ମ ବସକୁ ନେଇ ଆସୁଛି ବଡ଼ ଖବର । ଏବେ କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ ।ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆରୁଟ୍। ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଇତ୍ୟ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି , ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସରକାରଙ୍କ ନିର୍ଦ୍ଦେଶ ମୁତାବକ ଇଟାମାଟି ସରକାରୀ ଉପ୍ରା ବିଦ୍ୟାଳୟରେ ଏପ୍ରିଲ ୨ ତାରିଖରୁ ପ୍ରଵେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପାଳନ କରାଯାଉଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହରାପ୍ରିୟା ସ୍ବାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଉତ୍ସବକୁ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁରଜ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଶିକ୍ଷକ ରାଜେଶ କୁମାର ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ଉଷାମଣି ମିଶ୍ର ,ପ୍ରିୟଦର୍ଶିନୀ ମହାପାତ୍ର,ମମତା ମହାପାତ୍ର ଓ କଳ୍ପାଲତା ସାହୁ ନବାଗତ ଛାତ୍ର/ଛାତ୍ରୀଙ୍କୁ ଫୁଲ, ଚନ୍ଦନ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ପିଲାଙ୍କ ମନରେ ଭରିଥାଏ ଉତ୍ସାହ । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ […]
ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀରରେ ସଂଲଗ୍ନ ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜିଟି ଭାଙ୍ଗି ତଳେ ପଡ଼ିଛି। ଏହାକୁ ସୁରକ୍ଷିତ ଭାବେ ନରଖିବା ଯୋଗୁଁ ସେବାୟତମାନେ ପ୍ରଶ୍ନ କରିଛନ୍ତି। ତେବେ ଏହି ମଗର ମୁଣ୍ଡଟିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଳେ ପକାଇଦିଆଯାଇଥିବା ସୂଚନା ମିଳିଛି।ଏହି ମଗର ମୁଖ ଦେଇ ପୂର୍ବରୁ ଶ୍ରୀମନ୍ଦିର ଭିତରୁ ବର୍ଯ୍ୟ ଜଳ ନିଷ୍କାସନ ହେଉଥିଲା । ହେଲେ ଏହାକୁ ଭାଙ୍ଗି ଏଠାରେ ପାଇପ ସଂଯୋଗ କରାଯାଇଛି । ଯାହାକୁ ନେଇ ସେବାୟତ […]
ବିଧାନସଭା ଇତିହାସରେ ପୁଣି ସୃଷ୍ଟି ହୋଇଛି ରେକର୍ଡ । ପ୍ରାୟ ୨ ଦଶନ୍ଧି ପରେ ରାତିତମାମ ଚାଲିଛି ବିଧାନସଭା । ଗୁରୁବାର ଭୋର୍ ସମୟରେ ପାରିତ ହୋଇଛି ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍ ୨୦୨୪ । ବିରୋଧୀ ଓ ଶାସକ ଦଳ ମଧ୍ୟରେ ହୋଇଥିଲା ଢେର ଘଣ୍ଟା ଧରି ଆଲୋଚନା । ଆଲୋଚନାରେ ସାରା ରାତି ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ବିଜେଡି ବିଧାୟକ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଲ ନେଇ […]
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ । ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଗତ ତିନି ବର୍ଷ ଧରି ଏହି ସ୍କୁଲ କଏଦୀମାନଙ୍କୁ ପ୍ରେରଣା ଦେଇ ଆସୁଛି ଏବଂ ସେମାନଙ୍କୁ ପରୀକ୍ଷାରେ ସୁଯୋଗ ଦେଉଛି l ଯାହା ଦ୍ୱାରା ଆଗାମୀ ଦିନରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ l କାଙ୍କେର କାରାଗାରରେ ନକ୍ସଲ […]
ଓଡିଆ ପକ୍ଷ ପାଳନ କରନ୍ତୁ ଏବଂ ଓଡିଆ ପକ୍ଷ ଓ୍ବେବସାଇଟରେ ଅପଲୋଡ କରନ୍ତୁ ଆପଣଙ୍କ ସେଲଫି । କାରଣ ଏଥିପାଇଁ ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ https://odiapakhya.com ଖୋଲିଛନ୍ତି ଓଡିଶା ସରକାର । ଯେଉଁଥିରେ ଓଡିଶାବାସୀ ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ ନେବା ସହିତ ଓଡ଼ିଆ ପକ୍ଷ ପାଳନ କରି ନିଜର ସେଲ୍ଫି ଅପଲୋଡ଼ କରିପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ […]
ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ ବ୍ଲେଡରେ କାଟିଲେ । ଆଉ କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ଦେଲେ ନିର୍ଯାତନା । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଏକ ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସୂଚନାନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ର ଦୀପଙ୍କର ବେହେରାଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ର଼୍ୟାଗିଂ କରିଛନ୍ତି। ନବମ ଶ୍ରେଣୀ ଛାତ୍ରମାନେ […]
ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ଏପ୍ରିଲ ୧୫ ତାରିଖରୁ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଶାନ୍ତି ଭାବରେ ମଶାଲ ରାଲି କରିବ କଂଗ୍ରେସ । ପ୍ରତ୍ୟେକ ନେତା ସବୁ ଜିଲ୍ଲାରେ ଜଗିବେ । ୨୧ ତାରିଖରେ ଜିଲ୍ଲା ହେଡକ୍ବାର୍ଟରରେ ହେବ କ୍ୟାଣ୍ଡେଲ ରାଲି । ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ସମ୍ମିଳନୀ, […]
ଝିଅ ଠାରୁ ପ୍ରେରଣା ପାଇଁ ଆଗକୁ ବଢିଲେ ବାପା। ବିଦେଶରେ ପାଇଲେ ସଫଳତା। ମାଲଦ୍ବୀପରେ ୭୫ତମ ମାଇଲଖୁଣ୍ଟ ସ୍ଥାପନ କରିବାକୁ ୧୦୦ ଫୁଟ ଗଭୀରକୁ ଯାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।ଏହି ଡାଇଭ୍ ବ୍ୟତୀତ ସେ ଅନେକ କଷ୍ଟକର ଡାଇଭ୍ ପୂର୍ବରୁ କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭ଟି ସ୍କୁବା ଡାଇଭିଂ କରି ୫୨ ଘଣ୍ଟାରୁ ଅଧିକ ସମୟ ପାଣି ଭିତରେ ସମୟ ବିତାଇଛନ୍ତି ପ୍ରିୟଦର୍ଶୀ । ପ୍ରିୟଦର୍ଶୀ କହିଛନ୍ତି, ‘ସ୍କୁବା ଡାଇଭିଂ ମୋ ପାଇଁ […]
ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ।ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଯଥା ଜମି ଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି, ଜଙ୍ଗଲ ମଞ୍ଜୁରି ଆଦି ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବ । ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ […]
ଦେବଗଡ଼ ସହରରେ ହତ୍ୟାକାଣ୍ଡ । ସାନ ଯାର ମାଡ଼ରେ ବଡ଼ ଯା’ର ହୋଇଛି ମୃତ୍ୟୁ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଳିସ ପହଞ୍ଚି ଛାନଭିନ୍ ଚଳାଇଛି । ଅଭିଯୁକ୍ତ ସାନ ଯାଆଙ୍କୁ ପୋଲିସ ଅଟକ ରଖିଛି । ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଖବର ଅନୁଯାୟୀ, ସାମାନ୍ୟ ଜାଳେଣୀ […]
