ବହିରେ ହୋଇଥିବା ତ୍ରୁଟିର କାରଣ ଖୋଜିବାକୁ ଗଣଶିକ୍ଷା ବିଭାଗ ସଚିବ ଓ ଅନ୍ୟ ଅଧିକାରୀଙ୍କୁ ପଚରାଉଚୁରା

ତ୍ରୁଟି ପୂର୍ଣ୍ଣ ବହିକୁ ନେଇ ସରକାର ଅପବାଦ ମୁଣ୍ଡାଇବା ପରେ ଆରମ୍ଭ ହୋଇଛି ତନାଘନା। କେଉଁ ସ୍ତରରେ ଓ କେମିତି ହେଲା ତ୍ରୁଟି? ଏଥିପାଇଁ ଦାୟୀ କିଏ? ଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି ଉନ୍ନୟନ କମିସନର। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ପ୍ରକାଶନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀ ତଦନ୍ତର ସମ୍ମୁଖୀନ ହେବେ। ଉଚ୍ଚସ୍ତରୀୟ କମିଟି ୭ ଦିନ ମଧ୍ୟରେ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।ସେପଟେ SCERT […]

ପୁଣି ଧୀରେ ଧୀରେ କମୁଛି ସୁନା ଓ ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୭୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୮୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୩,୭୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା-ଇରାନ ଶାନ୍ତି ଚୁକ୍ତିର […]

ପିଏମ୍‌ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି

ପିଏମ ଆବାସ ଯୋଜନାରେ ସହରାଞ୍ଚଳ ହିତାଧିକାରୀଙ୍କୁ ବଡ ଆଶ୍ୱସ୍ତି । ଘର ପଞ୍ଜୀକରଣ ଖର୍ଚ୍ଚ ୧%ରୁ କମ କରିବେ ରାଜ୍ୟ ସରକାର । ପିଏମଏୱାଇ-ୟୁ ୨.୦ ଅଧିନରେ ହିତାଧିକାରୀଙ୍କ ପାଇଁ ବଡ ରିହାତି ଘୋଷଣା । ୬୦ ବର୍ଗମିଟର ପର୍ଯ୍ୟନ୍ତ ଘରର ପଞ୍ଜୀକରଣ କ୍ଷେତ୍ରରେ ରିହାତି ଘୋଷଣା କରାଯାଇଛି । ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫିକୁ ମିଶାଇ ମୋଟ ଦେୟ ୧ ପ୍ରତିଶତରୁ କମ କରାଯିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ […]

ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ସିଟ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ସରକାରୀ କଲେଜରେ ୪୬୮୪ ସିଟ୍, ୪୮୮ ବର୍ଗ କଲେଜରେ ୩୪୧୬ ସିଟ୍ , ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜରେ ୧ ହଜାର ୫୬ ସିଟ୍ ବୃଦ୍ଧି କରାଯାଇଥିବା ବେଳେ ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିରେ୧୨୧୬ ସିଟ୍ ବୃଦ୍ଧି କରାଯାଇଛି। ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ ହୋଇଥିବାରୁ […]

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ । ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ । ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଆଁ ପାହାଡ଼ପୁରକୁ ଆସୁଛନ୍ତି ।ଅନ୍ୟପକ୍ଷରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି […]

ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୬୦୦ ଚୌକା ମାରି ସୃଷ୍ଟି କଲେ ରେକର୍ଡ଼

ମହିଳା ଟି-ଟ୍ବେଣ୍ଟି କ୍ରିକେଟରେ ରେକର୍ଡ କରିଛନ୍ତି ସ୍ମୃତି ମନ୍ଧାନା । ସର୍ବାଧିକ ଚୌକା ମାରି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ପାକିସ୍ତାନର ବାବର ଆଜମକୁ ପଛରେ ପକାଇଛନ୍ତି । ୬୦୦ ଚୌକା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି ସ୍ମୃତି । ନେଦରଲ୍ୟଣ୍ଡ ବିପକ୍ଷ ଲିଗ୍ ମୁକାବିଲାରେ ସ୍ମୃତି ଏହି କୀର୍ତ୍ତିନାମା ସ୍ଥାପନ କରିଛନ୍ତି ।ରିପୋର୍ଟ ଅନୁସାରେ, ଜୁନ ୧୭ ଥିଲା ସ୍ମୃତିଙ୍କ ପାଇଁ ଖାସ୍ ଦିନ । ଏହି ଦିନ ସେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ ଦମଦାର […]

ରାଜ୍ୟରେ ଭତ୍ତା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ରାଜ୍ୟରେ ଗତ ୩ ମାସ ହେବ ପ୍ରାୟ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଚିଠି ମାଧ୍ୟମରେ ସେ ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି ।ଲଗାତାର ତିନି ମାସ ଧରି ଭତ୍ତା ହିତାଧିକାରୀମାନେ ଏହି ସହାୟତାରୁ ବଞ୍ଚିତ […]

ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’, ଛାତ୍ରଛାତ୍ରୀଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର କ୍ଲବ

ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା ଓ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ‘ଫିଟ୍ ଓଡ଼ିଶା ମିଶନ୍’ ଅଧୀନରେ ‘ଫିଟ୍ କଲେଜ ପ୍ରୋଗ୍ରାମ’ ଆରମ୍ଭ କରିଛି।ଏହି ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟରେ ସଂଗଠିତ ଭାବେ ଫିଟନେସ, ଯୋଗ, କ୍ରୀଡ଼ା, କାଉନସେଲିଂ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଏନେଇ […]

ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି ! ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ

ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଅଣ୍ଡିରା ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ।ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି। ମାତ୍ର ଏଯାବତ୍ ଆଖ୍ ଦୃଶିଆ ବର୍ଷା ହେଉନାହିଁ। ଅନ୍ୟପକ୍ଷରେ ‘ଏଲ୍ ନିନୋ’ ପ୍ରଭାବରେ ଖୁବ୍ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।ଏକ ପରମ୍ପରାରହିଛି ‘ଅଣ୍ଡିରା ବିବାହ’ କରାଇଲେ […]

ଫୋନ୍-ପେ ଗ୍ରାହକଙ୍କୁ ଝଟ୍‌କା! ଫୋନପେ ୱାଲେଟ୍ ବ୍ୟବହାର ନ କଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଶୁଳ୍କ

ଯଦି ଆପଣ ଫୋନ୍-ପେ ୱାଲେଟ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କମ୍ପାନୀ ଏହାର ଗାଇଡ୍‌ଲାଇନ୍ ବଦଳାଇ ଦେଇଛି। ଯଦି ଜଣେ ବ୍ୟବହାରକାରୀ ନିଜ ୱାଲେଟକୁ ଦୀର୍ଘ ଦିନ ଧରି ବ୍ୟବହାର କରୁ ନାହାଁନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଫି’ ଦେବାକୁ ପଡିପାରେ।ଫୋନପେର ନୂଆ ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ୟୁଜର ଗତ ୩୬୫ ଦିନ ବା ବର୍ଷକ ମଧ୍ୟରେ ୱାଲେଟ୍ ମାଧ୍ୟମରେ କୌଣସି ପ୍ରକାର ଆର୍ଥିକ କାରବାର କରି ନାହାଁନ୍ତି, ତେବେ […]

ହତାଶ ଟ୍ରମ୍ପ ଚୁକ୍ତି କରିବା ପାଇଁ ସମସ୍ତ ରଣନୀତି ଗ୍ରହଣ କରିଥିଲେ : ଖେମିନି

ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ହୋଇଥିବା ଚୁକ୍ତିକୁ ଗୁରୁବାର ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନି ସ୍ବାଗତ କରିଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମନେଇ ଏକ ସ୍ୱତନ୍ତ୍ର ପୋଷ୍ଟରେ ଆମେରିକା ସହିତ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହେବା ନିଶ୍ଚିତ କରି କହିଛନ୍ତି ଯେ ଏହି ଚୁକ୍ତି ଇରାନର ଆଗ୍ରହରେ ନୁହେଁ, ବରଂ ଆମେରିକୀୟ ବାଧ୍ୟବାଧକତା ଯୋଗୁଁଁ ହୋଇଛି। ଖାମନେଇ ତାଙ୍କ ପୋଷ୍ଟରେ ଲେଖିଛନ୍ତି,ଇରାନ […]

NEET ପାଇଁ  ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ ।ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବା ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ୍ ରେକୋଗ୍ନିସନ୍ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର ଗାରିମା ରକ୍ଷା କରିବା ଏବଂ କୌଣସି ପ୍ରକାରର ଅସାଧୁ ଉପାୟକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ରରେ ଚେକିଙ୍ଗ୍ ପ୍ରକ୍ରିୟା ଶେଷ ହେବା ପରେ ଏବଂ […]