ICUରେ ଭର୍ତ୍ତି ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ରାଜସ୍ଥାନ ଅଲୱରରେ ସୀମା ଟପିଗଲା ବର୍ବରତା । ICUରେ ଭର୍ତ୍ତି ମହିଳାଙ୍କୁ ବି ଛାଡିଲେନି । ଅଲୱରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟିଛି। ଏଫ୍‌ଆଇଆର୍‌ ଅନୁଯାୟୀ, ଅପରାଧ ଘଟିବା ପୂର୍ବରୁ ପୀଡିତାଙ୍କୁ ଏକ ନିଶା ଇଞ୍ଜେକ୍ସନ ଦିଆଯାଇଥିଲା। ସେତେବେଳେ ତାଙ୍କ ପରିବାର ୱାର୍ଡ ବାହାରେ ଅପେକ୍ଷା କରିଥିଲେ।ପୁଲିସ ରିପୋର୍ଟ ଅନୁଯାୟୀ, ପୀଡିତା ନାମ ଧରି ଡାକିବା ଆରମ୍ଭ […]

ପେଟ ଭୋକ ପାଇଁ ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ ୨୪୦୦ରେ ବିକ୍ରି

୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ପାଲେଷ୍ଟାଇନରେ ସକ୍ରିୟ ହମାସ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ୫୦ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିସାରିଥିବାବେଳେ ପ୍ରାୟ କୋଡିଏ ଲକ୍ଷ ବାସଚ୍ୟୁତ ହୋଇଛନ୍ତି। ବିଦେଶରୁ ଆସୁଥିବା ମାନବୀୟ ସହାୟତାକୁ ମଧ୍ୟ ଇସ୍ରାଏଲ ସେନା ଅବରୋଧ କରୁଥିବାରୁ ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଭାରତୀୟ ବିସ୍କୁଟ କମ୍ପାନୀ ପାର୍ଲେ ତରଫରୁ ପ୍ରସ୍ତୁତ ୫ ଟଙ୍କିଆ […]

ପାକିସ୍ତାନ ପରିସ୍ଥିତି ଅସମ୍ଭାଳ: ଭାରତ ଆଗରେ ଗୁହାରି

ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବା ପରେ ପାକିସ୍ତାର ସ୍ଥିତି ଖରାପ ହେବାରେ ଲାଗିଛି । ପାକିସ୍ତାନ ପୂର୍ବରୁ ଋଣରେ ବୁଡ଼ି ରହିଥିବା ବେଳେ, ଏବେ ଜଳ ଅଭାବ ଏହାର ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ୪ ଥର ଚିଠି ଲେଖି ସିନ୍ଧୁ ଜଳ ସନ୍ଧିକୁ ପୁନଃସ୍ଥାପନ କରିବା ପାଇଁ ଅନୁରୋଧ କରିଛି। ପାକିସ୍ତାନର ଜଳ ସମ୍ପଦ ସଚିବ ସୟ୍ୟଦ ଅଲୀ ମୁର୍ତଜା […]

ଟ୍ରମ୍ପ-ମସ୍କ ବିବାଦ ତୀବ୍ର:‘ମୁଁ ନଥିଲେ ଟ୍ରମ୍ପ ହାରିଥାନ୍ତେ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କୋଟିପତି ଏଲନମସ୍କଙ୍କ ମଧ୍ୟରେ ଦିନକୁ ଦିନ ଉତ୍ତଜନା ବୃଦ୍ଧି ପାଇବାରେ ଲାଗିଛି । ମସ୍କଙ୍କ କମ୍ପାନୀର ସରକାରୀ ଚୁକ୍ତିନାମା ଏବଂ ସବସିଡି ବନ୍ଦ କରିଦେବାର ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାର କଡା ଜବାବ ଦେବାକୁ ଯାଇ ମସ୍କ ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି । ନିକଟରେ ମସ୍କ ଟ୍ରମ୍ପ୍‌ଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲ୍‌କୁ ସମାଲୋଚନା କରିବାକୁ ନେଇ ଟ୍ରମ୍ପ୍‌ ସାମ୍ବାଦିକଙ୍କୁ […]

ଆମେରିକାକୁ ଯାତ୍ରା କରିପାରିବେନି ଏହି ୧୨ ଦେଶର ଲୋକ

ଆମେରିକା ଯାଇପାରିବେନି ଏହି ଦେଶର ଲୋକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷେଧ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ସାମିଲ୍। ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ଲୋକଙ୍କ ଉପରେ କଠୋର ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି । ସୋମବାର […]

ବିଶ୍ୱ ସାଇକଲ ଦିବସ

ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ପାଳନ କରାଯାଏ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର […]

