ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧୦ ଟଙ୍କା

 ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା । ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ଓମ୍ଫେଡ୍ । ଓମ୍ଫେଡ୍ ଦୁଗ୍ଧଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୦୫ ପଇସା ପାଉଥିଲେ । ଏଣିକି ଲିଟର ପିଛା ୩୯.୦୫ ଟଙ୍କା ଲେଖାଏଁ ପାଇବେ । ଏହି ନୂତନ ବର୍ଦ୍ଧିତ ଦର ମଇ ୧, ୨୦୨୬ଠାରୁ କାର୍ଯ୍ୟକାରୀ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି ।ଏହି ନୂତନ ବର୍ଦ୍ଧିତ ଦର ମଇ ୧, ୨୦୨୬ଠାରୁ କାର୍ଯ୍ୟକାରୀ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି ।ଏହା ଫଳରେ ରାଜ୍ୟ ପ୍ରାୟ ୩ଲକ୍ଷ ଓମ୍ଫେଡ୍ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବେ । ଏହି ଖବରପାଇବା ପରେ ଚାଷୀମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