ଭୟ ଦେଖାଇବା ପାଇଁ ଗୁଳି ଫୁଟାଇଲେ, ଆଉ ୧୨ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ

ଚୋରି କରିବାକୁ ଫୁଟାଇଲେ ଗୁଳି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ରଇପୁର ପଞ୍ଚାୟତ କଣ୍ଟିକା ଗାଁରେ ଚୋରଙ୍କ ଉନ୍ମତ୍ତ କାଣ୍ଡ।ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ପିତବାସ ରାଉତଙ୍କ ଘରେ ପଶି ଲୁଟ୍ କରିବା ସହ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି।ଘର ମାଲିକଙ୍କୁ ଠେଙ୍ଗାରେ ମାଡ଼ ମାରିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ପରିବାରକୁ ଧମକ ଦେଇଥିଲେ। ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣା ଓ ୪୦ ହଜାର […]

ଗଞ୍ଜାମ-ଗଜପତିରେ ବନ୍ୟା ବିଭୀଷିକା ! ଆସନ୍ତା ୨ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ : ସୁରେଶ ପୂଜାରୀ

ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟଜନକ ରୂପ ନେଇଛି। ବିଶେଷ କରି ମାଲକାନଗିରି ତୁଳନାରେ ଏଥର ଗଞ୍ଜାମ ଓ ଗଜପତି ଜିଲା ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟାଜଳ ଘେରରେ ଫସି ରହିଥିବା ବେଳେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗତ ୨୪ ଘଣ୍ଟାରେ ବର୍ଷା କମିବା ଆଶ୍ୱସ୍ତି ଆଣିଛି । ୧ […]

ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ସମ୍ମାନ ନିଧିର ୨୪ ତମ କିସ୍ତି

ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି।ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜରାଟରେ ପ୍ରାୟ ୧୪ ହଜାର […]

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ, ଫସଲ ନଷ୍ଟ ହୋଇଛି : ମୁଖ୍ୟମନ୍ତ୍ରୀ

ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବାତ୍ୟା ‘ଅର୍ଣ୍ଣବ’ । ଏହା ପ୍ରଭାବରେ ଭାସୁଛି ଗଞ୍ଜାମ ଓ ଗଜପତି । ଗଞ୍ଜାମ ଓ ଗଜପତିରେ ହୋଇଥିବା କ୍ଷୟକ୍ଷତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରିଥିଲୁ ।ବାତ୍ୟା ପ୍ରଭାବରେ ମାଲକାନଗିରିରେ ଅଧିକ କ୍ଷତି ହେବ ବୋଲି ଭାବିଥିଲୁ । […]

ଇସ୍ରାଏଲରେ ସରକାର ଗଠନ ନେଇ ଅଚଳାବସ୍ଥା! ପୁଣି ନିର୍ବାଚନ ନା ଗଠନ ହେବ ଅପ୍ରତ୍ୟାଶିତ ମେଣ୍ଟ ସରକାର?

ଇସ୍ରାଏଲ ରାଜନୀତି ଏବେ ଏକ ଜଟିଳ ସମୟରେ ଆସି ଛିଡ଼ା ହୋଇଛି। ସଂସଦରେ ବହୁମତ ପାଇଁ ଟଣାଓଟରା ଚାଲିଛି । କିଏ ସରକାର ଗଠନ କରିବ ତାହାର ସ୍ପଷ୍ଟ ଚିତ୍ର ନାହିଁ । ନିର୍ବାଚନକୁ ନେଇ ଚର୍ଚ୍ଚା କେବଳ ଇସ୍ରାଏଲ ନୁହେଁ ସାରା ବିଶ୍ବର ରାଜନୈତିକ ମହଲରେ ମଧ୍ୟ ଜୋର ଧରିଛି। ୧୨୦ ଆସନ ବିଶିଷ୍ଟ ଇସ୍ରାଏଲ ସଂସଦରେ ସରକାର ଗଠନ ପାଇଁ ୬୧ଟି ଆସନର ସଂଖ୍ୟା ଆବଶ୍ୟକ ଥିବା ବେଳେ କୌଣସି ଗୋଟିଏ ଗୋଷ୍ଠୀ ପାଖରେ […]

ଭଦ୍ରକରେ ନକଲି ସର୍ଫ କାରଖାନା ଠାବ, ବଡ଼ ବଡ଼ ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ସର୍ଫ ତିଆରି

ଭଦ୍ରକରେ ନକଲି ସର୍ପ କାରଖାନା ଠାବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଣୀତାଲ ବଜାର ନିକଟ ଚାଲିଥିଲା ଏକ ନକଲି ସର୍ପ କାରଖାନା । ରାଣିତାଲ ବଜାର ନିକଟରେ ଦୀର୍ଘଦିନ ଧରି ଚାଲିଥିବା ଏହି କାରଖାନା ଉପରେ ରାତି ଅଧିଆ ଚଢ଼ାଉ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ପୋଲିସ ଚଢ଼ାଉ କରିବା ଖବର ପାଇ କାରଖାନାରେ ତାଲା ପକାଇ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ପୋଲିସ୍ ସେଠାରୁ ବିପୁଳ ପରିମାଣରେ କଞ୍ଚାମାଲ ସହ ନାମୀ ଦାମୀ ବ୍ରାଣ୍ଡର […]

