author

ଶିଖର ପାହାଡିଆଙ୍କ ସହ ରିଲେସନଶିପକୁ ନେଇ କଣ କହିଲେ ଜାହ୍ନବୀ ?

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରଣ-୮କୁ ଆସିଥିଲେ । ସେଠାରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବାଦ- ବିବାଦ ମଧ୍ୟ ହୋଇଛି। ଉଭୟ ଜହ୍ନବୀ କପୁର ଏବଂ ଖୁସୀ କପୁର କରଣଙ୍କ ସହ ଏହି ମଞ୍ଚରେ ଥିଲେ । ସୋ’ର ରାପିଡ୍ ଫାୟାର ରାଉଣ୍ଡ‌ରେ କରଣ […]

ନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ

ନୟାଗଡ଼,୨/୧: ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ।ନାଟକ ରଚନା କରିବା ସହ ନିର୍ଦ୍ଦେଶନା […]

ନୂଆ ଘର କିଣିଲେ ଜନ ଆବ୍ରାହମ ଆଉ ଏବେ ଚର୍ଚାରେ …

ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ । ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ କାରବାର ହୋଇଛି।ଜନ ମୁମ୍ବାଇର ଲିଙ୍କିଂ ରୋଡରେ ଥିବା ଏକ ବଙ୍ଗଳା ପାଇଁ ଏହି ଚୁକ୍ତି ଶେଷ କରିଛନ୍ତି। ସେ ୭୫ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଛନ୍ତି।ଏଥିପାଇଁ ଜନ୍ ଅବ୍ରହାମ ୪.୨୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, ଖାରର ଲିଙ୍କ୍ ରୋଡ୍ ଯେଉଁଥିରେ ଜନ୍ ଆବ୍ରାହମ୍ ଏହି ବଙ୍ଗଳା କିଣିଛନ୍ତି। ତାହା ଏକ […]

ଛାତ୍ରୀଙ୍କୁ ପ୍ରେମ ନିବେଦନ ପ୍ରଧାନ ଶିକ୍ଷକଙ୍କୁ  ମହଙ୍ଗା ପଡ଼ିଛି।

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ପ୍ରଧାନ ଶିକ୍ଷକ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି। ତେଣୁ ତାଙ୍କୁ ନିଲମ୍ୱନ କରିଛନ୍ତି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ । ନିଲମ୍ୱିତ ପ୍ରଧାନ ଶିକ୍ଷକ ହେଉଛନ୍ତି ବୃଷଭାନୁ ନାୟକ । ଏହି ଘଟଣା ଘଟିଛି ନକ୍ଷତ୍ର ମାଳିନୀ ହାଇସ୍କୁଲ ରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରୀ ଙ୍କ ସହିତ ,ପ୍ରେମ ପାଠ ପଢ ମୁଁ ତୋତେ ଅଧିକ ମାର୍କ ଦେବି ଇତ୍ୟାଦି ଅଶ୍ଳୀଳ […]

ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କି ?

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ବିଜେପି ଦାବିକରୁଛି। ହେମନ୍ତ ସୋରେନ ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ୭ଟି ନୋଟିସ୍ ଟାଳି ସାରିଲେଣି। ଏଣୁ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବା ଆଶଙ୍କାରେ […]

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ ଓ ବାପାଙ୍କ ପରିଚୟ ମିଳିଲା

ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। […]

ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି | ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ତେବେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି | ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଏହି ନିମନ୍ତ୍ରଣ ପତ୍ର […]

ଶିକ୍ଷକମାନଙ୍କ ସମୃଦ୍ଧି ପ୍ରଶିକ୍ଷଣ ଶିବିର ଆରମ୍ଭ

ନୟାଗଡ଼,୨/୧: ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ବିଦ୍ୟାଳୟ ଶିକ୍ଷଣରେ ମାନ ନିର୍ଦ୍ଧାରଣ ଓ ମୂଲ୍ୟାୟନ ସମ୍ପର୍କିତ ସମୃଦ୍ଧି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଶିବିରର […]

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ କେନ୍ଦ୍ର ସରକାର କଲେ ଆତଙ୍କବାଦୀ ଘୋଷଣା

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ୍ ଅନୁସାରେ, ଖଲିସ୍ତାନୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାସ୍‌ନାଲ ସହ ଜଡ଼ିତ ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରାରଙ୍କ ପଛରେ ବହୁ ବିଦେଶୀ ଆତଙ୍କବାଦୀ ସଂଗଠନର ସମର୍ଥନ ରହିଛି। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ସେ ମାଷ୍ଟରମାଇଣ୍ଡ ଥିବା ପୋଲିସ କହିଥିଲା।ଗୋଲ୍ଡି ବ୍ରାର […]

ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର SOP ଅନୁମତି

ଶୀତଋୁତୁ ଆରମ୍ଭ ସହ ଜମିଛି ପିକ୍‌ନିକ୍‌ ଆସର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ସ୍ଥାନମାନଙ୍କରେ ବଣଭୋଜି ପାଇଁ ମଧ୍ୟ ଲୋକଙ୍କ ଖୁବ୍‌ ଭିଡ଼ ଦେଖିବାକୁ ମିଳିଛି।ତେବେ ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ ରହିଛି। ଯଦି ଆପଣମାନେ ପିକନିକ୍ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏସବୁ ବିଷୟରେ ପ୍ରଥମେ ଜାଣି ନିଅନ୍ତୁ।ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ […]

ଏକଦିବସୀୟରୁ ଅବସର ଘୋଷଣା କଲେ ଏହି ଖେଳାଳି

ନୂଆବର୍ଷରେ ଅବସର ନେଲେ ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର । ଟେଷ୍ଟ ପରେ ଦିନିକିଆକୁ ସନ୍ୟାସ ନେଇଛନ୍ତି ଓପନର ବ୍ୟାଟର ଡେଭିଡ୍ ଓ୍ବାର୍ଣ୍ଣର। ବିଶ୍ବକପରେ ଅବସର ନେଇ ଘୋଷଣା କରିଥିଲେ ମଧ୍ୟ କେବେ ନେବେ ସ୍ପଷ୍ଟ କରି ନଥିଲେ,ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। […]

ନିଜ ଅଫିସକୁ ଭଡ଼ାରେ ଦେଲେ ଅମିତାଭ କିନ୍ତୁ କାହିଁକି ??

ବଲିଉଡ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ । ପୁଣି ଥରେ ସେ ଚର୍ଚ୍ଚାର ଭିତରକୁ ଆସିଛନ୍ତି। ଇକୋନୋମିକ ଟାଇମ୍ସ ଏବଂ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରା ଜିଲାରେ ଥିବା ତାଙ୍କର ୪ଟି ବ୍ୟବସାୟିକ ସମ୍ପତ୍ତି ୱାର୍ଣ୍ଣର ମ୍ୟୁଜିକ ଇଣ୍ଡିଆ ଲିମିଟେଡକୁ ୫ବର୍ଷ ପାଇଁ ଲିଜ ଦେଇଛନ୍ତି। ଏହି ସମ୍ପତ୍ତି ୧୦ ହଜାର ବର୍ଗଫୁଟ ଉପରେ ବିସ୍ତାର ହୋଇଛି ।ସୁପରଷ୍ଟାର ଅଗଷ୍ଟ ୨୦୨୩ରେ ଏହି ଚାରୋଟି ସମ୍ପତ୍ତି କ୍ରୟ କରିଥିଲେ। ଏଗୁଡ଼ିକର ପ୍ରତ୍ୟେକର ମୂଲ୍ୟ […]