author

ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ମକର ଚୂଳ । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ, ସେଥିପାଇଁ ଆଜି ଦିନର ଗୁରୁତ୍ବ ରହିଛି । ଘରେ ଘରେ ମକର ଚାଉଳ ପୂଜା ହେବାର ପରମ୍ପରା ରହିଛି । ଏହାସହ ସାରା […]

ବାଇକରେ ଯାଉଥିବାବେଳେ ଗୁଡି ସୂତା ଲାଗି ୨ ଜଣ ଆହତ

ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ। ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି।ବାଇକରେ ଆସୁଥିବାବେଳେ ବାଲିକୁଦା ଛକରେ ସୂତା ଲାଗିଥିବାର ସୂଚନା ମିଳିଛି। ଜଣେ ଯୁବକଙ୍କ ବେକରେ ଲାଗିବା ସହ ଅନ୍ୟ ଜଣଙ୍କ ହାତ ପାପୁଲିରେ ଗଭୀର ଆଘତ ଲାଗିଛି । ୨ ଆହତ ଯୁବକ ନିଆଳି ଅଞ୍ଚଳର । ବାଇକ ଯୋଗେ ସେମାନେ ନିଆଳିରୁ କଟକ ଆସୁଥିଲେ […]

ରହସ୍ୟ ଘେରରେ ବଣିକ ସଙ୍ଘ ସଭାପତିଙ୍କ ମୃତ୍ୟୁ

ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତକ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତ୍ରିପୁରାରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ତ୍ରିପୁରାରୀ ପାଣିଗ୍ରାହୀ ବଲାଙ୍ଗୀର ବଣିକ ସଙ୍ଘ ସଭାପତି ଥିବା ବେଳେ ତାଙ୍କ […]

ଆଜିଠାରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ପାଳଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର । ଏବଂ ଚିର ପ୍ରବାହିତ ଜୀରାନଦୀ ପାଳଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ […]

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ଜାନୁଆରୀ ୧୭ ରେ ଛୁଟି ଘୋଷଣା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁଆରୀ ୧୭ ରେ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି।ଅର୍ଥାତ୍‌ ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ। ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି […]

ଆଜିର ରାଶିଫଳ(୧୫ ଜାନୁଆରୀ,୨୦୨୪)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡର ନୂତନ ଭବନରେ ପାଳିତ ହେଲା ଉନବିଂଶ ବାର୍ଷିକ ଉତ୍ସବ।

ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ଉନବିଂଶ ବାର୍ଷିକ ଉତ୍ସବ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଶୋଭାଯାତ୍ରା, ରକ୍ତଦାନ ଶିବିର,ସ୍ବାସ୍ଥ୍ଯ ପରାମର୍ଶ ଶିବିର ଓ ଧର୍ମ ଆଲୋଚନା ସଭା ହୋଇଥିବା ବେଳେ ଦ୍ବିତୀୟ ଦିବସରେ ବିଦ୍ଯାଳୟର ଉନବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ମାନ୍ୟବର ବିଧାୟକ […]

ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା।

ବିଶ୍ବର ସର୍ବୋଚ୍ଚ ଶୃଙ୍ଘ ଏଭରେଷ୍ଟର ବେସ୍‌ କ୍ୟାମ୍ପକୁ ଆଉ ଜଣେ ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହିତ ଆରୋହଣ କରିଛନ୍ତି।ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମର ମମତା ରାଉତ ବ୍ୟାଙ୍ଗଲୋରର ଷ୍ଟାଣ୍ଡାର୍ଡ ଚାର୍ଟାଡ଼ ବ୍ୟାଙ୍କରେ ସିନିଅର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଶୀତକାଳୀନ ଛୁଟିରେ ଯାଇ ଏଭରେଷ୍ଟ ଵେସ କ୍ୟାମ୍ପ ଆରୋହଣ କରିଛନ୍ତି।ସେ କୌଣସି ପେଷାଗତ ଦୁଃସାହସିକ କ୍ରୀଡ଼ାବିତ୍‌ ନୁହଁନ୍ତି। ସ୍ବାମୀ ସମରେଶ ଲେଙ୍କା ଓ ଦୁଇ ପୁଅଙ୍କୁ ନେଇ ମମତାଙ୍କ […]

ଦୀର୍ଘଦିନର ଗର୍ଲଫ୍ରେଣ୍ଡ୍‌ଙ୍କ ହାତ ଧରିଲେ ସିଙ୍ଗର ସନମ ପୁରୀ

ଭାରତୀୟ ପପ ରକ ବ୍ୟାଣ୍ଡ ସନାମର ଲିଡ ସିଙ୍ଗର-ମ୍ୟୁଜିସିୟାନ ସନାମ ପୁରୀ ବିବାହ କରିଛନ୍ତି।ସେ ନାଗାଲାଣ୍ଡର ବାସିନ୍ଦା ଜୁକୋବେନି ତୁଙ୍ଗୋଏଙ୍କୁ ବିବାହ କରିଛନ୍ତି । ଅନେକ ଶାସ୍ତ୍ରୀୟ ଗୀତର ରିକ୍ରିଏଟ୍‌ ଭର୍ସନରେ ଗାଇ ସଂସ୍କରଣ ଗାଇ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ । ଜଣେ ଗାୟକ ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍।ଯାହାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ସନମ ପୁରୀଙ୍କ ବୟସ ୩୧ ବର୍ଷ ହୋଇଥିବା ବେଳେ ତାଙ୍କ ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ […]

ଅଯୋଧ୍ୟାକୁ ଯିବ ରାମଙ୍କ ସ୍ବର୍ଣ୍ଣଖଚିତ ଧନୁତୀର ଓ ମୟୂରକଣ୍ଠିଆ ଧନୁତୀର

ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ।ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାସ୍ଥିତ ଅମାଭା ରାମ ମନ୍ଦିର ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦେବେ ଚେନ୍ନଇର ଜଣେ କାରିଗର | ସେ ବିଗତ ୨୦୦ ବର୍ଷ ଧରି ପାରମ୍ପରିକ ଢଙ୍ଗରେ ଧନୁ ତୀର ନିର୍ମାଣ କରିଆସୁଛନ୍ତି। ରାମଙ୍କ ଧନୁରେ ୨୩ କ୍ୟାରେଟ ଯୁକ୍ତ ୭୦୦ ଗ୍ରାମ ସୁନା ବ୍ୟବହାର କରାଯାଇଥିବା ଧନୁ ତୀର ପ୍ରସ୍ତୁତ […]

ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି

ଚଳିତବର୍ଷ କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ ଗଣନା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ ଥିବାବେଳେ ଚଳିତବର୍ଷ ଏହା ୧୮୧୧କୁ ଛୁଇଁଛି। ଏଥିମଧ୍ୟରେ କନିକା ବନଖଣ୍ଡରେ ସର୍ବାଧିକ ୧୪୨୨ଟି କୁମ୍ଭୀର ଥିବା ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌) ଡ. ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।ଗତ ୬ରୁ ୯ ଯାଏ ହୋଇଥିବା କୁମ୍ଭୀର ଓ ଗତ ୧୦ ତାରିଖରେ ଶେଷ ହୋଇଥିବା ପକ୍ଷୀ ଗଣନାରୁ ଏହା […]

କଂଗ୍ରେସ ନିର୍ବାଚନ କମିଟିକୁ ନେଇ ହାତ ଶିବିରରେ ବଢ଼ିଲା ବିବାଦ ।

ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ.ରାମଚନ୍ଦ୍ର ଖୁଣ୍ଟିଆ, […]