author

ରେଳ ଓଭର ବ୍ରିଜ (ROB) ଉପରେ ଦୁଇ ଚକିଆ ଯାନ ଚଳାଚଳକୁ ଆଂଶିକ ଅନୁମତି

ରାୟଗଡ଼ା, ତା. ୧୮ ମାର୍ଚ୍ଚ ୨୦୨୬:ଜନସାଧାରଣଙ୍କ ସୂଚନାର୍ଥେ ଏହିମାଧ୍ୟମରେ ଜଣାଇ ଦିଆଯାଉଛି ଯେ, ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ (ROB) ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ତା. ୧୦ ଜାନୁଆରୀ ୨୦୨୬ ଠାରୁ ସେତୁଟିକୁ ସମସ୍ତ ପ୍ରକାର ଯାନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଥମିକତା […]

ରମେଶଙ୍କ ବିସ୍ଫୋରଣ, ଶୀଘ୍ର ବନ୍ଦ ହେବ କଂଗ୍ରେସ ଅଫିସ

କ୍ରସ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ । ସୁଯୋଗକୁ ଅପେକ୍ଷା କରିଥିଲି , ପ୍ରତିଶୋଧ ନେଲି । ମୋ ମାଆ ବାପଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଭୋଟ ଦେଲିନି । ପ୍ରଥମ ରାଗ ବିଜେଡି ଓ ଦ୍ୱିତୀୟ ରାଗ କଂଗ୍ରେସ ଉପରେ ଥିଲା। ପ୍ରତିଶୋଧ […]

ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ଅଗ୍ରଗତି ନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଞ୍ଚଳ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିବା ସହ ବାକିଥିବା କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ୬ଟି ଟାୱାରବିଶିଷ୍ଟ […]

ଯୁଦ୍ଧଗ୍ରସ୍ତ ଇରାନକୁ ସହାୟତା ପଠାଇଲା ଭାରତ

ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି।ହେରାନରେ ମେଡିକାଲ ଉପକରଣ ପହଞ୍ଚିଥିବା ନେଇ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଭାରତରେ ଥିବା ଇରାନ୍ ଦୂତାବାସ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ଭାରତୀୟଙ୍କୁ ସାଧୁବାଦ ଜଣାଇଛି ଇରାନ୍ । ନୂଆଦିଲ୍ଲୀ ପଠାଇଥିବା ମେଡିକାଲ ସହାୟତା ଦେଶର ରେଡ୍ କ୍ରେସେଣ୍ଟ ସୋସାଇଟ୍ ଗ୍ରହଣ କରିଥିବା ନେଇ ଇରାନ ଦୂତାବାସ ସ୍ପଷ୍ଟ କରିଛି । ଭାରତର […]

ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ ପରିବାର, କୋରିଅର ଖୋଲିବାରୁ ମିଳିଲେ ଜୀବିତ

କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ, ଲୋକମାନେ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ ପାଇଁ କେତେ ବ୍ୟାକୁଳ ।ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ବସ୍ତା ଭିତରେ ଭର୍ତ୍ତି କରି କୋରିଅର ଅଫିସକୁ ନେଇ ଯେତେବେଳେ ମାଙ୍ଗାଲୁରୁକୁ ପାର୍ସଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ସେ ହେଉଛନ୍ତି ପୁଣି ମହିଳାଙ୍କ ବାପା।ତେବେ ଉଗାଦି ଏବଂ ଇଦ୍-ଉଲ୍-ଫିତର […]

କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କଲା ସ୍ୱାମୀ

ବାଲେଶ୍ଵର ପରିବାର ଅଦାଲତ ନିକଟରେ ହାଇଡ୍ରାମା । କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କରିଦେଲା ନିର୍ଦ୍ଦୟ ସ୍ୱାମୀ । ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ ମାଡ଼ ଖାଇ ମେଡିକାଲ ଯାଇଛନ୍ତି ସ୍ତ୍ରୀ। ଅନ୍ୟପକ୍ଷରେ ସ୍ବାମୀଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଉଠାଇ ନେଇଛି। ସୂଚନାମୁତାବକ ସ୍ୱାମୀ ପ୍ରତାପ ଜେନା ସ୍ତ୍ରୀ ଅନୀମା ଜେନାଙ୍କୁ ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ଅନିମା […]