ଭୁଟାନରେ ଫାଟିଲା ଗ୍ଲେସିଅର ଲେକ୍‌, ଭାରତରେ ବନ୍ୟା ଆଲର୍ଟ

ଭୁଟାନରେ ପ୍ରକୃତିର ଭୟଙ୍କର ତାଣ୍ଡବ । ହଠାତ୍ ଫାଟିଲା ବରଫ ପାହାଡ଼ ତଳେ ଥିବା ହ୍ରଦ । ଆଉ ତା’ପରେ ମାଡ଼ି ଆସିଲା ପ୍ରଖର ଜଳସ୍ରୋତ । ଏହି ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟାରେ ଭୁଟାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭାରତ ପାଇଁ ବଢ଼ିଛି ବିପଦ ଆଶଙ୍କା । ଭୁଟାନରୁ ଆସୁଥିବା ଜଳସ୍ରୋତ ଯୋଗୁଁ ପଶ୍ଚିମବଙ୍ଗ ଓ ଆସାମର ୫ଟି ଜିଲ୍ଲାକୁ ଜାରି ହୋଇଛି ବନ୍ୟା ସତର୍କତା । ସଙ୍କୋଶ ନଦୀ କୂଳରେ ରହୁଥିବା […]

ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଗୁରୁବାର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ […]

ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ଦେଖିବେ କ୍ଷୟକ୍ଷତି!

ଆଜି ଆକାଶ ମାର୍ଗରୁ ଗଞ୍ଜାମ, ଗଜପତିର ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଥୀରେ ରହିବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ମଧ୍ୟ ଗଞ୍ଜାମ, ଗଜପତି ଜିଲ୍ଲା ଗସ୍ତରେ ଆସିବେ ।ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍‌ କରିଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଛାଡ଼ିଯାଇଛି ବ୍ୟାପକ କ୍ଷୟକ୍ଷତିର ଚିହ୍ନ। ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ […]

ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବେ ଭାସ୍କର ରାଓଙ୍କ ସମେତ ୬ ଅଭିଯୁକ୍ତ

ରାୟଗଡ଼ା, ୨୯/୧୦: ରାୟଗଡ଼ାର ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଦୀର୍ଘ ୧୬ ବର୍ଷ ଧରି ଚାଲିଥିବା ନ୍ୟାୟିକ ଲଢ଼େଇରେ ଆଦିବାସୀ ମହାସଂଘକୁ ବଡ଼ ସଫଳତା ମିଳିଛି। ହାଇକୋର୍ଟ ପ୍ରଦାନ କରିଥିବା ଅଗ୍ରୀମ ଜାମିନ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଏନ୍‌. ଭାସ୍କର ରାଓଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ […]

ସ୍ୱାମୀ ନିକ୍‌ ଜୋନାସଙ୍କ ସହ କରୱା ଚୌଥ୍‌ରେ ପୁଣି ‘ଫିଲ୍ମି’ ଅନ୍ଦାଜରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ନିଜର ରୋମାଣ୍ଟିକ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ। ନିକ ଜୋନାସଙ୍କୁ ବିବାହ କରିବା ପରେ ଆମେରିକାରେ ରହୁଥିବା ପ୍ରିୟଙ୍କା ଏଥର ମଧ୍ୟ କରୱାଚୌଥ ପାଳନ କରିଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ କିଛି ସୁନ୍ଦର ଫଟୋ ଶେୟାର୍‌ କରିଛନ୍ତି।ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କରୱାଚୌଥ ପାଳନର ଝଲକ ଦେଖାଇଛନ୍ତି। ଗୋଟିଏ ଫଟୋରେ ସେ ନିଜ ହାତର ମେହେନ୍ଦି ଦେଖାଇଛନ୍ତି, […]

କଣ୍ଟେନର ମାନୁଫାକ୍‌ଚରିଂ ଆସିଷ୍ଟାନ୍ସ ସ୍କିମ୍‌କୁ ମିଳିଳା କ୍ୟାବିନେଟ୍ ମଞ୍ଜୁରୀ

ଦେଶରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ କଣ୍ଟେନର ଉତ୍ପାଦନ ବ୍ୟବସ୍ଥା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବୁଧବାର (୨୮ ଅକ୍ଟୋବର) କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ କଣ୍ଟେନର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (CMPS)କୁ ଅନୁମୋଦନ କରାଯାଇଛି। ଏହି ଯୋଜନା ୨୦୩୯-୪୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ। ଏହା ଉପରେ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସ୍କିମ୍‌ ଦେଶରେ ନୂଆ ନିର୍ମାଣ ୟୁନିଟ୍‌, ପରୀକ୍ଷଣ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବ । […]