ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍ ସିଟି ଡ୍ରାଇଭ୍ କାର୍ଯ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ଏଣିକି ଏହା ଉପରେ କଡ଼ା ନଜର ରଖିବ ପୁଲିସ। ଗାଡ଼ି ଚାଳନା ବେଳେ ମୋବାଇଲରେ କଥା ହେଉଥିବା ଧରାପଡ଼ିଲେ ଗାଡ଼ି ସହ ମୋବାଇଲ ଫୋନକୁ ବି ଜବତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, […]
ଏଣିକି ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍ ଛକରେ ଲାଗିବ ସ୍ପାଇକ୍ ବ୍ୟାରିଅର୍। ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।ପୁଲିସ ଚେକିଂ ବେଳେ ରୋଡରୋମିଓଙ୍କ ପାଇଁ ରାସ୍ତାରେ କଂଟା ବିଛାଇବ ପୁଲିସ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ ହେବାକୁ ଯାଉଛି । ମଦୁଆଙ୍କୁ ସାବାଡ ପାଇଁ ଚେକିଂ ବେଳେ ଭୁଲ ରାସ୍ତାରେ କିମ୍ବା ୟୁ-ଟର୍ଣ୍ଣ କରି […]
ଦେଶରେ ଲୋକସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ନଆସୁଣୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ପଡିଛି। ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର। ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରମୁଖ କମ୍ପାନୀ ଅମୁଲ ଆଜିଠୁ ଦର ବୃଦ୍ଧି ନେଇ ଘୋଷଣା କରିଛି। ଅମୁଲ ନିଜର ଗୋଲ୍ଡ ବ୍ରାଣ୍ଡ ସମେତ ଅନ୍ୟ ସମସ୍ତ ଭେରାଇଟି ବ୍ରାଣ୍ଡ କ୍ଷୀରର ଲିଟର ପ୍ରତି ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଥିବା ବେଳେ […]
ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଛି। ଆଜି ସକାଳୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ଫ୍ଲାଇଟ୍ ର କ୍ରୁ ମେମ୍ବରଙ୍କୁ ହଠାତ୍ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏବଂ ସେଥିରେ ଲେଖାଥିଲା ଡୁ ନଟ୍ ଲ୍ୟାଣ୍ଡ ବମ୍ବେ , ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ । ବିମାନ 6E 5314 ସକାଳ ପ୍ରାୟ ୭ଟାରେ ଚେନ୍ନାଇରୁ ଉଡ଼ିଗଲା। ଏହା ମୁମ୍ବାଇ ବିମାନବନ୍ଦରରେ ସକାଳ ପ୍ରାୟ […]
ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ବ୍ରେକ୍ଅପ୍ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ୨୦୧୯ରେ ଏହି ଦମ୍ପତି ଅଫିସିଆଲ ଭାବରେ ସେମାନଙ୍କର ସମ୍ପର୍କକୁ ନିଶ୍ଚିତ କରିଥିଲେ । ଉଭୟ ପ୍ରାୟତଃ ଏକାଠି ଦେଖାଯାଉଥିଲେ ଏବଂ ସୋସିଆଲ ମିଡିଆରେ ପରସ୍ପରର ଫଟୋରେ କମେଣ୍ଟ ମଧ୍ୟ କରନ୍ତି । ହେଲେ କିଛି ସମୟ ପୂର୍ବରୁ ଏହି କପଲଙ୍କର ବ୍ରେକଅପ୍ ହୋଇଥିଲା। କିନ୍ତୁ ଅର୍ଜୁନ କପୁର ଏବଂ ମଲାଇକା […]
ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ. ବିପିନ କୁମାର ପଟ୍ଟନାୟକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଶ୍ବିନୀ କୁମାର ନାୟକ ଗତକାଲି ଅବସର ଗ୍ରହଣ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଡ. ପଟ୍ଟନାୟକ ଜଣେ ଛାତ୍ର ବତ୍ସଳ ଏବଂ ସୁ ଅଧ୍ୟାପକ ଭାବେ ବେଶ ଜଣାଶୁଣା ଥିବା […]
*ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।* *ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]
ସ୍ୱଳ୍ପ ଚଳଚ୍ଚିତ୍ର ରିଲିଜ୍ ଏବଂ ଦର୍ଶକଙ୍କ ଆଗମନ ସଂଖ୍ୟା ହ୍ରାସ କାରଣରୁ ସଂଗ୍ରାମ କରୁଥିବା ପ୍ରେକ୍ଷାଳୟଗୁଡିକ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ଟିକେଟ୍ ପ୍ରଦାନ କରିବେ। ମଲ୍ଟିପ୍ଲେକ୍ସ ଏବଂ ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକ ମିଳିତ ହୋଇ ମେ ୩୧ ରେ ମାତ୍ର ୯୯ ଟଙ୍କାରେ ଦର୍ଶକଙ୍କୁ ସିନେମା ଦେଖିବାର ସୁଯୋଗ ପ୍ରଦାନ କରିବେ, ଯାହା ‘ସିନେମା ପ୍ରେମୀ ଦିବସ’ ଭାବରେ ପାଳନ କରାଯିବ। ଚଳିତ ଥର ସିନେପ୍ରେମୀ ଦିବସରେ ରାଜକୁମାର ରାଓ-ଜାହ୍ନବୀ କପୁରଙ୍କ ଫିଲ୍ମ […]
*ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।* *ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
ଦେଶରେ ଭୂତଳ ଜଳ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଳ ଅପଚୟ ରୋକିବାକୁ କଠୋର ପଦକ୍ଷେପ ନେବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଦିଲ୍ଲୀ ଜଳ ବୋର୍ଡ ବୁଧବାର ଘୋଷଣା କରି କହିଛି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଯିଏ ପାଣି ନଷ୍ଟ କରୁଥିବାର ଧରାପଡ଼ିବେ ସେମାନଙ୍କର ୨୦୦୦ ଟଙ୍କା ଚାଲାଣ କଟାଯିବ। ଜଳ ଅପଚୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୨୦୦ଟି ଦଳ ନିୟୋଜିତ କରିବାକୁ ଦିଲ୍ଲୀ ଜଳ […]
ଯୁଦ୍ଧ ମଇଦାନରେ ଯଦି ଗୋଟେ ପାଖରେ ରୋବଟ୍ ଏବଂ ଅନ୍ୟ ପକ୍ଷରେ ମଣିଷ ଭିତରେ ଯୁଦ୍ଧ ହୁଏ ତେବେ କିଏ ଜିତିବ? ଆଗକୁ ଯୁଦ୍ଧ ମଇଦାନରେ ଏପରି କିଛି ଦେଖିବାକୁ ମିଳିପାରେ । ଚୀନର ଏକ ଗଣମାଧ୍ୟମ ଏକ ରୋବଟ୍ ଡଗର ୨ମିନିଟର ଭିଡିଓ ଜାରି କରିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା, ରୋବଟ୍ ଡଗ୍ ପିଠିରେ ଏକ ଅଟୋମେଟିକ୍ ରାଇଫଲ୍ ଫିଟ୍ କରାଯାଇଛି । ଯୁଦ୍ଧ ମଇଦାନରେ କିପରି ଯୁଦ୍ଧ କରାଯାଏ ସେ ସମସ୍ତ କଳା […]
*ମେଷ: ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।* *ବୃଷ: ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।* *ମିଥୁନ: […]