ଭୂମିକମ୍ପ ସୁଯୋଗ ନେଇ ୨୦୦ କଏଦୀ ଫେରାର୍

ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୋମବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଥିଲେ । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଅଧିକାରୀଙ୍କ ଅନୁଯାୟୀ, କରାଚୀରେ ହୋଇଥିବା ଭୂକମ୍ପ ସମୟରେ ମାଲିର ଜେଲର କାନ୍ଥ ଫାଟି ଯାଇଥିଲା, ଯାହା ଯୋଗୁ ଅନେକ କଏଦୀ କ୍ଷତିଗ୍ରସ୍ତ ହୋଇଥିବା କାନ୍ଥ ଭାଙ୍ଗି ଖସି ପଳାଇବାରେ ସଫଳ […]

ଅଡୁଆରେ କ୍ରିକେଟର ବିରାଟ୍‌ କୋହଲି ।

ଅଡୁଆରେ କ୍ରିକେଟର ବିରାଟ୍‌ କୋହଲି । ବେଙ୍ଗାଲୁରୁ ପୋଲିସ କ୍ରିକେଟରଙ୍କ ପବ୍-ରେଷ୍ଟୁରାଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋହଲିଙ୍କ ୱାନ8 କମ୍ୟୁନ୍ ପବ୍ ଆଣ୍ଡ ରେଷ୍ଟୁରାଣ୍ଟ ବିରୁଦ୍ଧରେ ନୋ ସ୍ମୋକିଂ ଜୋନ୍ ନଥିବାରୁ ପୋଲିସ ଏକ ମାମଲା ରୁଜୁ କରିଛି। ରେଷ୍ଟୁରାଣ୍ଟ ମଧ୍ୟରେ ଧୂମପାନ ପାଇଁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ନଥିବା ଯୋଗୁଁ ସିଓଟିପିଏର ଧାରା ୪ ଏବଂ ୨୧ ଅନୁଯାୟୀ ପବ୍ କୁ ବୁକ୍ କରାଯାଇଛି। ଏହି ଧାରା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦର ଭଳି କିଛି […]

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ

ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସେହି ବ୍ୟକ୍ତି ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଜ୍ୟୋତିଙ୍କ ଏକ ପୁରୁଣା ଭିଡିଓରେ ସେହି ବ୍ୟକ୍ତି ନଜର ଆସିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। […]

ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସ୍କୃତ ବିଶାରଦ ଓ ଅଧ୍ୟାତ୍ମିକ ଗୁରୁ ହେଉଛନ୍ତି ସ୍ୱାମୀ ରାମଭ୍ରଦାଚାର୍ଯ୍ୟ।ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପୁରସ୍କାର ଗ୍ରହଣ କରି […]

ହାର୍ପି ଡ୍ରୋନ୍ କ’ଣ ? ଯାହା ପାକିସ୍ତାନ ରାଡାର ଏଚକ୍ୟୁ-୯କୁ ଭାରତ ଧ୍ବଂସ କରିଦେଇଛି।

ଭାରତ ଗୁରୁବାର ଅପରେସନ ‘ସିନ୍ଦୂର’ର ୨ୟ ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଯୁକ୍ତ ରାଡାର ଏଚକ୍ୟୁ-୯କୁ ଭାରତ ଧ୍ବଂସ କରିଦେଇଛି। ତେବେ ଏହି ରାଡାରକୁ ଧ୍ବଂସ କରିଛି ଏକ ଡ୍ରୋନ। ଯାହାର ନାଁ ହେଉଛି ହାର୍ପି।ଇସ୍ରାଏଲ୍ ଦ୍ୱାରା ନିର୍ମିତ ଦୁନିଆର ଘାତକ ଡ୍ରୋନ୍ ମଧ୍ୟରେ ସାମିଲ ହାର୍ପି ପାକିସ୍ତାନରେ ତାଣ୍ଡବ ରଚିଛି ।ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଏହାକୁ ବିକଶିତ କରିଛି । ଏହା ଏକ ଲାଇଟରିଂ ମ୍ୟୁନିସନ । ମୁଖ୍ୟତଃ ଶତ୍ରୁପକ୍ଷର […]

ଅପରେସନ୍‌ ସିନ୍ଦୂର : କର୍ଣ୍ଣେଲ ସୋଫିଆ କୁରେସି କିଏ ?

ଭାରତ ନେଇଛି ପହଲଗାଓଁ ଆକ୍ରମଣର ପ୍ରତିଶୋଧ। ରାତି ପ୍ରାୟ ୧.୩୦ରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ, ସେନା ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଉଚିତ ଜବାବ ଦେଇଛି। ତେବେ ଅପରେସନ୍ ସିନ୍ଦୂର ଉପରେ ଆଜି ପ୍ରେସ ମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି ବିଦେଶ ସଚିବଙ୍କ ସହ ସେନାର ଦୁଇ ମହିଳା ଅଧିକାରୀ । ସାମିଲ […]