ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ସାକ୍ଷାତକାର ସମୟରେ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଏହି ଅବସରରେ […]
ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ। ଅର୍ପଣ ଚାଉଳରେ ଲାଗି ପାରିବନି ଭୋଗ। ଭକ୍ତ ଅର୍ପଣ କରିଥିବା ଚାଉଳ ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି ମନେ କରାଯାଉଥିଲା। ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ସଂଗୃହୀତ ହେଲା ସତ। କିନ୍ତୁ ଏହାକୁ କେମିତି ବ୍ୟବହାରଯୋଗ୍ୟ କରାଯିବ, ସେଥିପାଇଁ ବିସ୍ତୃତ ରୋଡମ୍ୟାପ କରାଯାଇ ନଥିଲା। ଏହି କାରଣରୁ ୬ ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି। ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲା ସାଧନକର୍ମୀ ମାନଙ୍କର ଗତ ତିନିଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବର୍ଣ୍ଣାଳି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୮ଟି ବ୍ଲକରୁ ୩୨ ଜଣ ସାଧନକର୍ମୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ‘ସାମାଜିକ ଲିଙ୍ଗ ଭିତ୍ତିକ ସମତା ଓ ପାଠ୍ୟକ୍ରମରେ ସଂଯୋଗୀକରଣ’ ବିଷୟ ବସ୍ତୁ ଉପରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସମଗ୍ରଶିକ୍ଷା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ […]
ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି କାଲିମେଳା ବ୍ଲକ ସରକାରୀ ବାଳିକା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରୁ ଆସିଛି ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ରେ ଗଣିତ ଶିକ୍ଷକ ଦୀପକ ନାୟକ ଥାନା ରେ ଅଟକ।ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏକ ଛାତ୍ରୀ ନିବାସରେ ଗତକାଲି ରାତି ୧୨ଟା ସମୟରେ ଗଣିତ ଶିକ୍ଷକ ଦୀପକ ନାୟକ ଛାତ୍ରୀଙ୍କୁ ନିଜ ରୁମକୁ ଡାକି ଦୁଷ୍କର୍ମ କରିଥିବାର ସନ୍ଦେହ କରୁଛନ୍ତି ପରିବାର ଲୋକ। […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ରେ ମେଡିକାଲ କଲେଜ ଏବଂ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଅନୁଷ୍ଠିତ ହୋଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଆୟୋଜିତ ଗଣଧାରଣା ରେ କମ୍ରେଡ ବିଶ୍ଵନାଥ ମହାପାତ୍ର, ଆଇନଜୀବୀ ରଣଜିତ ଦାସ, ଆଇନଜୀବୀ ପ୍ରତାପ ନନ୍ଦ, ସାମ୍ବାଦିକ ରାମକୃଷ୍ଣ ରଥ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, କମ୍ରେଡ ଗୋଲକ ମୁଦୁଲି, ପରିବେଶବିତ ସୁକାନ୍ତ ଚୌଧୁରୀ, ଡ଼ ନିର୍ମଳ ସୁରଦେଓ, ପ୍ରମୁଖ ବକ୍ତବ୍ୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, ଓଡ଼ିଶା ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ଦ୍ଵାରା ଗୁଟୁଖା ମୁକ୍ତ ସଚେତନତା କାର୍ଯ୍ୟକ୍ରମ ହୋଇଅଛି । ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ଏହି କାର୍ଯକ୍ରମକୁ , ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପରିଚାଳନା କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହିତ, […]
କଟକ ତ୍ରିଶୁଳିଆ ବ୍ରିଜ ଉପରୁ ମିଳିଲା ଯୁବ ବ୍ୟବସାୟୀଙ୍କ କାର୍ ଓ ଚପଲ । ଯୁବ ବ୍ୟବସାୟୀ ତୁଷାର ଭଟ୍ଟ ନଦୀକୁ ଡେଇଁ ପଡିଥିବା ସନ୍ଦେହ । ଟ୍ରେଡିଂ ବ୍ୟବସାୟରେ କ୍ଷତି ଯୋଗୁଁ ତୁଷାର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ସକାଳେ ତୁଷାରଙ୍କ କାର୍ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ […]
।ପାଟଣାଗଡ଼ – ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅଧିନସ୍ଥ ଘସିଏନ ଗାଁ ସାପ୍ତାହିକ ବଜାର ସମ୍ମୁଖରେ ଗତ ମଙ୍ଗଳବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ ନେଇ ପଞ୍ଝିମାଝୀ ଅଜୁ ତାଣ୍ଡିକୁ କଇଁଚିରେ ଭୂଷି ହତ୍ୟା କରିଥିଲା। ଆକ୍ରମଣରେ ଆହତ ଉଜଳ ତାଣ୍ଡି ବଲାଙ୍ଗୀର ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏସଡିପିଓ ଙ୍କ ନେତୃତ୍ୱରେ ଥିବା ଟିମ ଆଜି ପଞ୍ଝିମାଝିକୁ ଦହିତା ଅଂଚଳରୁ ଗିରଫ କରିଛି। ଗିରଫ ପରେ ତାକୁ ଲରମ୍ଭା ଥାନାକୁ […]
ପାଟଣାଗଡ଼ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କେଜି ଗଞ୍ଜେଇ , ଦୁଇଟି ବାଇକ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ଅଭିଜୁକ୍ତ ମାନେ ହେଲେ ଲାରମ୍ଭା ଥନା ଅନ୍ତର୍ଗତ ବଡ ଉତେନ ଗ୍ରାମର ରୋହିତ ରଣା ଓ ଚନ୍ଦ୍ରମଣି ଡାଙ୍ଗ ଓ ଲାଠୋର ଥାନା ଅନ୍ତର୍ଗତ ଜାମଚୁଆ ଗ୍ରାମ ନବୀନ ରାଣା ବୋଲି […]
ପେଟର ଭୋକ ପାଇଁ ବାପା ବିକିଦେଲା ପୁଅକୁ । ୫ହଜାର ଟଙ୍କାରେ ମା ଛେଉଣ୍ଡ ଅଢେଇ ବର୍ଷର ପୁଅକୁ ବାପ ବିକିଦେଇଥିଲା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା […]
ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ ଲେଖିଛନ୍ତି ଯେ ଭାରତରେ କ୍ରିକେଟକୁ ଏକ ଧର୍ମ ବୋଲି ଗ୍ରହଣ କରାଯାଏ , ଆଉ କ୍ରିକେଟରମାନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ । ଏପରି ସ୍ଥିତିରେ କ୍ରିକେଟରମାନେ ତମାଖୁ ଓ ମଦର ବିଜ୍ଞାପନ କରିବା ଦ୍ୱାରା […]
ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଗିରଫ । ଲାଞ୍ଚ ଟଙ୍କା ଜବତ ମାମଲାରେ ଦୀର୍ଘ ୧୮ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରିଛି ଭିଜିଲାନ୍ସ । ଅନେକ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ନେଇ ସୂଚନା ମିଳିଛି । ଗୁରୁବାର ଭବାନୀପାଟଣାରୁ ବୈଠକ ସାରି ସରକାରୀ ଗାଡିରେ ଫେରିବା ବେଳେ ଜାରିଂ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ୪.୯୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ । ଫଳରେ ଭିଜିଲାନ୍ସ ବିଭାଗ ବିଡିଓ […]