ଅଳିଆ ଗଦାରୁ ପାଇଥିବା ସୁନା ବ୍ରେସଲେଟ୍‌ ଫେରାଇଦେଲେ ସ୍ୱଚ୍ଛକର୍ମୀ

ରାଜଧାନୀ ଭୁବନେଶ୍ୱରରେ ଏକ ଘଟଣା ଘଟିଛି। ଅଳିଆଗଦାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ମାଲିକଙ୍କୁ ଫେରାଇଥିବା ସଫେଇ କର୍ମଚାରୀ ସରସ୍ୱତୀ ନାଏକ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି |ନ୍ୟୁ ଫରେଷ୍ଟ ପାର୍କ ଲେନ୍ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶଃତ ତାଙ୍କର ୧୮ ଗ୍ରାମର ଏକ ସୁନା ବ୍ରେସଲେଟ୍ ଡଷ୍ଟବିନରେ ପକାଇ ଦେଇଥିଲେ । ତାହା ପର ଦିନ ଘରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ ଗାଡିକୁ ସେହି ଡଷ୍ଟବିନର ବର୍ଜ୍ୟ ଦେଇଥିଲେ। ଏ ବିଷୟରେ […]

୨୫ ଲକ୍ଷ ଟଙ୍କାର ପୁରସ୍କାର ଥିବା କୁଖ୍ୟାତ ମାଓବାଦୀ ରାମଚନ୍ଦ୍ରର ମୃତ୍ୟୁ

ଛତିଶଗଡ ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁ ମୃତ । ଓଡିଶାରେ ସକ୍ରୀୟ ଥିଲେ ଦାସରୁ ଓରଫ କାର୍ତ୍ତିକ ଓରଫ ରାମଚନ୍ଦ୍ର। ଛତିଶଗଡ ପୁଲିସ ଦାସୁରଙ୍କ ଫଟୋ ଜାରି କରି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ସୂଚନାମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ନକ୍ସଲଙ୍କର ଚିହ୍ନଟ ହୋଇଛି। ମୃତ ନକ୍ସଲ […]

ପୂର୍ତ୍ତ ବିଭାଗ ପ୍ରକଳ୍ପର କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍

କ୍ୱାଲିଟି ଚେକିଂ କରିବ ମୋବାଇଲ ଲାବ୍ରୋଟୋରୀ। ପୂର୍ତ୍ତ ବିଭାଗ ପ୍ରକଳ୍ପଗୁଡିକର କ୍ୱାଲିଟି ତନଖି ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍। ଲୋକସେବା ଭବନ ପରିସର ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ପୂର୍ତ୍ତ ବିଭାଗୀୟ ବିଭିନ୍ନ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ନିର୍ମିତ ମୋବାଇଲ ୟୁନିଟ ଭ୍ୟାନକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଣିକି ରୋଡ଼, ବିଲଡିଂ, କିମ୍ବା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ୍ ପାଇଁ ଆଉ […]

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ ହୋଇଛି। ବିଶ୍ବ NGOର ଫାଉଣ୍ଡର ହେଉଛନ୍ତି ପ୍ରମିଳାଙ୍କ ଭାଇ । ଏକାଧିକ ବ୍ୟାଙ୍କରୁ ଟଙ୍କା ନେଇଥିଲେ କ୍ଷିରୋଦ । ଏବେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି ପ୍ରମିଳା ମଲ୍ଲିକ | କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ […]

ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

IAS ସ୍ତରରେ ଅଦଳବଦଳ । ବିବାଦ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଆଇଏଏସ୍‌ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ ମିଳିଛି । ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍‌ ଅଧିକାରୀ।ସୂଚନାଥାଉକି, ବିଜେପି ସରକାର ଗଠନ ହେବା ପରଠାରୁ ଆଇଏଏସ ମନୋଜ କୁମାର ସାହୁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରୀ ଭାବେ ତାଙ୍କୁ […]

ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ବୁଧବାର ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ନୀତି । ଏଥି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନା ଅନୁସାରେ ପବିତ୍ର ଧନୁ ସଂକ୍ରାନ୍ତ ଅବସରରେ ଗତ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ […]

ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା

ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ସେହିଭଳି ଦିନ ତାପମାତ୍ରା ବି ୩ରୁ ୫ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ତାରିଖରେ ପୁରୀ, ଗଞ୍ଜାମ, […]

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। 

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ମରାମତି କାମ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ। ତେବେ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ । ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଅଭିଜ୍ଞ ଇଞ୍ଜିନିୟରଙ୍କ ତତ୍ତ୍ଵାବଧାନରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ପରେ ଯାଇ […]

ଏସସି ଏସଟି ବିଭାଗରୁ ହଟିଲେ ବିଷ୍ଣୁପଦ ସେଠୀ ।

ଏସସି ଏସଟି ବିଭାଗରୁ ହଟିଲେ ବିଷ୍ଣୁପଦ ସେଠୀ । ପ୍ରମୁଖ ସଚିବ ପଦରୁ ହଟାଇ ରାଜ୍ୟ ସରକାର ତାଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି । ସେ ଏବେ ଜିଏ ବିଭାଗରେ ହେଲେ ଓଏସଡି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ […]

ମଦ ନିଶାରେ ଘର ଭାବି ଶୋରିଷ ବାଡ଼ିରେ ଶୋଇଥିଲେ! ଆଉ ସକାଳକୁ…

କେନ୍ଦୁଝର ଜିଲ୍ଲାରେ କାଞ୍ଜିପାଣି ଥାନା ଗୁପ୍ତଗଙ୍ଗା ଗାଁର ବାଣେଶ୍ୱର ଯୁଆଙ୍ଗ ସୋମବାର ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହିତ ମହାକୁଡ଼ ସାହିକୁ ଯାଇଥିଲେ। ସେଠାରେ ସମସ୍ତେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ମଦ ପିଇବା ପରେ ସାଙ୍ଗମାନେ ନିଜ ନିଜ ରାସ୍ତାରେ ପଳାଇଗଲେ। ଆଉ ବାଣେଶ୍ୱର ଘରକୁ ଫେରