ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣବଳାତ୍କାର

ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ଏଭଲି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନବେଳା ଏହି ଅଘଟଣ ଘଟିଥିବା ବେଳେ ଗୁଡାରି ଥାନାରେ ରାତିରେ ଅଭିଯୋଗ ହୋଇଥିବା ଜଣାପଡିଛି ।ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ଯୁବତୀ […]

ବିଳମ୍ବରେ ଆସି ଜିଲ୍ଲାପାଳ ଙ୍କ ଚରମବାଣୀ ର ସମ୍ମୁଖୀନ ହେଲେ ଉପ ଜିଲ୍ଲାପାଳଶେଷରେ ଅଭିଯୋଗ ପ୍ରକୋଷ୍ଟ ଛାଡି ଚାଲିଗଲେ

ରାୟଗଡ଼. ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣାଣି କୁ ବ୍ଲକ ସ୍ତରରୁ ରାଜଧନୀ ରେ ଖୋଦ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଉଛନ୍ତି l ଉପାନ୍ତ ଅଂଚଳରେ ଅଭିଯୋଗ ଶୁଣାଣି କୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଖାମଖିଆଲି ନୀତି ବାରମ୍ବାର ଦେଖିବାକୁ ମିଳିଛି lଏଭି ଘଟଣା ରାୟଗଡ ଜିଲ୍ଲାରେ ଦୀର୍ଘଦିନ ହେଲାଣି ଚାଲିଆସୁଥିଲା l ହେଲେ ପୂର୍ବରୁ ଖୋଦ ଜିଲ୍ଲାପାଳ ବିଳମ୍ବ ବିଭାଗୀୟ ଅଧିକାରୀଙ୍କୁ ସୁହାଇଥିଲା l ଯେଉଁଥି ପାଇଁ ଅଧିକାରୀ ମାନେ କିଏ ଆସୁନଥିଲା […]

ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

ନାବାଳିକାଙ୍କ ଅଶ୍ଲୀଳ ଭିଡିଓକୁ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍‌ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ ।ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳର ଯୁବକ ଜଣଙ୍କ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି […]

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଦର୍ଶନ କଟକଣା

ବୁଧବାର ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ତଥା ବନକଲାଗି ନୀତି ହେବ। ଏଥିପାଇଁ ଅପରାହ୍ଣରେ ଦର୍ଶନ କଟକଣା ରହିବ। ବନକଲାଗି ସମୟରେ ସର୍ବସାଧାରଣ ଠାକୁର ଦର୍ଶନ ୪ ରୁ ୫ ଘଣ୍ଟା ବନ୍ଦ ରହିବ।ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ନୀତି ସମ୍ପାଦନ କରିବେ । ବନକଲାଗି ଶେଷ କରି ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିଲେ ସିଂହାସନ ଧୁଆ ସହ ମହାପ୍ରଭୁଙ୍କ […]

ଭେନେଜୁଏଲାରେ ମାତ୍ର ୧ ରୁ ୩ ଟଙ୍କାରେ ମିଳେ ୧ ଲିଟର ପେଟ୍ରୋଲ!

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅଟକ ରଖାଯାଇଛି। ଏହି ଖବର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି| ଏହି ଦକ୍ଷିଣ ଆମେରିକୀୟ ଦେଶ ପ୍ରାକୃତିକ ସମ୍ପଦରେ ଏତେ ସମୃଦ୍ଧ ଯେ ଏହା ଅତୁଳନୀୟ । ଏହା ଅଶୋଧିତ ତୈଳର ଏକ ସମ୍ପତ୍ତି, ଯାହା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ନାହିଁ । ଏହି କାରଣରୁ, ପେଟ୍ରୋଲ ମୂଲ୍ୟ ଏତେ କମ୍ ଯେ ବିଶ୍ବାସ କରିବା ମଧ୍ୟ କଷ୍ଟକର ଅଟେ । ଏଠି ଏକ ଲିଟର […]

ଅଳିଆ ଉଠାଇବାକୁ ଏଣିକି ବିଏମସି ନେବ ୟୁଜର ଫି

ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ୟୁଜର ଫି ଆଦାୟ ହେବ। ୨୦୧୮ ବାଇ ଲ’ ଅନୁସାରେ ଫି ଆଦାୟ କରାଯିବ। ଆବାସିକ ଘର, ଦୋକାନ, ହୋଟେଲ ଓ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର […]

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଓଡ଼ିଶାର ବିକାଶ ପାଇଁ ନିରନ୍ତର ଭାବେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ନିଷ୍ଠା ଓ କର୍ତ୍ତବ୍ୟ ଦିନେ ରାଜ୍ୟକୁ ଆଗକୁ ନେବ । ଯୁବପୀଢିଙ୍କୁ ସଶକ୍ତ କରିବାରେ ନିରନ୍ତର […]

ରାଜ୍ୟକୁ ପୁଣି ଫେରିଛି ଶୀତ, ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  ।  ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ  ରାଜ୍ୟକୁ ପୁଣି ଫେରିଛି ଶୀତ ।  ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ ।  ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ […]

ଶ୍ରୀମନ୍ଦିରରେ ଗଣ୍ଡଗୋଳ ଘଟଣା; ଏଣିକି ନୂଆ SOPରେ ପ୍ରୋଟକଲ ଦର୍ଶନ

ଶ୍ରୀମନ୍ଦିର ଭିତରେ ରବିବାର ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର, ଜେଟିପି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଏସପି ପ୍ରତୀକ ସିଂ ସମସ୍ତ ଘଟଣାର ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଏସପିଙ୍କୁ କହିଛନ୍ତି । ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର ଙ୍କ ମଧ୍ୟରେ ଗତକାଲିର ଗଣ୍ଡଗୋଳ ଘଟଣାକୁ […]

ଇଣ୍ଟରସେପ୍‌ଟର ମିଜାଇଲ୍ ଏସ – ୪୦୦ର ବ୍ୟବହାରିକ ପରୀକ୍ଷଣ

ଇଣ୍ଟରସେପ୍‌ଟର ମିଜାଇଲ୍ ଏସ – ୪୦୦ର ବ୍ୟବହାରିକ ପରୀକ୍ଷଣ। ଏହା ବାୟୁ ପ୍ରତିରକ୍ଷା କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା ଏସ – ୪୦୦ ଇଣ୍ଟରସେପ୍‌ଟର। ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ବ୍ୟବହାରିକ ପରୀକ୍ଷଣ। ପ୍ରଥମେ ବଂଶୀ ନାମକ ମିଜାଇଲ୍‌କୁ ସଫଳତାର ସହ ଧ୍ବଂଶ କରିଦେଇଥିଲା। ଏସ – ୪୦୦। ୪୦୦ କିମି ପର୍ଯ୍ୟନ୍ତ ବିମାନ, ଡ୍ରୋନ୍, ବାଲିଷ୍ଟିକ୍/କ୍ରୁଜ୍‌କୁ ଟାର୍ଗେଟ କରିପାରିବ। ରୁଷ ଓ ଭାରତ ଭଳି […]

ଜଳିଗଲେ ଚାରି ଛାତ୍ର, ଅବସ୍ଥା ସଙ୍କଟାପନ୍ନ

ରାୟଗଡ଼ା ତା ୦୫/୦୧ (ନିପ୍ର) ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ସ୍ଥତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବା କୁ ଯାଇଥିଲେ । ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ର ଙ୍କ ଉପରେ ଥିନର ପକାଇ […]

ବିହାରରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ,ଓଜନ ୨୧୦ ମେଟ୍ରିକ୍ ଟନ୍

ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ […]