ତିନି ମାସର ଦରମା ଦାନ କଲେ କଣ୍ଟାବାଞ୍ଜି ବିଧାୟକ

ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍‌ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌ ବିପୁଳ ସମର୍ଥନ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ଦାନ କରିଛନ୍ତି । ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶର ସୈନିକ ମାନଙ୍କ ସମ୍ମାନ ଓ ସାହାଯ୍ୟ ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ସେ ଏହି ଦାନ କରିଛନ୍ତି ।ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ […]

ନୂଆଗାଁ ବ୍ଲକ୍ ଟପ୍ପର ହେଲେ ଶୁଭଶ୍ରୀ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ +୨ କଳା ପରୀକ୍ଷାରେ ୧୯୬ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୫୩ ଜଣ ,ଦ୍ଵିତୀୟ ଶ୍ରେଣୀରେ ୨୮ ଜଣ,ତୃତୀୟ ଶ୍ରେଣୀରେ ୯୨ ଜଣ ଏହିପରି ଭାବେ ୧୭୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ରୀ ଶୁଭଶ୍ରୀ ପଢ଼ିଆରୀ ୫୨୩ ନମ୍ବର ରଖି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ସେହିପରି ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଳିସାହି ରେ ୨୮୨ ଜଣ ଛାତ୍ର […]

ଛତିଶା ନିଯୋଗ ବୈଠକ: ଏବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ।

ଶ୍ରୀମନ୍ଦିର ପ୍ରଶାସନ ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନାହିଁ। ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଗତବର୍ଷ ଚାରମାଳରୁ ମୁହଁମାଡ଼ି ପଡ଼ିଥିଲେ ବଡ଼ଠାକୁର। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଶୃଙ୍ଖଳିତ ପହଣ୍ଡି ଉପରେ ପ୍ରଶାସନର ଗୁରୁତ୍ୱ। ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ […]

ବଡ ଝଟକା ; ପୁଣି ବଢିଲା ସୁନା

ପୁଣି ଗ୍ରାହକଙ୍କୁ ବଡ ଝଟକା । ମେ’ ୨୧ ଅର୍ଥାତ୍‌ ବୁଧବାର ବଢିଛି ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୪୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯ ହଜାର […]

ସାବଧାନ! କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ

କରୋନାର ନୂତନ ଲହରୀ ଯୋଗୁଁ ସାରା ବିଶ୍ୱ ପୁଣି ଥରେ ଭୟଭୀତ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ ।ବିଶେଷ କରି କୋଭିଡ-୧୯ ର ନୂଆ ପ୍ରଜାତି […]

ନ୍ୟାସନାଲ ହେରାଲ୍ଡ ମାମଲା, ସୋନିଆ ଓ ରାହୁଲ ଅପରାଧରୁ ଅର୍ଜିଛନ୍ତି ୧୪୨ କୋଟି

ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମାମଲାର ଆଜି ଶୁଣାଣି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ସମାପ୍ତ ହୋଇଛି। ଆଜି ଇଡି କୋର୍ଟକୁ କହିଛି ଯେ, ସୋନିଆ ଏବଂ ରାହୁଲ ଗାନ୍ଧି ଏହି ଅପରାଧରୁ ୧୪୨ କୋଟି ଟଙ୍କା ରୋଜଗାର କରିଛନ୍ତି। ଇଡି ପକ୍ଷରୁ ଏଏସ୍‌ଜି ରାଜୁ କୋର୍ଟକୁ କହିଛନ୍ତି, ରାହୁଲ ଗାନ୍ଧୀ ଓ ସୋନିଆଙ୍କ ସହ ଅନ୍ୟମାନଙ୍କ ଉପରେ କେସ୍ ଅଛି। ଇଡି କୋର୍ଟ କହିଛନ୍ତି, ସମ୍ପତ୍ତି ଜବତ ନଭେମ୍ବର ୨୦୨୩ ରେ ହୋଇଥିଲା, ସେ ପର୍ଯ୍ୟନ୍ତ […]

ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ ।

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା ।ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା । ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ । ତେବେ ମୌସୁମୀ ଶେଷ ହେଲେ ହେବ ଉପନିର୍ବାଚନ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବାର ଥିଲା ଉପନିର୍ବାଚନ। ଏଥିପାଇଁ ଆସନ୍ତାକାଲି ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ […]

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୨୫ତାରିଖରେ ବିକ୍ଷୋଭ ତଥା ଗଣଧାରଣା

ନୟାଗଡ଼,(ଓଡ଼ିଶା ଦର୍ପଣ): ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୨୫ ତାରିଖ ଦିନ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ଗଣ ଧାରଣା ଦିଆଯିବ। ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖରେ ଏହି ଗଣ ଧାରଣା ଦିଆଯିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। ତେବେ ଭାରତ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ତଥା ଯୁଦ୍ଧ ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ବାରମ୍ବାର ଦାବି ପରେ […]

ସାବଧାନ! ମେ’ରୁ ସେପ୍ଟେମ୍ବର ଯାଏଁ ସାପ ଭୟ

ସାବଧାନ! ଅନ୍ଧାର ରାତିରେ ବୁଲାବୁଲି କରୁଥିଲେ ସତର୍କ ରୁହନ୍ତୁ । ବାହାରେ ସାପଙ୍କ ଚଳପ୍ରଚଳ ଆରମ୍ଭ ହୋଇଗଲାଣି ।ଏବେ ସାପ ଅଣ୍ଡା ଦେବାର ସମୟ । ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶୁଛନ୍ତି । ବିପଦ ଆଶଙ୍କା ମାତ୍ରେ ଦଂଶନ କରୁଛନ୍ତି ।ମେ’ ମାସରୁ ଆରମ୍ଭ ହୋଇଯାଏ ସର୍ପାଘାତ ଭୟ । ବର୍ଷା ଋତୁରେ ସାପ ଅଣ୍ଡା ଦିଅନ୍ତି । ସାପ ଗାତରେ ପାଣି ପଶିଯିବା ଯୋଗୁ ସାପ ବାହାରେ ପ୍ରବଳ ମାତ୍ରାରେ ବୁଲନ୍ତି । ଖାଦ୍ୟ […]

ମୋଷ୍ଟୱାଣ୍ଟେଡ୍ ମାଓବାଦୀ ବାସବରାଜୁ ନିପାତ

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ। ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ […]

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ। କଳା,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି।ହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍‌ ହୋଇଛନ୍ତି । ୧୪୨୫୧୨ ଛାତ୍ର ପାସ୍‌ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍‌ କରିଛନ୍ତି । ଏଥର ପାସ୍‌ ହାର […]

ଆଜି ଅନ୍ତର୍ଜାତୀୟ ଚା’ ଦିବସ

ସାରା ବିଶ୍ୱରେ ଚା’ର ଚାହିଦା ଦେଖିବାକୁ ମିଳେ କିନ୍ତୁ ଭାରତୀୟମାନଙ୍କ ସକାଳର ଆରମ୍ଭ ଚା’ ବିନା ଅଧୁରା । ପ୍ରତିବର୍ଷ ମେ ୨୧ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଏ। ଏହି ଦିନଟି ଚା’ ପ୍ରେମୀଙ୍କ ପାଇଁ ବହୁତ ଖାସ୍। ଏହି ଦିନଟି ଚା’ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଏହି ଦିନଟି ଚା’ ବଗିଚାରେ କାମ କରୁଥିବା ଲୋକ ଏବଂ ଏହି ଶିଳ୍ପ ସହିତ ଜଡିତ […]