ଟ୍ରେନ୍‌ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ

ଟ୍ରେନ ବଗି ତଳେ ୨୫୦ କିଲୋମିଟର ଯାତ୍ରା । ଅର୍ଥାଭାବରୁ ଟିକେଟ୍ କିଣି ନପାରି ଲୋକଟି ଏକ ଏକ୍ସପ୍ରେସ ଟ୍ରେନର ବଗି ତଳେ ଝୁଲିଝୁଲି ଇତର୍ସିଠାରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରିଛି ।ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ଏହି ଘଟଣାର ଖୁଲାସା ହୋଇଥିଲା। ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ରେଳ କର୍ମଚାରୀ ତାହାର ଯାଞ୍ଚ […]

ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ ମନମୋହନ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଶେନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମନମୋହନ ସିଂଙ୍କ ଭାବମୂର୍ତ୍ତି ଜଣେ ଗମ୍ଭୀର ତଥା ଉତ୍ସର୍ଗୀକୃତ ନେତାଙ୍କ ଛବି ଥିଲା, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ସରଳ ଏବଂ ଗଭୀର ଥିଲା।ମନମୋହନ ସିଂ ସବୁବେଳେ ସମାନ ରଙ୍ଗର ଅର୍ଥାତ୍ ନୀଳର ରଙ୍ଗର ପଗଡି ପିନ୍ଧିଥିବାର ନଜର ଆସୁଥିଲେ। ଏହାପଛର କାରଣ କ’ଣ ? ଥରେ ନୀଳ ପଗଡି ପିନ୍ଧିବାର କାରଣ କହିଥିଲେ […]

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା‘ବୁକ୍‌ ପୋଷ୍ଟ’ ବନ୍ଦ

ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରେଡିଷ୍ଟର୍ଡ ବୁକ୍‌ ପୋଷ୍ଟ(ଆର୍‌ବିପି) ସେବା ଅଧୀନରେ ୫ କିଗ୍ରାର ପୁସ୍ତକ ପଠାଇବା ଲାଗି ୮୦ଟଙ୍କା ଦେୟ ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ ବେଶ ଭଲ। ଏହାଛଡ଼ା ୧୯,୧୦୧ […]

୨୦୨୩-୨୪ ବିଜେପିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା

ଆର୍ଥିକ ବର୍ଷରେ ବିଜେପି ମାଲେମାଲ । ଚିଳିତ ବର୍ଷ ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା ମିଳିଛି । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସାଧାରଣ ଲୋକ, ଟ୍ରଷ୍ଟ ଏବଂ କର୍ପୋରେଟରୁ ୨,୨୪୪ କୋଟି ଟଙ୍କା ପ୍ରାପ୍ତ ହୋଇଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମିଳିଥିବା ଚାନ୍ଦାଠାରୁ ଏହା ତିନିଗୁଣ ଅଧିକ । ଚଳିତ ବର୍ଷ କଂଗ୍ରେସ ତୁଳନାରେ ବିଜେପି ୭୭୬.୮୨% ଅଧିକ ଚାନ୍ଦା ପାଇଛି। ୨୦୨୩-୨୪ ମସିହାରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ […]

ଏସିଡ୍‌ ଆକ୍ରମଣ ଓ ଦୁଷ୍କର୍ମ ପୀଡିତା ମାଗଣା ଚିକିତ୍ସା ପାଇବାର ହକଦାର।

ଏସିଡ୍‌ ଆକ୍ରମଣ ଓ ଦୁଷ୍କର୍ମ ପୀଡିତା ନିଶୁଳ୍କ ଚିକିତ୍ସା ପାଇବାର ହକଦାର । ଏମାନଙ୍କଠୁ ଚିକିତ୍ସା ଫି’ ଆଦାୟ କରିବା ଦଣ୍ଡନୀୟ ଅପରାଧ। ପୀଡିତାଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ । ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ଅବା ନର୍ସିଂହୋମ୍ ମନା କରିପାରିବେ ନାହିଁ। ଏଭଳି କିଛି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।ଅଦାଲତଙ୍କ ଏହି […]

ମେଟା ନେଲା ବଡ଼ ନିଷ୍ପତ୍ତି ।ଏହିସବୁ ଫୋନରେ ହ୍ବାଟ୍ସଆପ୍‌ ଚାଲି ପାରିବ ନାହିଁ ।

ଜାନୁଆରୀ ୧ ତାରିଖରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମେଟା ପକ୍ଷରୁ କୁହାଯାଇଛି କି, କିଛି ମୋବାଇଲ ଫୋନ ବନ୍ଦ ହୋଇପାରେ । ଭାରତରେ ଅଧିକାଂଶ ଲୋକ ହ୍ବାଟ୍ସଆପ୍‌ ବ୍ୟବହାର କରନ୍ତି । ଅନେକ ସମୟରେ ପ୍ଲେ ଷ୍ଟୋରରେ ଅପଡେଟ୍‌ ଆସେ । ଆଉ ଅପଡେଟ୍‌ କରିବା ପରେ ନୂଆ ଫିଚର୍ସ ଆମକୁ ମିଳେ । ହେଲେ ନୂଆ ବର୍ଷରୁ ଆଉ ନୂଆ ଫିଚର୍ସ ଅପଡେଟ୍‌ ହୋଇପାରିବ ନାହିଁ । ତେଣୁ ହ୍ବାଟ୍ସଆପ୍‌ ଚାଲି […]

