ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ଭିତ୍ତିଭୂମି ସହ ଅର୍ଥନୈତିକ ବିକାଶକୁ ନେଇ ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର କରିବାକୁ ଯାଇ ୨୮ଟି ନବ ଗଠିତ NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ମାନଧାତାପୁରସ୍ଥିତ ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୟାଗଡ଼ ସଦର ଥାନା ପକ୍ଷରୁ ଏକ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାଧ୍ୟମିକ ସ୍ତରର ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ଶପଥ ନେଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ […]
ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି ।ଏହି ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତ୍ତି ପାଇଥାନ୍ତି । […]
MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ଥମିବାର ନାଁ ନେଉନି। ଏବେ ଏହି ବିବାଦକୁ ନେଇ ବିଜେପିକୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବିଜେପିକୁ ଚ୍ୟାଲେଞ୍ଜ ହେଇ ଭକ୍ତ କହିଛନ୍ତି, ଖୋଲା ମଞ୍ଚ ହେଉ କି କଳିଙ୍ଗ ଷ୍ଟାଡିୟମ, ସାଧାରଣ ଲୋକଙ୍କ ସାମ୍ନାରେ ମୁହାଁମୁହିଁ ବିତର୍କ ହେଉ । ଅନ୍ୟପକ୍ଷେ ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜ୍ୟ ସରକାରଙ୍କ ଉପରେ […]
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଜିଠାରୁ ପୂର୍ଣ୍ଣ ରୂପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରାଯାଇଛି।ପୂର୍ବରୁ ନାଟମଣ୍ଡପରେ ପ୍ରବଳ ଭିଡ଼ ସମୟରେ ଭକ୍ତମାନେ ଗରମ ଓ ଗୁଳୁଗୁଳିରେ ଅଣନିଶ୍ୱାସୀ ହୋଇପଡ଼ୁଥିଲେ। ଏବେ ଏସି ବ୍ୟବସ୍ଥା ଆରମ୍ଭ […]
ଗୁଡାରୀ (ରାୟଗଡ଼): ନିଜସ୍ୱ ରାଜସ୍ୱ (Own Source of Revenue–OSR) ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ ଜିଲ୍ଲାର ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରାଜ୍ୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜସ୍ୱ ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ ବୃଦ୍ଧି ଘଟାଇଥିବାରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁଡାରୀ ଏନଏସିକୁ ରାଜ୍ୟସ୍ତରୀୟ ସ୍ୱୟଂଶାସନ ଦିବସ ସମାରୋହରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି।ରାଜ୍ୟସ୍ତରୀୟ ସମ୍ମାନ ସହ ୨ […]
ରାୟଗଡ଼ା ତା ୩୧/୦୮ (ନିପ୍ର) ଦୁଇ ମାସ ବ୍ୟବଧାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଖୋଲାଯାଇଛି । ଉକ୍ତ ଦାନ ହୁଣ୍ଡିରୁ ବେଳେ ସେଥିରୁ ୫୪ ଲକ୍ଷ ୧୫ ହଜାର ୯୦୨ ନଗଦ ଟଙ୍କା , ସୁନା ୬୪ ଗ୍ରାମ, ରୂପା ୧୭୬୪ ଗ୍ରାମ , ୧୪ ଟି ବିଦେଶୀ ମୁଦ୍ରା ସହ ଗୋଟିଏ ଅଚଳ ୫ଶହ ଟଙ୍କିଆ ମୁଦ୍ରା ହୁଣ୍ଡି ରୁ ମିଳିଛି। ସେହିଭଳି […]
ଜଣେ ୪୭ ବର୍ଷୀୟ ମହିଳା ନିଜ ଦୃଢ଼ ଇଚ୍ଛାଶକ୍ତି ଓ ସନ୍ତାନଙ୍କ ଶିକ୍ଷା ପ୍ରତି ଜଣେ ମା’ଙ୍କ ପ୍ରତିବଦ୍ଧତାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ ମାରାଥନ୍ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି ରମାବାଇ ରଣବୀର। ମହାରାଷ୍ଟ୍ରର ବୀଡ୍ ଜିଲାର ଅମ୍ବାଜୋଗାଇରେ ‘ଅମୃତ ଦୌଡ଼’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ମାରାଥନ୍ରେ ରମାବାଇ ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିଲେ । ବର୍ଷା ଯୋଗୁଁ […]
ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ସେବା ଆରମ୍ଭ ହୋଇଛି।ଦୁଇ ଦିନରେ ୧୮୦ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂରା ଗାଁକୁ ସାନିଟାଇଜ କରାଯାଇଛି। ସଂକ୍ରମଣ […]
ଦୁଇ ଦିନ ପରେ ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା। କଟକରୁ ନାବାଳିକା ନିଖୋଜ ଘଟଣାରେ ବଡ଼ ଟ୍ବିଷ୍ଟ। କଟକ ବାଲିକୁଦରୁ ଅଭିଯୁକ୍ତକୁ ଧରି ଖୋର୍ଦ୍ଧା ଜିଲ୍ଲା କାଇପଦରରୁ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ବର୍ତ୍ତମାନ ଖୋର୍ଦ୍ଧା CWC ହେପାଜତରେ ରହିଛି ନାବାଳିକା। ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେସନ ନିକଟରୁ ନାବାଳିକା ନିଖୋଜ ହୋଇଯାଇଥିଲେ।ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା CWC ଅଧକ୍ଷ କହିଛନ୍ତି। ନାବାଳିକାକୁ ଉଦ୍ଧର କରିବା ପରେ […]
ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM। ଢେଙ୍କାନାଳରେ ଚାଉଳ ATM ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଚାଉଳ ATM ଖୋଲାଯାଇଛି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଏହି ଚାଉଳ ATM। କେନ୍ଦୁଝର ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଏହି ଏଟିଏମ । ହିତାଧିକାରୀ ମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ଏଟିଏମ ସେବା ପ୍ରଦାନ କରାଯାଉଛି । ବାୟୋମେଟ୍ରିକ ବା ଟିପଚିହ୍ନ […]
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ।ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ତେବେ ଚୂଡ଼ାନ୍ତ ଚାର୍ଜସିଟ୍ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ବାଦ୍ ଦିଆଯାଇଛି ।ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କ ନାଁରୁ ମଧ୍ୟ ହତ୍ୟା ଦଫା ହଟାଯାଇଛି । […]