କିରୋସିନି ଢାଳି ଜିଅନ୍ତା ଜଳିଗଲେ ଜଣେ ମହିଳା

ପପିଲି ବଳଙ୍ଗା ଥାନା  କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ଜିଅନ୍ତା ଜଳିଗଲେ ଜଣେ ମହିଳା ।  କିରୋସିନି ନିଆଁରେ ପୋଡି ହୋଇ ମହିଳା ଜଣକ ଜୀବନ ହାରିଥିବା କୁହାଯାଉଛି । ସୂଚନା ପାଇ ପିପିଲି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ପାରିପାର୍ଶ୍ଵିକ ସ୍ଥିତିରୁ ନିଜେ ପୋଡି ହୋଇ ମରିଥିବା କହିଛନ୍ତି । ତେବେ ମହିଳା ଜଣଙ୍କ କେଉଁ କାରଣରୁ ନିଜେ ଜାଳି ହୋଇ ମରିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ ଚାପ, […]

ନୋରାଙ୍କ ‘ସର୍‌କେ ଚୁନର୍’ ବିବାଦ, ସମାଲୋଚନା ପରେ YouTubeରୁ ହଟିଲା ଗୀତ

ଅପ୍‌କମିଙ୍ଗ ବଲିଉଡ୍ ଫିଲ୍ମ ‘କେଡି: ଦ ଡେଭିଲ୍’ର ଗୀତ ‘ସର୍‌କେ ଚୁନର୍ ତେରୀ ସର୍‌କେ’କୁ ନେଇ ବିବାଦ ତେଜିଛି । ଗୀତରେ ନୋରା ଫତେହି ଓ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି । ବ୍ୟାପକ ବିରୋଧ ଓ ସମାଲୋଚନା ପରେ ନିର୍ମାତା ଏହାର ହିନ୍ଦୀ ଭର୍ସନକୁ YouTubeରୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି ।କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ଏହି ଗୀତଟି ଅନ୍ୟାନ୍ୟ ଭାଷାରେ ଶୁଣିବାକୁ ମିଳୁଛି । ଏହାର ତାଲିମ, ତେଲୁଗୁ, […]

ଟ୍ରଷ୍ଟ ଗଠନ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ

ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ । ‘ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ’ । ମୋ ଭାଇ ଭଉଣୀ ମୋତେ ଆନନ୍ଦ ଭବନ ଦାନ କରିଛନ୍ତି। ବେକ ଅପରେସନ ପାଇଁ ବମ୍ବେ ଦିଲ୍ଲୀ ଯାଇଥିଲି। ଓକିଲ ଏବଂ ଚଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖାସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଗୁରୁତର ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ […]

ବିଜେବି କଲେଜ ହଷ୍ଟେଲରେ ଛାତ୍ର ଗଣ୍ଡଗୋଳ ଘଟଣାରେ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବିଜେବି କଲେଜ ହଷ୍ଟେଲରେ ଛାତ୍ର ଗଣ୍ଡଗୋଳ ଘଟଣାରେ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ରେସିଡେନ୍ସି କମିଟି ବୈଠକ ସରିବା ପରେ ଏନେଇ ସୂଚନା ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ । ଗଠନ ହୋଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ୨୪ ଘଣ୍ଟା ଭିତରେ କଲେଜ ଅଧ୍ୟକ୍ଷକଙ୍କୁ ରିପୋର୍ଟ ଦେବ । ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଫେରୱାଲ୍ ପାର୍ଟିରେ DJ ବଜାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏବେ ପରିସ୍ଥିତି ଶାନ୍ତ […]

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ପସନ୍ଦର ସିଟ୍‌ରେ ବିମାନ ଯାତ୍ରା ପାଇଁ ଦେବାକୁ ପଡିବନି ଅତିରିକ୍ତ ଟଙ୍କା

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ଅର୍ଥାତ୍ ସିଟ୍ ଚୟନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ, ଏକାଠି ଟିକେଟ୍ ବୁକ୍ କରୁଥିବା ପରିବାରଗୁଡ଼ିକ ବିମାନରେ ପରସ୍ପର ପାଖରେ ବସିପାରିବେ । ବିମାନ ବିଳମ୍ବ କିମ୍ବା ବାତିଲ ହେଲେ ମଧ୍ୟ ବିମାନ କମ୍ପାନୀଗୁଡ଼ିକୁ ମନଇଚ୍ଛା କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ […]

ରାଜ୍ୟସଭା ନିର୍ବାଚନରେ ଘୋଡାବେପାର !ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ

ରାଜ୍ୟସଭା ନିର୍ବାଚନରେ ଘୋଡାବେପାରକୁ ନେଇ ତେଜିଛି ରାଜନୀତି । ଏହି ପରିପ୍ରେକ୍ଷୀରେ ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର ।। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି, ଆଦର୍ଶ ରହିଛି । ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢୁଛି , ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି […]