FSSAI ର ବଡ଼ ଖୁଲାସା,ରେଷ୍ଟୁରାଣ୍ଟରେ ରୋଷେଇରେ ବ୍ୟବହାର ହେଉଛି କଳଙ୍କି ଲାଗିଥିବା ଛୁରୀ

ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଆଜିକାଲି ବାହାରେ ଖାଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି । ୱିକେଣ୍ଡ ହେଉ, କୌଣସି ଛୁଟିଦିନ ହେଉ କିମ୍ବା ଅଫିସ୍‌ କାମ ପରେ କ୍ଲାନ୍ତି ମେଣ୍ଟାଇବା ପାଇଁ, ଆମେ ପ୍ରାୟତଃ ପରିବାର କିମ୍ବା ସାଙ୍ଗମାନଙ୍କ ସହ କୌଣସି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଢାବାରେ ଖାଇବାକୁ ଚାଲିଯାଉ ।ଯେତେବେଳେ ଆମେ ଏକ ରେଷ୍ଟୁରାଣ୍ଟକୁ ଯାଉ, ସେଠାକାର […]

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଶସ୍ତା ହେବ କି ପେଟ୍ରୋଲ?

ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି । କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ଗୁରୁବାର କହିଛନ୍ତି ଯେ, ଗ୍ଲୋବାଲ ମାର୍କେଟ (ଆନ୍ତର୍ଜାତୀୟ ବଜାର) ରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ମାତ୍ରେ ତୁରନ୍ତ ଇନ୍ଧନ ଦାମ କମାଯାଇପାରିବ ନାହିଁ।କେନ୍ଦ୍ର ମନ୍ତ୍ରୀ ଏହାର କାରଣ ଦର୍ଶାଇ କହିଛନ୍ତି ଯେ, ପେଟ୍ରୋଲ-ଡିଜେଲର ମୂଲ୍ୟ ନିର୍ଦ୍ଧାରଣ କରିବାରେ ଅନେକ ଗୁଡ଼ିଏ କାରକ (factors) ସାମିଲ […]

ସିଏ ପରୀକ୍ଷା ଟପ୍ପର ହେଲେ ପଞ୍ଜାବର ନୁର୍‌ ସିଙ୍ଗ୍‌ଲା

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ସିଏ ଫାଇନାଲ୍ ମେ ପରୀକ୍ଷା ୨୦୨୬ ରେଜଲ୍ଟ ଘୋଷଣା କରିଛି । ଆଇସିଏଆଇର ଅଫିସିଆଲ୍ ୱେବସାଇଟ୍ caresult.icai.orgରେ ରେଜଲ୍ଟ ଜାଣିପାରିବେ । ମେ ୨୦୨୬ ସେସନ୍‌ରେ ସାମିଲ ପରୀକ୍ଷାର୍ଥୀ ଏହି ୱେବସାଇଟ୍‌ରେ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ । ପଞ୍ଜାବର ପଟିଆଲାର ନୁର୍‌ ସିଙ୍ଗଲା ସର୍ବ ଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନୁର୍‌ ମୋଟ ୬୦୦ ନମ୍ବରରୁ ୪୯୯ ନମ୍ବର ପାଇଛନ୍ତି, ଯାହାକି ୮୩.୧୭ ପ୍ରତିଶତ। ହାୱଡ଼ାର […]

 ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି : SCERT ନିର୍ଦ୍ଦେଶିକା

ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ କରାଯାଇଛି ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି […]

ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ଲାଗିବ ୪ଜି ଟାୱାର! ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ

ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ଡିଜିଟାଲ ଭାରତ ନିଧି ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ କରାଯିବ । ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ […]

ପିଲା ଚୋର ଅଭିଯୋଗରେ ଯୁବତୀଙ୍କ ସହ ଦୁର୍ବ୍ୟବହାର ଓ ମରଣାତ୍ମକ ଆକ୍ରମଣ,

ରାୟଗଡା ତା ୧୮/୦୬ () ପିଲା ଚୋର ଭାବି ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହେବା ସହ ତାଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ମାରି ହୋଇଥିବା ଅଭିଯୋଗ କରିଛନ୍ତି ଯୁବତୀ ସୁମନ ଝାପ୍ ଓ ଯୁବକ ଅର୍ପିତ ସୂତାରିଆ। ଦୁହେଁ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଠାରେ ଏକ NGO ରେ କାମକରନ୍ତି l ଦୁହେଁ ଗତକାଲି ଦାରିଙ୍ଗବାଡି […]

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିରେ ଲାଗିବନି ରୋକ୍

ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଚସ୍ପତି (ସ୍ପିକର)ଙ୍କ ନିଷ୍ପତ୍ତି ବଳବତ୍ତର ରହିବ। ଏହା ସହିତ ରାଜନୈତିକ ସମୀକରଣରେ ଏକ ନୂଆ ମୋଡ଼ ଆସିଛି । ଏହି ମାମଲାରେ ଋତବ୍ରତ ବାନାର୍ଜୀଙ୍କ ସ୍ଥିତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ସେ ବିରୋଧୀ ଦଳର ନେତା ଭାବେ ରହିବେ ବୋଲି […]

