ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଗଣିତ ଶିକ୍ଷକ

ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି କାଲିମେଳା ବ୍ଲକ ସରକାରୀ ବାଳିକା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରୁ ଆସିଛି ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ରେ ଗଣିତ ଶିକ୍ଷକ ଦୀପକ ନାୟକ ଥାନା ରେ ଅଟକ।ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏକ ଛାତ୍ରୀ ନିବାସରେ ଗତକାଲି ରାତି ୧୨ଟା ସମୟରେ ଗଣିତ ଶିକ୍ଷକ ଦୀପକ ନାୟକ ଛାତ୍ରୀଙ୍କୁ ନିଜ ରୁମକୁ ଡାକି ଦୁଷ୍କର୍ମ କରିଥିବାର ସନ୍ଦେହ କରୁଛନ୍ତି ପରିବାର ଲୋକ। […]

ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଦାବିରେ ଗଣ ଧାରଣା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଅନୁଷ୍ଠିତ ହୋଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଆୟୋଜିତ ଗଣଧାରଣା ରେ  କମ୍ରେଡ ବିଶ୍ଵନାଥ ମହାପାତ୍ର, ଆଇନଜୀବୀ ରଣଜିତ ଦାସ, ଆଇନଜୀବୀ ପ୍ରତାପ ନନ୍ଦ, ସାମ୍ବାଦିକ ରାମକୃଷ୍ଣ ରଥ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, କମ୍ରେଡ ଗୋଲକ ମୁଦୁଲି, ପରିବେଶବିତ ସୁକାନ୍ତ ଚୌଧୁରୀ, ଡ଼ ନିର୍ମଳ ସୁରଦେଓ, ପ୍ରମୁଖ ବକ୍ତବ୍ୟ […]

ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, ଓଡ଼ିଶା ଦ୍ଵାରା ଗୁଟୁଖା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, ଓଡ଼ିଶା ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼  ଦ୍ଵାରା ଗୁଟୁଖା ମୁକ୍ତ ସଚେତନତା କାର୍ଯ୍ୟକ୍ରମ ହୋଇଅଛି । ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ଏହି କାର୍ଯକ୍ରମକୁ , ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ  ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼  ପରିଚାଳନା କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହିତ, […]

ତ୍ରିଶୁଳିଆ ବ୍ରିଜ୍ ଉପରୁ ମିଳିଲା କାର୍ ଓ ଚପଲ

କଟକ ତ୍ରିଶୁଳିଆ ବ୍ରିଜ ଉପରୁ ମିଳିଲା ଯୁବ ବ୍ୟବସାୟୀଙ୍କ କାର୍ ଓ ଚପଲ । ଯୁବ ବ୍ୟବସାୟୀ ତୁଷାର ଭଟ୍ଟ ନଦୀକୁ ଡେଇଁ ପଡିଥିବା ସନ୍ଦେହ । ଟ୍ରେଡିଂ ବ୍ୟବସାୟରେ କ୍ଷତି ଯୋଗୁଁ ତୁଷାର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ସକାଳେ ତୁଷାରଙ୍କ କାର୍‌ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ […]

ପୂର୍ବ ଶତ୍ରୁତାରୁ କଇଁଚିରେ ଭୂଷି ହତ୍ୟା ଘଟଣା।ଅଭିଯୁକ୍ତ କୋର୍ଟ ଚାଲାଣ

।ପାଟଣାଗଡ଼ – ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅଧିନସ୍ଥ ଘସିଏନ ଗାଁ ସାପ୍ତାହିକ ବଜାର ସମ୍ମୁଖରେ ଗତ ମଙ୍ଗଳବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ ନେଇ ପଞ୍ଝିମାଝୀ ଅଜୁ ତାଣ୍ଡିକୁ କଇଁଚିରେ ଭୂଷି ହତ୍ୟା କରିଥିଲା। ଆକ୍ରମଣରେ ଆହତ ଉଜଳ ତାଣ୍ଡି ବଲାଙ୍ଗୀର ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏସଡିପିଓ ଙ୍କ ନେତୃତ୍ୱରେ ଥିବା ଟିମ ଆଜି ପଞ୍ଝିମାଝିକୁ ଦହିତା ଅଂଚଳରୁ ଗିରଫ କରିଛି। ଗିରଫ ପରେ ତାକୁ ଲରମ୍ଭା ଥାନାକୁ […]

ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କେଜି ଗଂଜେଇ ଜବତ କରିବା ସହ ଦୁଇ ବାଇକ ସହିତ ତିନି ଗିରଫ

ପାଟଣାଗଡ଼ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କେଜି ଗଞ୍ଜେଇ , ଦୁଇଟି ବାଇକ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ଅଭିଜୁକ୍ତ ମାନେ ହେଲେ ଲାରମ୍ଭା ଥନା ଅନ୍ତର୍ଗତ ବଡ ଉତେନ ଗ୍ରାମର ରୋହିତ ରଣା ଓ ଚନ୍ଦ୍ରମଣି ଡାଙ୍ଗ ଓ ଲାଠୋର ଥାନା ଅନ୍ତର୍ଗତ ଜାମଚୁଆ ଗ୍ରାମ ନବୀନ ରାଣା ବୋଲି […]

ଅଢେଇ ବର୍ଷର ଶିଶୁ ପୁତ୍ରକୁ ୫ ହଜାର ଟଙ୍କାରେ ବିକି ଦେଲା ବାପା

ପେଟର ଭୋକ ପାଇଁ ବାପା ବିକିଦେଲା ପୁଅକୁ । ୫ହଜାର ଟଙ୍କାରେ ମା ଛେଉଣ୍ଡ ଅଢେଇ ବର୍ଷର ପୁଅକୁ ବାପ ବିକିଦେଇଥିଲା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା […]

 ତମାଖୁ-ମଦ ବିଜ୍ଞାପନରେ ନଜର ଆସିବେନି କ୍ରିକେଟର । 

ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ ଲେଖିଛନ୍ତି ଯେ ଭାରତରେ କ୍ରିକେଟକୁ ଏକ ଧର୍ମ ବୋଲି ଗ୍ରହଣ କରାଯାଏ , ଆଉ କ୍ରିକେଟରମାନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ । ଏପରି ସ୍ଥିତିରେ କ୍ରିକେଟରମାନେ ତମାଖୁ ଓ ମଦର ବିଜ୍ଞାପନ କରିବା ଦ୍ୱାରା […]

ଗିରଫ ହେଲେ ଲାଞ୍ଚୁଆ ବିଡିଓ

ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଗିରଫ । ଲାଞ୍ଚ ଟଙ୍କା ଜବତ ମାମଲାରେ ଦୀର୍ଘ ୧୮ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରିଛି ଭିଜିଲାନ୍ସ । ଅନେକ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ନେଇ ସୂଚନା ମିଳିଛି । ଗୁରୁବାର ଭବାନୀପାଟଣାରୁ ବୈଠକ ସାରି ସରକାରୀ ଗାଡିରେ ଫେରିବା ବେଳେ ଜାରିଂ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ୪.୯୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ । ଫଳରେ ଭିଜିଲାନ୍ସ ବିଭାଗ ବିଡିଓ […]

ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍‌ଓଡି ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୂର୍ବତନ ବରିଷ୍ଠ ପ୍ରଫେସର ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କର ପରଲୋକ ଘଟିଛି। ଗତକାଲି ରାତ୍ର ୨.୧୦ ମିନିଟରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ […]

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଳସମ୍ପଦ ବିଭାଗର ବାଲେଶ୍ଵର ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାଲେଶ୍ଵର ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଜଳେଶ୍ଵର ବଡ଼ବଜାର ସ୍ଥିତ ବାସଭବନରେ ଭିଜିଲାନ୍ସର ୯ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ତେବେ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ପ୍ରକାଶ।ଯନ୍ତ୍ରୀ ଜଣକ ଆଖି ଖୋସି ହୋଇଯିବା ପରେ ସମ୍ପତ୍ତି ଠୁଳ କରିଛନ୍ତି। ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ ବି ତାଙ୍କର ପ୍ଲଟ୍‌ ରହିଛି। କେବଳ ଗୋଟିଏ ଦୁଇଟି ପ୍ଲଟ୍‌ ନୁହେଁ ମାଳମାଳ […]

ଆଜି ସୃଷ୍ଟି ହେବ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା

ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ରହିଛି ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । ମାତ୍ର ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ଲମ୍ବା ସମୟ ରହିବନି । ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ସେସବୁ ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକକୁ ସଜାଗ ରହିବାକୁ ପରାମର୍ଶ […]