କ୍ୟାମ୍ପସ ଦଖଲ ପାଇଁ ବଳକଷାକଷି

ରାଜ୍ୟରେ ଗତ ୮ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ଯାହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଦୀର୍ଘ ଦିନ ହେବ ଅସନ୍ତୋଷ କୁହୁଳୁଥିଲା । ବିଜେପି ସରକାର ଗଠନ କଲେ ଛାତ୍ର ସଂସଦ ନିର୍ବାଚନ କରିବ ବୋଲି କହିଥିଲା । ତେଣୁ ଚଳିତବର୍ଷ ଦଶହରା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଏବେ ଏହାକୁ ନେଇ ଜୋର୍‌ ଧରିଛି ରାଜ୍ୟ […]

ପୁରୀରେ ମଦ ଦୋକାନ ଉପରେ ଲାଗିଲା କଟକଣା !

ଆଉ କିଛି ଦିନ ପରେ ରଥଯାତ୍ରା । ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ ବିଭାଗ । ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପୁରୀ ପୌରାଞ୍ଚଳରେ ଥିବା ୩୧ଟି ମଦ ଦୋକାନକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ବିଦେଶୀ, ଦେଶୀ ମଦ ଦୋକାନ ଓ ବାର୍‌କୁ ୪ ଦିନ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ରଥଯାତ୍ରା ପୂର୍ବଦିନ […]

‘ପାଣିରେ ହଳଦୀ’ ଟ୍ରେଣ୍ଡକୁ ଭୁଲରେ ବି କରନ୍ତୁ ନାହିଁ, ନଚେତ ଘରକୁ ଆସିବ ବିପଦ!

ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ ହେବାରେ ଳାଗିଛି। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ ଏବଂ ଭିଡିଓ କରୁଛନ୍ତି। ଏହା କରି ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଜଣେ ଜ୍ୟୋତିଷୀ ଏହି ଅଜଣା ଟ୍ରେଣ୍ଡ ସମ୍ପର୍କରେ ଗମ୍ଭୀର ଚେତାବନୀ ଜାରି କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଏହା କରିବା ଦ୍ୱାରା ଆପଣ କେବଳ ନକାରାତ୍ମକ ଶକ୍ତିକୁ ଘରକୁ ଆଣୁନାହାନ୍ତି, ବରଂ ଏହା ଭୂତ-ପ୍ରେତଙ୍କୁ […]

ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ।

ଏବେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଅନୁଯାୟୀ ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନର ଭଡା ପ୍ରତି କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ପାଇବ। ସେହିପରି ଏସି ଶ୍ରେଣୀରେ ଯାତ୍ରା କରୁଥିବା ଲୋକଙ୍କୁ (ଯେପରିକି […]

କୁନି ଝିଅ-ସ୍ୱାମୀ ସାମ୍ନାରେ ପୁତୁରା ହାତରୁ ସିନ୍ଦୁର ପିନ୍ଧିଲା ଖୁଡ଼ି

ବିହାରର ଜାମୁଇ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଖୁଡ଼ି ନିଜ ପିଲାଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ଧରିଛନ୍ତି ପୁତୁରା ହାତ ।ପାଟନାର ରାଜୀବ ନଗରର ଆୟୁଷୀ କୁମାରୀ ପ୍ରଥମ ବିବାହ ୨୦୨୧ରେ ବିଶାଳ ଦୁବେଙ୍କ ସହିତ କରିଥିଲେ। ତାଙ୍କର ଏକ ଝିଅ ଅଛି। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ପୁତୁରା ସଚିନ ଦୁବେ ଆୟୁଷୀଙ୍କ ଜୀବନରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ବଢ଼ିଥିଲା ଯେ, ଶେଷରେ ମହିଳା ଜଣକ […]

ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ ।

ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ । ଜିଲ୍ଲାରେ କଲେରା ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା ୩୧କୁ ବୃଦ୍ଧି । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲା। ସେଥିମଧ୍ୟରୁ ୧୨୯ ଟି ନମୁନା ପରୀକ୍ଷାରୁ ମୋଟ ୩୧ ପଜିଟିଭ ବାହାରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ର ।ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ […]

ସାମାନ୍ୟ ଯୌତୁକ ପାଇଁ ୫ମାସର ଗର୍ଭବତୀଙ୍କୁ ମାରିଦେଲେ!

ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର ବୋଲି ଜଣାପଡ଼ିଛି। ତେନ୍ତୁଳିକନ୍ଦା ଗାଁର ଗୟାଧର ପ୍ରଧାନଙ୍କ ଝିଅ ନମିତା ବର୍ଷକ ତଳେ ମଡମଠ ଗାଁର ଶୁଭ୍ରାଂଶୁ ଭୁୟାଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ଝିଅକୁ ସୁନା ଅଳଙ୍କାର ସହିତ ଘରର ଆସବାବପତ୍ର ଦେଇ ବାହା କରିଥିଲେ […]

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ କଲେଜ୍।

ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ଏନେଇ ସୂଚନା ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ।ଏପରିକି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪ଟି ଡେଣ୍ଟାଲ କଲେଜ ହେବା ସହ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା; ଗିରଫ ଭୟରେ ବିଷ ପିଇଲା ଅଭିଯୁକ୍ତ

ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଅନିଲ ଜେନା । ଗିରଫ ଭୟରେ ସେ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ସୂଚନା ରହିଛି । ଅନିଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ହେପାଜତରେ ଅଭିଯୁକ୍ତ ଅନିଲର ଚାଲିଛି ଚିକିତ୍ସା । ଗିରଫ ଭୟରେ ଗତ ରାତିରେ ଘରେ ଥିବା ଅବସ୍ଥାରେ ବିଷ ଖାଇଥିବା ସୂଚନା । ସେପଟେ […]

୯ ସନ୍ତାନର ମାଆ ! ପ୍ରେମିକଙ୍କ ସହିତ ମିଶି ନିଜ ସ୍ୱାମୀଙ୍କୁ କଲା ହତ୍ୟା

ଉତ୍ତର ପ୍ରଦେଶର କାସଗଞ୍ଜରେ, ୯ ସନ୍ତାନର ଜଣେ ମାଆ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କ ନିଜ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଭର୍ଗେନ ଗାଁରେ ଶ୍ରମିକ ଭାବରେ କାମ କରିବାକୁ ଆସିଥିବା ରତିରାମ ନାଟଙ୍କ ମୃତଦେହ ଏକ ନିର୍ଜନ ଇଟା ଭାଟିରୁ ମିଳିଥିଲା। ଏହା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ସୂଚନା ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ପୋଲିସ ତଦନ୍ତରୁ ଜଣାପଡିଛି ଯେ ରତିରାମଙ୍କ ସ୍ତ୍ରୀ ରୀନାଙ୍କର ହନିଫ ନାମକ […]

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦାମ

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍‌ ୨୪ ଅର୍ଥାତ୍‌ ମଙ୍ଗଳବାର ସୁନା ଦର ହ୍ରାସ ହୋଇଛି ।ଏମସିଏକ୍ସରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧.୨୩% ହ୍ରାସ ପାଇ୧୦ ଗ୍ରାମ ପିଛା ୯୮,୧୬୮ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବନ୍ଦ ମୂଲ୍ୟ ୯୯,୩୮୮ ଟଙ୍କା ତୁଳନାରେ କମ୍। ଦିନର ଆରମ୍ଭରେ ସୁନାର ମୂଲ୍ୟ ୨.୯୮% ହ୍ରାସ ପାଇ ୯୬,୪୨୨ ଟଙ୍କା ସ୍ତରକୁ ଖସିଥିଲା। ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୮୭୦ ଟଙ୍କା ପ୍ରତି […]

ଅଧାଲଣ୍ଡା କରି ୨ଜଣଙ୍କୁ ଆଣ୍ଠେଇବା ଘଟଣା, ଚିକିତ୍ସା ପାଇଁ ପ୍ରତି ପରିବାରକୁ ମିଳିଲା ୧୦ ହଜାର

ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି । ଗଞ୍ଜାମ ଜିଲ୍ଲା ଖରୀଗୁମ୍ମାରୁ ଯାହାଡ଼ା ପର୍ଯ୍ୟନ୍ତ ଦୁଇଜଣଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଘଟଣାରେ […]