୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି।ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ। କୋରାପୁଟ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣି ଜାରି ହୋଇଛି। ସେହିପରି ୫ ତାରିଖଠାରୁ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ […]

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ

କଟକରେ ଦୁର୍ଗାପୂଜା ଓ ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ମନା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି। ତେବେ ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ପୋଲିସ କମିଶନର। ଚଳିତ ବର୍ଷ ଡିଜେ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । କେବଳ ୬ଟି […]

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ

ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍‌ ଚାଲିଛି। ଧରଣୀଧରଙ୍କ ୪ଟି ଠିକଣାରେ ଛାନଭିନ୍ ଚଳାଇଛି। ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର ପଣ୍ଡାପଡାରେ ଥିବା ଶ୍ଵଶୁର ଘରେ ଭିଜିଲାନ୍ସ ଟିମ୍ ଖୋଳତାଡ କରୁଛନ୍ତି। ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି […]

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ବ୍ଳକ ଅଧ୍ୟକ୍ଷ ଙ୍କ ସହ ୨ ସହଯୋଗୀ ଙ୍କୁ କୋର୍ଟ ଚାଲାଣ।

ପାଟଣାଗଡ଼ (ଜଗଦିଶ ଭୋଇ)ଶନିବାର ଅପରାହ୍ନ ସମୟରେ ପାଟଣାଗଡ଼ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଙ୍କ ଉପସ୍ଥିତିରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଙ୍କ ସହ ତାଙ୍କ ଚାରିଜଣ ସହଯୋଗୀ ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ସ୍ୱରୂପା ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅପରପକ୍ଷରେ ଜୟଚନ୍ଦ୍ର ବାଗ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ସହିତ ଗାଳିଗୁଲଜ ହୋଇଥିବା ନେଇ ଥାନାରେ ପାଲଟା ଅଭିଯୋଗ […]

ଚଙ୍ଗରିଆ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ରେ ବାଲ୍ ଗ୍ରାମସଭା ଅନୁଷ୍ଠିତ ।

ପାଟଣାଗଡ଼ (ଜଗଦିଶ ଭୋଇ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ପାଞ୍ଚଛକ ସ୍ଥିତ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବାଲ୍ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମ ଜୀବୀ ମଞ୍ଚ ମିଳିତ ଆନ୍ୟୁକୂଲ୍ୟ ରେ ପ୍ରୋୟୋଜିତ କାର୍ଯ୍ୟକ୍ରମ କୁ ଲୋକ ଉନ୍ନତି ସଂଗଠନ ବଲାଙ୍ଗୀର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଚଙ୍ଗରିଆ ସରପଞ୍ଚ ଶୁଶିଲ କୁମାର ଗୁରୁ, ବିଶ୍ଵନାଥ ବାଗ ସମ୍ମାନିତ ଅତିଥି ଭାବେ […]

ଗ୍ରାହକ ସେବା କେନ୍ଦ୍ରରେ ହୋଇଥିବା ଚୋରି ମାମଲା ପର୍ଦାଫାଶ କଲା ବେଲପଡା ପୋଲିସ

ପାଟଣାଗଡ (ଜଗଦିଶ ଭୋଇ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଲଥାକେନ୍ଦ ଛକ ସ୍ଥିତ ଗ୍ରାହକ ସେବାକେନ୍ଦ୍ରରେ ଗତ କିଛି ଦିନ ତଳେ ଚୋରି ହୋଇଥିବା ଘଟଣାକୁ ଆଜି ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି ବେଲପଡା ପୋଲିସ । ସୂଚନା ଅନୁସାରେ ଗତ ଜୁଲାଇ ମାସ ୧୫ ତାରିଖ ଦିନ ବେଲପଡା ଥାନା ସଲଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲଥାକେନ୍ଦ ଛକ ଠାରେ ଥିବା ଗ୍ରାହକ […]

ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ସହରରେ ଅନୁଷ୍ଠିତ ହେଉଥ‌ିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରଧ୍ଯକ୍ଷା ନିରୁପମା ଖଟେଇ, ପୌର ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ […]

