ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା।

ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଜାମିନ ପାଇଁ ଆବେଦନ କରିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ଏବେ ଚକ୍‌ମା ଜେଲ୍‌ରେ ଅଛନ୍ତି। ସୂଚନା ଥାଉକି ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପଜିଲ୍ଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ […]

୨୦୨୫ ଜୁଲାଇରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ?

ଜୁଲାଇ 2025 ରେ ବ୍ୟାଙ୍କ ଛୁଟି ତାଲିକା–୩ ଜୁଲାଇ: ଖାରଚି ପୂଜା ଅବସରରେ ଅଗରତାଲାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ତ୍ରିପୁରାରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି ଏବଂ ଏହି ଦିନ ସ୍ଥାନୀୟ ସ୍ତରରେ ବ୍ୟାଙ୍କ ସେବା ବନ୍ଦ ରହିବ । ୫ ଜୁଲାଇ: ଗୁରୁ ହରଗୋବିନ୍ଦ ଜୀଙ୍କ ଜନ୍ମଦିନ ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ଛୁଟି ବିଶେଷକରି ସେହି ରାଜ୍ୟଗୁଡ଼ିକରେ ହେବ ଯେଉଁଠାରେ ଶିଖ ସମ୍ପ୍ରଦାୟ ଏହି ଦିନକୁ ମହା […]

ଦେଶରେ ପୁଣି ହ୍ରାସ ପାଇଛି କୋଭିଡ-୧୯ ଭାଇରସ ସଂକ୍ରମଣ।

କିଛିଦିନ ବଢିବା ପରେ ଦେଶରେ ପୁଣି ହ୍ରାସ ପାଇଛି କୋଭିଡ-୧୯ ଭାଇରସ ସଂକ୍ରମଣ। ଶୁକ୍ରବାର ସକ୍ରିୟ କୋଭିଡ୍-୧୯ ପଜିଟିଭ୍‌ ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି। ଭାରତରେ କୋଭିଡ-୧୯ର ଓମିକ୍ରୋନ୍ ଉପ-ଭାରିଆଣ୍ଟ ସଂକ୍ରମଣକୁ ବଢ଼ାଉଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ସାମାନ୍ୟ କମିଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। କେରଳରେ ୧,୩୦୯ ସକ୍ରିୟ ମାମଲା ରହିଥିବା ବେଳେ ଏହା ପଛକୁ ଥିବା ଗୁଜରାଟ (୨,୦୪୬), ପଶ୍ଚିମବଙ୍ଗ (୭୪୭), ଦିଲ୍ଲୀ (୬୩୨), କର୍ଣ୍ଣାଟକ (୪୬୬) ଏବଂ ମହାରାଷ୍ଟ୍ର […]

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ।

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ତାଙ୍କର ଜନ୍ମ ହୋଇଥିଲା । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ । ସୁସ୍ଥ, ସୁନ୍ଦର ସମାଜ ଗଠନ ପାଇଁ ଅସୁମାରୀ ସ୍ୱପ୍ନକୁ ନେଇ ମନ ସର୍ବଦା ଚଳଞ୍ଚଳ । ୧୯୯୭ ମସିହାରେ ସେ ରାଜନୀତିକୁ ପ୍ରବେଶ କରିଥିଲେ । ପ୍ରଥମେ ଓ୍ବାର୍ଡ […]

୨୭ରେ ସୃଷ୍ଟିହେବ ଲଘୁଚାପ,ପୁଣି ପ୍ରବଳ ବର୍ଷା ସମ୍ଭାବନା

ଜୁନ୍ ୨୭ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟିନେଇ ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ୨୬ ରୁ ପ୍ରବଳ ବର୍ଷା ହୋଇପାରେ।ଆଇଏମ୍‌ଡି ପୂର୍ବାନୁମାନ କହୁଛି, ଦେଶର ଉତ୍ତର ପୂର୍ବ, ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ଦୁଇ ଦିନରେ ଦୁର୍ବଳ ହୋଇଯିବ । ତେବେ […]

ଅଣବସରର ଦଶମୀ ତିଥିରେ ଚକାବିଜେ ନୀତି

ଅଣସର ଗୃହରେ ଶୁକ୍ରବାର ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିବେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ।ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ତେବେ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ […]

ଏବେ ରଥଯାତ୍ରାକୁ ଡାଇରିଆ ଭୟ

ପାଖେଇ ଆସୁଛି ରଥଯାତ୍ରା। ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଡାଇରିଆକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ଉଠା ଦୋକାନୀ ଓ ଛୋଟ ହୋଟେଲ ଗୁଡ଼ିକ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତି ନାହିଁ। ଯଦି ଦୂଷିତ ଜଳ ଓ ଖାଦ୍ୟ ପାଇଁ ଡାଇରିଆ ବ୍ୟାପେ ତେବେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି। ଏଣୁ ତୁରନ୍ତ ପୁରୀ ଜିଲା ପ୍ରଶାସନ ଡାଇରିଆ ମୁକାବିଲା ପାଇଁ […]

ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ- ବିଏମ୍‌ସି ମେୟର

ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ। ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମ୍‌ସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମ୍‌ସି ମେୟର ସଲୋଚନା ଦାସ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଣ୍ଡିସ କିମ୍ବା ଡାଇରିଆ ବ୍ୟାପିଛି ସେହି ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା […]

ଏବେ ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି। ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି, ସରକାର ଆକ୍ସନ ମୋଡ୍‌ରେ ଅଛନ୍ତି । ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଭିସି ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ । […]

ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ- ଅମିତ ଶାହ।

ଭାଷା ବିବାଦ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ।ପୂର୍ବତନ ଆଇଏଏସ ଅଧିକାରୀ ଆଶୁତୋଷ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୈଁ ବୁନ୍ଦ ସ୍ବୟଂ, ଖୁଦ ସାଗର ହୂଁ’ ଉନ୍ମୋଚନ କରି ଅମିତ ଶାହା କହିଛନ୍ତି, ଭାରତରେ ଖୁବଶୀଘ୍ର ଏପରି ଏକ ସମାଜ ସୃଷ୍ଟି ହେବ। ଏଥିରେ ଇଂରାଜୀ ଭାଷାଭାଷୀମାନେ ନିଜକୁ ଲଜ୍ଜିତ ଅନୁଭବ କରିବା […]

କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ।

କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ ପଶି ଯୋଗ ଗୁରୁମା’ଙ୍କ ସର୍ବଶ୍ୱ ଲୁଟିନେଲା ଅଭିଯୁକ୍ତ। ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା ନାହିଁ। ଶେଷରେ ଦୁଷ୍କର୍ମର ଶିକାର ହେଲେ ମହିଳା।ସୂଚନା ଅନୁସାରେ, ମହିଳା ଜଣକ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଘର ଭିତରକୁ ପଶିଯାଇଥିଲେ । ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କୁ ମାରିଦେବାକୁ ଧମକ ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି […]

ଟ୍ରମ୍ପ-ମୁନିର ଭୋଜନ ପଛରେ ନୋବେଲ ପ୍ରାଇଜ୍!

ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ । ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ଉପରେ ନଜର ରଖିଥିଲା। ତେବେ ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଥକିଲା କି, ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ କାହିଁକି ନିମନ୍ତ୍ରଣ କରାଯାଇଥିଲା। ହ୍ୱାଇଟ୍ […]