ଚାମେଲି ବିବାଦ: ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ବିଡିଓ

ପ୍ରକୃତ ଡିସଚାର୍ଜ ପେପର୍ ନଦେଲେ, ଛାଡ଼ିବନି ହସ୍ପିଟାଲ । ଚାମେଲି ମାମଲାରେ ନୂଆ ବିବାଦ । ଆଜି ତାଙ୍କୁ ହସ୍ପିଟାଲ କର୍ତୃପକ୍ଷ, ଡିସଚାର୍ଜ କରିଛନ୍ତି କିନ୍ତୁ ଚାମେଲି ହସ୍ପିଟାଲରେ ୧୧ତାରିଖରେ ଭର୍ତ୍ତି ହୋଇଥିବାବେଳେ ଡିସଚାର୍ଜ ପେପରରେ ୧୧ତାରିଖ ବଦଳରେ ୧୩ତାରିଖ ଲେଖାଅଛି, ଯାହାକୁ ପ୍ରତିବାଦ କରିଛନ୍ତି ଚାମେଲି । ବିଡିଓ କାର୍ଯ୍ୟାଳୟରେ ୧୧ ତାରିଖରେ ବିବାଦ ହୋଇଥିଲା ।ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା, ସେହିଦିନ ସେ […]

ରାଜ୍ୟରେ ପୁଣି ଥରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ରାଜ୍ୟରେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା କିଛି ଦିନ ମଧ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।ତେବେ ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ସବୁ ଜିଲା ଭିଜିବ। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲାରେ […]

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର, ଆଜି ବିବାହ କରିବେ ଦେବ ଦମ୍ପତି

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ପରିବେଶ । ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ ମହୋତ୍ସବ ଅନୁଷ୍ଠିତ ହେଉଛି ।ଭବ୍ୟ ବରଯାତ୍ରା, ଲୋକନୃତ୍ୟ, ରୋଷଣୀ ଓ ବାଜାର ତାଳେ ତାଳେ ଝୁମିବ ସମ୍ବଲପୁର। ଆଜି ରାତିରେ ସମ୍ବଲପୁରର ବିଭିନ୍ନ ଶିବାଳୟରୁ ବର ବେଶରେ ସଜ୍ଜିତ ହୋଇ ବାହାରିବେ ଭୋଲାବାବା। ବନ୍ଦାପଣା ଓ ଆଳତି ପରେ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାରରେ ଭୂଷିତ ହୋଇ ବିମାନ ବିରାଜମାନ କରିବେ ମହାଦେବ। […]

ବ୍ୟାଗରୁ ଅଜଣା ଯୁବତୀର ମୃତଦେହ ଠାବ ଘଟଣା

ରାୟଗଡା ତା ୧୮/୦୬ (ନିପ୍ର) ଗତକାଲି ଏକ ବ୍ୟାଗରୁ ଅଜଣା ଯୁବତୀର ମୃତଦେହ ଖଲିଗୁଡ଼ା ନିକଟରେ ମିଳିଥିଲା। ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ସଦର ସ୍ଥିତ ଖଲିଗୁଡ଼ା ନିକଟ ହ୍ୟୁଣ୍ଡାଇ ଶୋ ରୁମ୍ ନିକଟରେ ଥିବା ପଡ଼ିଆରେ ଗତକାଲି ଏକ ବ୍ୟାଗ୍ ରୁ ଗୋଟିଏ ଅଜଣା ଯୁବତୀର ମୃତଦେହ ଥିବା ନେଇ ହ୍ୟୁଣ୍ଡାଇ ଶୋ ରୁମ୍ ମ୍ୟାନେଜର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ବ୍ୟାଗ୍ ସହ ମୃତଦେହ ଠାବ […]

ଆମେରିକା-ଇରାନ ଯୁଦ୍ଧ ଶେଷ, କମିଲା ଅଶୋଧିତ ତେଲ ଦର

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଶେଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ଵାକ୍ଷରିତ। ଉଭୟ ଦେଶର ରାଷ୍ଟ୍ରପତି ଡିଜିଟାଲ୍ ସ୍ଵାକ୍ଷର କରିଛନ୍ତି। ଯୁଦ୍ଧ ଶେଷ ଓ ହୋର୍ମୁଜ ପ୍ରଣାଳୀ ଖେଲିବା ନେଇ ଏମଓୟୁ ହୋଇଛି। ଇରାନର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ରୋକ୍ ଲଗାଯାଇଛି। ଆନ୍ତର୍ଜାତିକ ସ୍ତରରେ ହୋଇଥିବା ଶାନ୍ତି ଚୁକ୍ତି ପରେ ବିଶ୍ୱ ତେଲ ବଜାରରେ ଦେଖାଦେଇଛି ସକାରାତ୍ମକ ପ୍ରଭାବ । କିଛି […]