ବାବା ବିରୁପାଖେଶ୍ୱର୍ ସେବାଶ୍ରମ ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ_ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ବାବା ବିରୁପାଖେଶ୍ୱର ସେବାଶ୍ରମ ପକ୍ଷରୁ ବୋଲ ବମ୍ ଭକ୍ତ ମାନଙ୍କ ପାଇଁ ସବୁ ବର୍ଷ ପରି ଏବର୍ଷ ଶ୍ରାବଣ ମାସର ଶେଷ ରବିବାର ଦିନ ନୂଆଗାଁ ବଜାରରେ ଅବସ୍ଥିତି ଦାଶରଥି ସ୍ମୃତି ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶତାଧିକ କାଉଡ଼ିଆ ନିଜର ମାନସିକ ପୂରଣ ନିମନ୍ତେ ଗଣିଆ ନିକଟସ୍ଥ ରାଉତପଡ଼ା ଘାଟରୁ ପାଣିଭାର ଧରି ରାସ୍ତା ଅତିକ୍ରମ କରି ନୂଆଗାଁ ବାବା ବିରୁପାଖେଶ୍ୱରଙ୍କ ନିକଟକୁ ପାଣି […]

ଆଦିବାସୀ ଲୋକମାନଙ୍କୁ ଛତା ବଣ୍ଟନ

ନୂଆଗାଁ:ଅଖିଳ ଓଡ଼ିଶା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ,ଓଡ଼ିଶା ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଜାକେଡା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗ୍ରାମ ବଡଜିରି ରେ ଛତା ବଣ୍ଟନ କରାଯାଇଛି।ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଘର ସଂଯୋଜକ ତଥା ନୟାଗଡ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିତମ ମହାରଣା ଏବଂ ନୂଆଗାଁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ଙ୍କ ଦ୍ଵାରା ୫୦ ଜଣ ଲୋକଙ୍କୁ ଛତା ବଣ୍ଟନ କରାଯାଇଛି। ଆଦିବାସୀ […]

ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏହାସହିତ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି […]

ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି

ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବାବେଳେ ଏବେ ଚିନ୍ତାରେ ଖାଉଟି। ଦର ବୃଦ୍ଧି ଉପରେ ଲାଗୁନାହିଁ ଲଗାମ । ହାଟରେ ବା ଛୋଟ ଛୋଟ ଦୋକାନରେ ପିଆଜ କିଲୋ ପିଛା ୫୦ ରୁ ୫୫ ଟଙ୍କା ବିକ୍ରି ହେଉଥିବାବେଳେ ଗୋଦାମରେ ପିଆଜ କିଲୋ ମାତ୍ର ୩୭ଟଙ୍କା ରହିଛି । ଏହି ଦର ହେଉଛି ଭୁବନେଶ୍ୱର ଆଇଗିଣିଆ ଗୋଦାମର ।ଭୁବନେଶ୍ୱର ଏକ ନମ୍ୱର ହାଟକୁ ଏହି ଗୋଦାମରୁ ଯାଉଛି ପିଆଜ । ଆଇଗିଣିଆରୁ ଏକ ନମ୍ୱର […]

ଭାରତୀୟ ମସଲାରେ ନାହିଁ କ୍ୱାଲିଟି, FSSAI ଯାଞ୍ଚରେ ଫେଲ୍ ୪୭୪ ସାମ୍ପଲ୍

ଭାରତୀୟ ମସଲାର ଚାହିଦା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ରହିଛି । ରିୟଟର୍ସ ହାତରେ ଲାଗିଥିବା ଆର୍‌ଟିଆଇ ଡାଟା ମୁତାବକ, ମେରୁ ଜୁଲାଇ ମଧ୍ୟରେ ପରୀକ୍ଷଣ ଲାଗି ସଂଗ୍ରହ କରାଯାଇଥିବା ୪୦୫୪ ମସଲା ନମୁନା ମଧ୍ୟରୁ ୪୭୪ଟି ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଥିଲା । କେଉଁ ବ୍ରାଣ୍ଡ୍‌ଗୁଡିକର ମସଲା ଏହି ପରୀକ୍ଷାରେ ବେଶି ମାତ୍ରାରେ ବିଫଳ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭାରତୀୟ ମସଲା ଶିଳ୍ପ […]