ତାମିଲନାଡୁରେ ଓଡିଆ ମହିଳାଙ୍କୁ ସ୍ୱାମୀ ଆଗରେ ଗଣ ଦୁଷ୍କର୍ମ ! 3 ଗିରଫ

ତାମିଲନାଡୁରେ ଲଜ୍ଜା । ଓଡିଶାର ଜନୈକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ।ବଳାତ୍କାର କରିଥିବା ୩ ପ୍ରବାସୀ ଶ୍ରମିକ ବିହାରର ବୋଲି ଜଣାପଡ଼ିଛି । ତିନିଜଣଯାକ ଶ୍ରମିକ ପ୍ରଥମେ ମହିଳାଙ୍କ ହାତ ବାନ୍ଧି ଦେଇଥିଲେ । ତା’ପରେ ପୁଅ ଓ ସ୍ୱାମୀ ଆଖି ସାମ୍ନାରେ ଜଣ ଜଣ କରି ତାଙ୍କୁ ବଳାକ୍ରାର କରିଥିଲେ । ମହିଳାଙ୍କୁ ଛୁରୀ ଦେଖାଇ ସେମାନେ ଡରେଇଥିଲେ ।ଆଇଏଏନଏସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ […]

ସୁନା କିଣୁଥିଲେ ସାବଧାନ। ଓଜନ ମାପରେ ଠକୁଛନ୍ତି ଦୋକାନୀ।

ସୁନା କିଣୁଥିଲେ ସାବଧାନ। ଓଜନ ମାପରେ ଠକୁଛନ୍ତି ଦୋକାନୀ। ଗତ ୫ ବର୍ଷ ରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡ଼ିଛନ୍ତି।ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ବିଗତ ପାଞ୍ଚ […]

ସାନୀ କମ୍ପାନୀ ବଜାରକୁ ଛାଡ଼ିଲା ନୂଆଁ ମଡେଲ ପୋକଲିନ

ରାୟଗଡ଼ ତା ୧୯/୦୨ ରାୟଗଡ଼ ଜିଲ୍ଲାସଦର ମହକୁମା ସ୍ଥିତ ସାନି କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ନୂଆଁ ମଡେଲର ସାନି ପ୍ର ପ୍ରୋକଲିନ ଗାଡ଼ିର ଉନ୍ମୋଚନ କରିଛି । ଯାହାକି ଅନ୍ୟ ଗାଡି ତୁଳନାରେ ଉପଭୋକ୍ତାଙ୍କ ପାଇଁ ଅଧିକ ସୁବିଧା ଓ ସହଜ ଫିଚର ନେଇ ବାହାରକୁ ଆସିଥିବା ବେଳେ ଲୋକଙ୍କ ଚାହିଦା ଅନୁଯାୟୀ ଏହାର ନିର୍ମାଣ କରାଯାଇଥିବା ସାନି କମ୍ପାନୀର ଆଞ୍ଚଳିକ ବ୍ୟବସାୟିକ ପ୍ରବନ୍ଧକ ଗୌରବ ପାଉଲ୍ କହିଛନ୍ତି । ଏହି ଉନ୍ମୋଚନ କାର୍ଯକ୍ରମ […]

୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ

ଭୂତ ନେଉଥିଲେ ରାସନ୍ ଚାଉଳ ।ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଅନୁସାରେ, ଇକେଓ୍ବାସି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେତେ ଜଣ କରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ ଗଣେଶ୍ବର ବେହେରା । ଏହାର ଉତ୍ତର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ ।କେନ୍ଦୁଝରରେ ସର୍ବାଧିକ […]

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି ।

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର । ଭୂଅର୍ଜନ (ସାଧାରଣ) ଉପବିଭାଗ ଡେପୁଟି କଲେକ୍ଟର ଶରତ ଗିରି ଧରାପଡିଛନ୍ତି । ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଆଗରେ ଧରାପଡିଯାଇଛନ୍ତି। ଜମିଜମା ମାମଲାରେ ଡେପୁଟି କଲେକ୍ଟର ଟଙ୍କା ନେଉଥିଲେ ବୋଲି ଜଣାପଡିଛି। ଚିତ୍ରସେନ ବ୍ରହ୍ମଙ୍କଠାରୁ ୨୦ ନମ୍ବର ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ଥିବା ୮ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ପାଖାପାଖି ୭ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ, ସେଥିରୁ ୧୦ପ୍ରତିଶତ ଟଙ୍କା ଲାଞ୍ଚ […]

ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍‌

ଏମ୍‌ସରେ ସିବିଆଇ ରେଡ୍‌ । ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍‌ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଏହି ରେଡ୍‌ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ […]

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ।ଜବତ ହେଲା ମୃତ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌।

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ଜବତ ହେଲା ମୃତ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌। ଏହି ସୁଇସାଇଡ ନୋଟ୍‌ଟି ନେପାଳୀ ଭାଷାରେ ଲେଖାଯାଇଛି। ନୋଟ୍‌ରେ ପୁରୁଷ ବନ୍ଧୁ ର୍ନିଯାତନା ଦେଉଥିବା ଲେଖା ଅଛି। ଅଦିକ ସୂଚନା ପାଇଁ ଜବତ ନୋଟ୍‌କୁ ପୋଲିସ ଫରେନ୍ସିକ ବ୍ୟୁରୋକୁ ପଠାଇଛି। ଏହି ହ୍ୟାଣ୍ଡ ରାଇଟିଂ ନେପାଳୀ ଛାତ୍ରୀଙ୍କର କି ନୁହେଁ ଏନେଇ ପୋଲିସ ତନାଘନା କରୁଛି।ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ଚାପା ଉତ୍ତେଜନା। ନ୍ୟାୟ ଦାବିରେ ଗତରାତିରେ କିଟ୍ […]

ଏଣିକି ବସ୍‌ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ

ମଣିଷ ସମାଜ ଯେତେ ଶିକ୍ଷିତ ହେଲେ ବି ଅନ୍ଧବିଶ୍ଵାସ କବଳିତ କରି ରଖୁଛି। ପରମ୍ପରାର ଦ୍ବାହି ଦେଇ ଅନ୍ଧବିଶ୍ଵାସ ସମତାଳରେ ଚାଲିଛି। ମହିଳା ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ ବି ପରିବହନ କ୍ଷେତ୍ରରେ ମହିଳାଙ୍କୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ବାରଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ପରିବହନ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ କଟକ ନେତାଜୀ ବସ୍ ଟର୍ମିନାଲରେ ହଠାତ୍‌ ପହଞ୍ଚି ମଙ୍ଗଳଵାର […]

ଖୁବଶୀଘ୍ର ମହିଳାଙ୍କୁ ମିଳିବ କ୍ୟାନ୍ସର ଭ୍ୟାକସିନ୍। 

କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କର୍କଟ ଟୀକା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ମହିଳାଙ୍କୁ ମିଳିବ କ୍ୟାନ୍ସର ଭ୍ୟାକସିନ୍। ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି […]

ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ ।

କଟକରେ ଅଘଟଣ। ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠ ସାହିରେ ଅଭାବନୀୟ ଘଟଣା ।ମୃତକ ହେଲେ ଅଙ୍କନ ଦତ୍ତ, ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ବୟସ ୧୭ ବର୍ଷ ବୋଲି କୁହାଯାଉଛି । ମୃତକ ଜଣକ […]

୧୦୮ ପରେ ଏବେ ରାଜ୍ୟରେ ୧୦୯ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ

ଏବେ ୧୦୮ରେ ଫୋନ୍ କଲେ ଲୋକଙ୍କ ପାଖରେ ପହଞ୍ଚୁଥିଲା ଆମ୍ବୁଲାନ୍ସ । ୨୦ରୁ ୩୦ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ସହ ଆହତ ଓ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଉଥିଲା । ଠିକ୍ ସେହିପରି ରାଜ୍ୟରେ ୧୦୯ ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହା […]

ଡାହାଣୀ ସନ୍ଦେହରେ ସ୍ବାମୀ-ସ୍ତ୍ରୀଙ୍କୁ କୁରାଢିରେ ହାଣି ହତ୍ୟା ।

ଅନ୍ଧବିଶ୍ୱାସର ଏକ କରୁଣ ପରିଣତି ପୁଣି ଥରେ ଦେଖିବାକୁ ମିଳିଛି। ଡାହାଣୀ ସନ୍ଦେହରେ ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିର ଦମ୍ପତି ଦେବେନ୍ଦ୍ର ନାଏକ(୭୦) ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକ ଙ୍କୁ ଉକ୍ତ ଗ୍ରାମର ଯୁବକ ଅଜୟ ନାଏକ (୨୩) କୁରାଢ଼ୀରେ ଅତି ନିର୍ମମ ଭାବରେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣାରୁ ମୃତକଙ୍କ ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢେ଼ଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷା ପାଇ […]