ଭାଗବତ ସପ୍ତାହରେ ଚାଲିଥିଲା ଭୋଜିଭାତ, ଆଉ ଏପଟେ ଡାଲମାରେ ପଡ଼ିଯାଇଥିଲା ବିଷାକ୍ତ ସାପ, ଆଉ ଏହି ବିଷାକ୍ତ ସାପ ମିଶା ଡାଲମା ଖାଇ ୪୦ ରୁ ଅଧିକ ଲୋକ ଏବେ ମେଡିକାଲରେ ପଡ଼ିଛନ୍ତି ।ସୂଚନା ଥାଉକି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟିର ୧୦ ନଂ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ […]
Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସୟସୀମା ଅନୁସାରେ, CPET ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୮ ତାରିଖ ଶେଷ ତାରିଖ ରହିଥିଲା। କିନ୍ତୁ, ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବେଦନର ସମୟସୀମାକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ […]
ଏସସିବି ମେଡିକାଲ ପରିଚାଳନାର ଉତ୍ତର ଦାୟିତ୍ୱ କାହାର ? ଏ ପ୍ରଶ୍ନ କରିଛନ୍ତି ନବ ନିର୍ବାଚିତ ସାଂସଦ ଡଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି କେବଳ କିଛି ତଳିଆ କର୍ମଚାରୀ ଅବା ଅଧିକାରୀଙ୍କୁ ସସ୍ପେଣ୍ଡ କରି ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ପାରିବେ ନାହିଁ | ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବା ପରେ ସରକାର ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ କିମ୍ବା ଏସସିବି ଅଧିକ୍ଷକ କାହିଁକି ଉତ୍ତରଦାୟୀ ହେବେନାହିଁ […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୭୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୬୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୧,୭୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞଙ୍କ ମତରେ, ସୁନା ଏବେ କିଣିବା ପାଇଁ […]
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ।୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯାଉଛି । ତେବେ ମାଟ୍ରିକ୍ ଖାତାଦେଖାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସ୍ପଷ୍ଟ ଉତ୍ତର । ମନ୍ତ୍ରୀ କହିଛନ୍ତି ମାଟ୍ରିକ […]
ଇରାନର ସର୍ବବୃହତ ଦକ୍ଷିଣ ପାର୍ସ ଗ୍ୟାସ୍ ଫିଲ୍ଡ ଉପରେ ସମ୍ପ୍ରତି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଏହି ଆକ୍ରମଣରେ ସାମିଲ ନଥିଲା। ଏପରି କହି ଟ୍ରମ୍ପ ଆକ୍ରମଣରୁ ନିଜକୁ ଅଲଗା କରି ଦୂରେଇ ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ କତାରର ତରଳ ପ୍ରାକୃତିକ ଗ୍ୟାସ (LNG) ଭିତ୍ତିଭୂମି ଉପରେ ଆହୁରି […]
ବୋଲଗଡ଼,୧୯/୦୩(ସୁଶାନ୍ତ କୁମାର ପ୍ରଧାନ):ପରିବା ମାନଙ୍କ ମଧ୍ୟରେ କାଙ୍କଡ ହେଉଛି ଅନ୍ୟତମ। ଏହି ପରିବାଟି ଦେଶୀ ପରିବା ଅଟେ।ଯାହା କି ବର୍ଷାଦିନେ ଏହି କାଙ୍କଡ ପରିବାଟି ଆମ ରାଜ୍ୟର ପ୍ରତ୍ୟେକ ପାହାଡିଆ ଜଙ୍ଗଲ ଅଞ୍ଚଳ ରେ ଫଳିଥାଏ । ଏହା ଲତା ଯାତିୟ ଗଛ ଅଟେ। ଏବେ ମଧ୍ୟ କେହି କେହି ଚାଷୀ ଏହାର ଚାଷ ମଧ୍ୟ କଲେଣି।ପ୍ରାୟତଃ କିଛି କିଛି ବ୍ୟକ୍ତିମାନେ ନିଜ ବାଡିରେ କାଙ୍କଡ ଗଛ ଲଗାଇଲେଣି। ଏହି ପରିବାଟି ଅଧିକ ଅମଳକ୍ଷମ ପରିବା କହିଲେ […]
ଏମ୍ସ ପ୍ଲସ ଢାଞ୍ଚାରେ ନିର୍ମାଣ ହେଉଥିବା ଏସସିବି ସମ୍ପ୍ରସାରଣ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତବର୍ଷ ଜୁନ ୩୦ ସୁଦ୍ଧା ଏହି କୋଠା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଚଳିତ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଏସସିବିର ନୂଆ କ୍ଲିନିକାଲ ଓ ହଷ୍ଟେଲ ବିଲ୍ଡିଂ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ସରକାର ଦାୟିତ୍ୱ ହସ୍ତଗତ କରିବା ପରେ ଏମ୍ସ ପ୍ଲସ ଏସସିବିର ନିର୍ମାଣ ନେଇ ଭୁବନେଶ୍ୱରରେ ବାରମ୍ବାର […]
ଚୀନ ଅଭିମୁଖେ ଯାତ୍ରା କରୁଥିବା ରୁଷ୍ର ଏକ ତୈଳ ବୋଝେଇ ଦକ୍ଷିଣ ଚୀନ ସାଗରରେ ହଠାତ୍ ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ମୁହାଁଇଥିବା ଜଣାପଡିଛି। ଏହି ଟ୍ୟାଙ୍କରଟି ଆସନ୍ତା ୨୧ରେ କର୍ଣ୍ଣାଟକର ମାଙ୍ଗାଲୋର ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି।ଏହି ସିପ୍ରେ ‘ୟୁରାଲ’ ତୈଳ ଆସୁଛି । ଯାହାକି ଜାନୁଆରୀ ଶେଷରେ ବାଲଟିକ୍ ବନ୍ଦରରୁ ବାହାରିଥିଲା । ଚୀନର ରିଜହାଓ ପହଞ୍ଚିବାର ଥିଲା ।ଏହା ଚୀନ୍ର ରିଜ୍ହାଓ ବନ୍ଦରରେ ତୈଳ ଅନଲୋଡ କରିବା କଥା। ତେବେ ଭାରତ […]
ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୧ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ […]
କଟକ SCB ହସ୍ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ୧ – କଟକ ସର୍କଲର ଡେପୁଟି ଫାୟାର ଅଫିସର ଶ୍ରୀ ପ୍ରକାଶ କୁମାର ଜେନା ୨- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ସଞ୍ଜୀବ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ […]
