ମାସକରେ ରାଜ୍ୟର ପ୍ରତିଷ୍ଠାନର ନାଁ ସଂଶୋଧନ: ମନ୍ତ୍ରୀ

ମାସକ ଭିତରେ ରାଜ୍ୟରେ ପ୍ରତିଷ୍ଠାନର ନାମ ସଂଶୋଧନ କରାଯିବ । ପ୍ରତିଷ୍ଠାନର ନାଁ ସଠିକ ଭାବେ ଲେଖାଯିବ ଏବଂ ଉଚ୍ଚାରଣ ହେବ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁଗୁଡିକ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ତାର ନାଁ ପରିବର୍ତ୍ତନ ହେବ । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ କହିଲେ ମନ୍ତ୍ରୀ । ଆଶା କରାଯାଉଛି ବର୍ଷକ ଭିତରେ ପରିବର୍ତ୍ତନ ହେବ । ସାର୍ଟିଫିକେଟ ଭଳି କିଛି ପ୍ରମାଣପତ୍ର ଯାହା ପୂର୍ବରୁ ମିଳିଛି ତାହା ଅପରିବର୍ତ୍ତିତ ରହିବ ।

ଅଧିକ ପଢନ୍ତୁ