ଆଜି ରଙ୍ଗର ଉତ୍ସବ ହୋଲି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି। ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ […]
ଆସନ୍ତାକାଲି ପାଇଁ ବାତିଲ ହେଲା ଦୁବାଇ ଫ୍ଲାଇଟ । ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ଦୁବାଇ ଯାଏ ଫ୍ଲାଇଟ । ସୋମବାର, ବୁଧବାର, ଶୁକ୍ରବାର ଯାତ୍ରା କରିଥାଏ । ଗତକାଲି ଉଡାଣ ବାତିଲ କରିଥିଲା ଇଣ୍ଡିଗୋ । ଏହାକୁ ଗୋଟେ ଦିନ ପୂର୍ବରୁ ଜଣାଇ ଦିଆଯାଇଥିଲା । କୌଣସି ଯାତ୍ରୀ ହଇରାଣ ହେବାର ଖବର ନାହିଁ । ଆସନ୍ତାକାଲି ପାଇଁ ଫ୍ଲାଇଟ ବି ବାତିଲ ଅଛି ।ଓଡ଼ିଶାର ଲୋକ ଦୁବାଇରେ କେହି ଫସି ଥିବା ଖବର ବିମାନ […]
ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ଓ ବୁଦ୍ଧି ସମ୍ପନ୍ନ ରାଜନେତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜସ୍ୱ ଶକ୍ତି ବଳରେ ରାଜ୍ୟସଭାକୁ ଯିବାର ନଜିର ରହିଛି । ଆମ ଦଳର ସଭାପତି ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କରି ସାରିଛନ୍ତି । ସ୍ପଷ୍ଟ ସଂଖ୍ୟା ନଥିଲେ ବି ସେ ସ୍ୱାଧୀନ ଭାବେ ବିଜୟୀ ହେବେ । ସଭାପତି ମନମୋହନ ସାମଲ, ସାଂସଦ ସୁଜିତ କୁମାର ଆମର ପ୍ରାର୍ଥୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହ […]
ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ତେବେ ଏହା ଭିତରେ ଭାରତ ରୁଷ୍ ଠାରୁ ଆଉ ୫ଟି ନୂଆ S-400 ସୁଦର୍ଶନ ଏୟାର ଡିଫେନ୍ସ ମିସାଇଲ ସ୍କ୍ୱାଡ୍ରନ କିଣିବାକୁ ଯାଉଛି। ଗତ ବର୍ଷ ‘ଅପରେସନ ସିନ୍ଦୂର’ ସମୟରେ ଏହି ପ୍ରତିରକ୍ଷା ପ୍ରଣାଳୀ ନିଜର ସଫଳତା ପ୍ରମାଣିତ କରି ସାରିଛି। ଭାରତ ପ୍ରଥମେ ୨୦୧୮ରେ ରୁଷ ପାଞ୍ଚଟି ସ୍କ୍ୱାଡ୍ରନ S-400 କ୍ରୟ କରିଥିଲା, […]
କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାମାଡ଼ ଧମକ ମିଳିଛି। ଭୟଙ୍କର ବୋମାମାଡ଼ ଆକ୍ରମଣରେ ଉଡ଼ାଇ ଦେବାକୁ ଏକ ସାଙ୍ଘାତିକ ଧମକ ଆସିଛି। କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍କୁ ଏହି ଧମକପୂର୍ଣ୍ଣ ଚିଠି ଆସିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥି ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସନ୍ଧାନୀ କୁକୁର ଏବଂ ବୋମା […]
୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ଏହି କ୍ରମରେ ବିହାରରୁ ନିତିନ ନବୀନ (ବିଜେପି ରାଷ୍ଟ୍ରୀୟ ସଭାପତି) ଓ ଶିବେଶ କୁମାରଙ୍କ ନାମ ଦଳ ଘୋଷଣା କରିଛି । ସେହିଭଳି ଆସାମରୁ ତେରାଶ ଗୋବାଲ ଓ ଜୋଗେନ ମୋହନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ରୁ ବିଜେପି ତରଫରୁ ଲକ୍ଷ୍ମୀ ବର୍ମାଙ୍କ ନାମ ଘୋଷଣା ହୋଇଛି । ସେହିଭଳି ହରିଆଣାରୁ ସଂଜୟ ଭାଟିଆ, ଓଡ଼ିଶାରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ […]
ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ବଡ଼ ଘୋଷଣା କରିଛନ୍ତି।ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି।
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ରାଜ୍ୟସଭା ପାଇଁ ୨ ଜଣ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ତେବେ ବଡ କଥା ଚତୁର୍ଥ ଆସନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିହାରରୁ ରାଜ୍ୟସଭା ଯିବା ନେଇ ମଧ୍ୟ କୁହାଯାଉଛି । ଅନ୍ୟପଟେ ବିଜେଡିରୁ ତୃତୀୟ ସିଟ […]
ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କରାଯାଉଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ହୋସେନି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଭୟଙ୍କର ରହିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇରାନ ଉପରେ ମିଳିତ ଆକ୍ରମଣ ଓ ଭାରତ ସରକାରଙ୍କ ନୀରବତାକୁ କଡ଼ା ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ, ଇରାନ ଉପରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସରକାରଙ୍କ ନୀରବତା ନୀତିରୁ ପଛଘୁଞ୍ଚା ସହିତ ସମାନ । […]
ହୋଲି ପାଳନ ବେଳେ ଆଇନଶୃଙ୍ଖଳା ବିଗିଡି଼ବାର ଆଶଙ୍କା ରହିଛି । ସାଙ୍ଗସାଥୀଙ୍କ ସହ ଭୋଜିଭାତ ଓ ସେଲିବ୍ରେସନରୁ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷର ନଜିର୍ ରହିଛି । ଏକ ଆନନ୍ଦ ଓ ଉହ୍ଲାସର ପର୍ବରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ରାଜଧାନୀରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିବ । ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ । ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବ । କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ […]
ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶର ଜଣେ ମହିଳାଙ୍କ ଘାଗରା ଲାଗିଯିବାରୁ ସେ ପଡ଼ି ଯାଇଥିଲେ। ଆହୁରି ୨-୩ ଜଣ ମହିଳା ମଧ୍ୟ ପଡ଼ି ସାମାନ୍ୟ ଆହତ ଥିବା ସୂଚନା ମିଳିଛି। ଠାକୁରଙ୍କ ସହ ଫଗୁ ଓ ଅବିର ଖେଳିବାକୁ ଭକ୍ତମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଥିଲା । ଗହଳି ଯୋଗୁଁ ଠେଲାପେଲାରେ କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ । ଉପସ୍ଥିତ ସୁରକ୍ଷାକର୍ମୀ […]
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି ।ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଅସୁରକ୍ଷିତ ତାଲିକାଭୁକ୍ତ ଦେଶ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଓ ଗାଜା, ଇରାନ, ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, କତାର, ଜୋର୍ଡାନ, ଲେବାନନ, […]