ବଜାରକୁ ଆସିଲା ହୋଣ୍ଡାର ଆକ୍ଟିଭା ୧୨୫

ହୋଣ୍ଡା ଆକ୍ଟିଭା ୧୨୫ ସିସିର ଅପଡେଟ୍ ଭର୍ସନ ଲଞ୍ଚ ହୋଇଛି। ଏହାର ଆରମ୍ଭ ମୂଲ୍ୟ ୯୪,୪୨୨ ଟଙ୍କା(ଏକ୍ସ ଶୋ ରୁମ ମୂଲ୍ୟ ଦିଲ୍ଲୀ) ରଖାଯାଇଛି। ୨୦୨୫ ଆକ୍ଟିଭା ୧୨୫ରେ ୧୨୩.୯୨ ସିସି ସିଙ୍ଗଲ ସିଲିଣ୍ଡର ପିଜିଏମ୍-ଏଫ୍‌ ଆଇ(ପ୍ରୋଗ୍ରାମ ଫୁଏଲ ଇଞ୍ଜେକ୍ସନ) ଇଞ୍ଜିନ ଦ୍ୱାରା ସଂଚାଳିତ, ଯାହା ଓବିଡି୨ବି ଅନୁରୁପ ଭଳି ୬.୨୦ କିଲୋୱାଟ ପାୱାର ଏବଂ ୧୦.୫ ଏନ୍‌ଏମ ଟର୍କ ଉତ୍ପାଦନ କରିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ଏମଡି/ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁଟୁସୁମୁ ଓଟାନୀ […]

ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ : ରସୁଣ ୪୦ ଟଙ୍କାରେ ମିଳୁଥିଲା ଏବେ ୪୦୦

ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଦିନ ଥିଲା ରସୁଣ ୪୦ ଟଙ୍କା । ଆଜି ତାହା ପହଞ୍ଚିଛି ୪୦୦ କିଲୋରେ । ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ବିଗାଡିଛି ବୋଲି ରାହୁଲ ଟାର୍ଗେଟ କରିଛନ୍ତି । କିନ୍ତୁ ପୁଣି ଥରେ ପରିବା ଦୋକାନରେ ପହଞ୍ଚି ଯେଉଁପରି ଭାବରେ ରସୁଣ କଥା କହିଲେ ତାହାକୁ ନେଇ […]

ଟାରିଫ୍ ନିୟମରେ ସଂଶୋଧନ,ସ୍ପେଶାଲ୍ ରିଚାର୍ଜ କୁପନ୍ ଅବଧିକୁ ୯୦ ଦିନରୁ ବର୍ଷେ ପାଇଁ ବୃଦ୍ଧି

ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ଭଏସ୍ କଲ୍ ଏବଂ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ SMS ପାଇଁ ରିଚାର୍ଜ କୁପନ୍ ପ୍ରଦାନ କରିବାକୁ ପଡିବ। ଏଥିପାଇଁ ସ୍ପେଶାଲ ଟାରିଫ ଭାଉଚର ରହିବ । ଏହାଦ୍ବାରା ଡାଟା ବ୍ୟବହାର କରୁନଥିବା ଗ୍ରାହକ ଉପକୃତ ହୋଇପାରିବେ । ସେହିପରି ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି […]

ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ

କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧, ୦୦୦ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କରିଥିଲେ।ସାଧାରଣତଃ କର୍ମଚାରୀଙ୍କ ବେତନର ୧୨ ପ୍ରତିଶତ ଏବଂ ନିଯୁକ୍ତିଦାତାର ୧୨ ପ୍ରତିଶତ ଅଟେ । ଯଦି ବର୍ତ୍ତମାନ ସର୍ବାଧିକ ବେତନ ସୀମା ବୃଦ୍ଧି କରାଯାଏ, […]

୧୮ OTT ପ୍ଲାଟଫର୍ମକୁ ବନ୍ଦ କଲେ କେନ୍ଦ୍ର ସରକାର

ଅଶ୍ଳୀଳ, ଉତ୍ତେଜକ ଏବଂ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୧୮ OTT ପ୍ଲାଟଫର୍ମକୁ ବ୍ଲକ୍‌ କରାଯାଇଛି। ୨୦୨୪ର IT ନିୟମ ଅନୁଯାୟୀ କେନ୍ଦ୍ର ସରକାର ୨୦୨୪ରେ ୧୮ OTT ପ୍ଲାଟଫର୍ମକୁ ବ୍ଲକ୍‌ କରିଛନ୍ତି। ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଯେଉଁଥିପାଇଁ ଡଚ୍ ଡାଟା ପ୍ରୋଟେକସନ ଅଥରିଟି (ଏପି) ଏହା ଉପରେ ୪.୭୪ ମିଲିୟନ ପାଉଣ୍ଡ ଅର୍ଥାତ ପ୍ରାୟ ୪୨.୩ […]

ସାବଧାନ ! ଏଣିକି ୟୁଟୁବ୍ ରେ ବିଭ୍ରାନ୍ତକର ଥମ୍ବନେଲ୍ ଦେଲ ନିଆଯିବ କାର୍ଯ୍ୟାନୁଷ୍ଠାନ

ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ ସମ୍ପର୍କିତ ଭିଡିଓଗୁଡିକ ଉପରେ ବିଶେଷ ଭାବରେ ନଜର ରଖାଯିବ।ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଖୁଥିବା କେଣ୍ଟେଣ୍ଟ ବିଷୟରେ ଦଶର୍କ ମାନେ ଯେପରି ଦ୍ବନ୍ଦରେ ନ ରହିବେ । ଭୁଲ ଥ‌ମ୍ବନେଲ ଦେଖି ଅଧିକ ଲୋକ […]