୀ ନିଲମ୍ୱିତ

କଟକ SCB ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ୧ – କଟକ ସର୍କଲର ଡେପୁଟି ଫାୟାର ଅଫିସର ଶ୍ରୀ ପ୍ରକାଶ କୁମାର ଜେନା ୨- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ସଞ୍ଜୀବ […]

ରେଳ ଓଭର ବ୍ରିଜ (ROB) ଉପରେ ଦୁଇ ଚକିଆ ଯାନ ଚଳାଚଳକୁ ଆଂଶିକ ଅନୁମତି

ରାୟଗଡ଼ା, ତା. ୧୮ ମାର୍ଚ୍ଚ ୨୦୨୬:ଜନସାଧାରଣଙ୍କ ସୂଚନାର୍ଥେ ଏହିମାଧ୍ୟମରେ ଜଣାଇ ଦିଆଯାଉଛି ଯେ, ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ (ROB) ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ତା. ୧୦ ଜାନୁଆରୀ ୨୦୨୬ ଠାରୁ ସେତୁଟିକୁ ସମସ୍ତ ପ୍ରକାର ଯାନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଥମିକତା […]

ରମେଶଙ୍କ ବିସ୍ଫୋରଣ, ଶୀଘ୍ର ବନ୍ଦ ହେବ କଂଗ୍ରେସ ଅଫିସ

କ୍ରସ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ । ସୁଯୋଗକୁ ଅପେକ୍ଷା କରିଥିଲି , ପ୍ରତିଶୋଧ ନେଲି । ମୋ ମାଆ ବାପଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଭୋଟ ଦେଲିନି । ପ୍ରଥମ ରାଗ ବିଜେଡି ଓ ଦ୍ୱିତୀୟ ରାଗ କଂଗ୍ରେସ ଉପରେ ଥିଲା। ପ୍ରତିଶୋଧ […]

ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ଅଗ୍ରଗତି ନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଞ୍ଚଳ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିବା ସହ ବାକିଥିବା କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ୬ଟି ଟାୱାରବିଶିଷ୍ଟ […]

ଯୁଦ୍ଧଗ୍ରସ୍ତ ଇରାନକୁ ସହାୟତା ପଠାଇଲା ଭାରତ

ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି।ହେରାନରେ ମେଡିକାଲ ଉପକରଣ ପହଞ୍ଚିଥିବା ନେଇ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଭାରତରେ ଥିବା ଇରାନ୍ ଦୂତାବାସ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ଭାରତୀୟଙ୍କୁ ସାଧୁବାଦ ଜଣାଇଛି ଇରାନ୍ । ନୂଆଦିଲ୍ଲୀ ପଠାଇଥିବା ମେଡିକାଲ ସହାୟତା ଦେଶର ରେଡ୍ କ୍ରେସେଣ୍ଟ ସୋସାଇଟ୍ ଗ୍ରହଣ କରିଥିବା ନେଇ ଇରାନ ଦୂତାବାସ ସ୍ପଷ୍ଟ କରିଛି । ଭାରତର […]

ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ ପରିବାର, କୋରିଅର ଖୋଲିବାରୁ ମିଳିଲେ ଜୀବିତ

କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ, ଲୋକମାନେ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ ପାଇଁ କେତେ ବ୍ୟାକୁଳ ।ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ବସ୍ତା ଭିତରେ ଭର୍ତ୍ତି କରି କୋରିଅର ଅଫିସକୁ ନେଇ ଯେତେବେଳେ ମାଙ୍ଗାଲୁରୁକୁ ପାର୍ସଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ସେ ହେଉଛନ୍ତି ପୁଣି ମହିଳାଙ୍କ ବାପା।ତେବେ ଉଗାଦି ଏବଂ ଇଦ୍-ଉଲ୍-ଫିତର […]