author

RWSS କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ସସସ୍ତ କର୍ମଚାରୀଙ୍କ ହେବ ପରିସ୍ରା ଟେଷ୍ଟ

ଗଜପତି ଜିଲା ଆର୍‌. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣାରେ RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା lପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼। ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡ୍‌ରେ ଛାଡ଼ିଛି ପୋଲିସ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।ସୂଚନା ଅନୁଯାୟୀ, ଗତ ୨୨ତାରିଖ […]

ଆଜି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ

-ୟୁପିଆଇ କାରବାରରେ ପରିବର୍ତ୍ତନ-ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ-ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି-ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ-ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ-ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ-ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ କାହିଁକି ଚାର୍ଜ ଲାଗୁ କରାଯାଉଛି? ସରକାର କୌଣସି ବ୍ୟବସାୟୀଙ୍କଠାରୁ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ହାର) ଆଦାୟ କରେ ନାହିଁ। କିନ୍ତୁ NPCI ବ୍ୟାଙ୍କ […]

ଆଜି ସମ୍ବଲପୁରୀ ଦିବସ । ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ଆଜି ସମ୍ବଲପୁରୀ ଦିବସ । ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ପୋଷାକ ପିନ୍ଧି , ନାଚି ଗାଇ ଉତ୍ସବ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଭାଷା ସାହିତ୍ୟର ପୁରୋଧା ସତ୍ୟାନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପ୍ରତିବର୍ଷ ପାଳନ କରୁଛନ୍ତି, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାବାସୀ । ଦୀର୍ଘବର୍ଷ ଧରି ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହି ଦିବସର ଏକମାତ୍ର […]

LPG ସିଲିଣ୍ଡର ମୂଲ୍ୟରେ ୩୩.୫୦ ଟଙ୍କା କମିଲା

ଆଜି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ । କିଛି ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏହା ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ । ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ହେବ ବଡ ପରିବର୍ତ୍ତନ। ତେବେ ତୈଳ ବିପଣନ କମ୍ପାନୀମାନେ […]

ମୁନିଗୁଡ଼ା ରେ ସ୍ବେଛାକୃତ ରକ୍ତଦାନ ଶିବିର।

ମୁନିଗୁଡ଼ା/୩୧/୭ ରାୟଗଡ଼ା ଜିଲ୍ଲା ମୁନିଗୁଡା ଗୌଡ଼ ସାହି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସମ୍ବାଦ ଓ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ମୁଖ୍ୟ ଅତିଥି ରୂପେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷକ ମାତୃ ପ୍ରସାଦ ଦାସ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ରାୟଗଡ଼ା ରକ୍ତ ଭଣ୍ଡାର ଡାକ୍ତର ଗୌତମ ପଟ୍ଟନାୟକ,ବି.କିଶୋର କୁମାର, ଉମାକାନ୍ତ ମିଶ୍ର,ଶଙ୍କର ତାଡିଙ୍ଗି, ଚିନ୍ମୟ ପରିଛା ପ୍ରମୁଖ ଯୋଗ ଦେଇ […]

OTET ପ୍ରଶ୍ନପତ୍ର ଲିକ୍ ଘଟଣା, ଆଉ ୨ ଜଣ ଶିକ୍ଷକଙ୍କୁ ଗିରଫ

OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି । ଘଟଣାରେ କ୍ରାଇମବ୍ରାଞ୍ଚ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ କୋରାପୁଟ ଓ କଳାହାଣ୍ଡିର ଶିକ୍ଷକ ବୋଲି ଜଣାପଡିଛି ।ଗିରଫଦାରୀ ମଧ୍ୟରେ ଶିକ୍ଷକ ଓ ପେଷାଦାର ଭାଇରଲକାରୀ ମଧ୍ୟ ଥିଲେ । ପୂର୍ବରୁ ଗିରଫ ହୋଇଛନ୍ତି ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ […]

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍‌ଗ୍ରୁଭ୍‌ ନର୍ସରୀରେ ଦେଖିବାର ସୁଯୋଗ ପାଇବେ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ […]

୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ୫ ବର୍ଷର ଶିଶୁ ସ୍ମୃତି ସାଲୋମ

ବିସ୍ମୟ ଶିଶୁ ସ୍ମୃତି ସାଲୋମ । ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଲେ ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗାଁର ଉତ୍ସାହ ର ମାହୋଲ । ଗାଁର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗରଙ୍କ ଶିଶୁ ପୁତ୍ର ହେଉଛନ୍ତି ସ୍ମୃତି ସାଲୋମ ।୫ ବର୍ଷ ୯ ମାସର ଶିଶୁ । ହେଲେ ଅନର୍ଗଳ କହୁଛନ୍ତି ଦେଶ , ବିଦେଶର ନାଁ ସାଙ୍ଗକୁ କବି , […]

ଆଜିର ରାଶିଫଳ(୧ ଅଗଷ୍ଟ, ୨୦୨୫)

ମେଷ – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବୃଷ – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି […]

ଭବାନୀପାଟଣା ଜେଲରୁ ବାହାରିଲେ ଧୀମାନ ଚକମା

ଭବାନୀପାଟଣା ଜେଲ୍‌ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍‌ମା। ୪୦ ଦିନ ପରେ ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା। କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସର୍ତ୍ତମୂଳକ ଜାମିନ୍‌ରେ ଧିମାନ ଚକ୍‌ମା ଜେଲରୁ ବାହାରିଲେ।ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେେ ଚମକାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ l

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ। କିଡନାପ କରି ନେଇ ନାବାଳିକାକୁ ଦୁଷ୍କର୍ମ କରୁଥିଲା ନର ରୂପୀ ରାକ୍ଷସ। ସେପଟେ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ଆଉ ୧୪ ଦିନ ପରେ ରାକ୍ଷସ କବଳରୁ ମୁକ୍ତି ପାଇଲା ଝିଅ।ନାବାଳିକାକୁ ଉଦ୍ଧାର କରିବା ପରେ ବ୍ୟାନ ରେକର୍ଡ କରାଗଲା । ମାଜଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଗଲା । ନାବାଳିକାର କହିବା କଥା ଅଭିଯୁକ୍ତ ତାକୁ ନେଇ ଏକ ଭଡ଼ା […]

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା । ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress । ଏହାକୁ ଅପସାରଣ କରାଯାଇଥିବା X’ରେ ପୋଷ୍ଟ କରି କହିଲା AliExpress ।ରିପୋର୍ଟ କରାଯିବା ପରେ ସେହି ଜିନିଷକୁ ସମୀକ୍ଷା କରି ଅପସାରଣ କରିଛୁ’ ବୋଲି ପୋଷ୍ଟରେ କୁହାଯାଇଛି । ତେବେ ଏହାକୁ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହ ୱେବ୍ ସାଇଟକୁ କ୍ଷମା ମାଗିବା ପାଇଁ କହିଥିଲେ। ମହାପ୍ରଭୁ ଜଗନ୍ନାଥ ପ୍ରତି […]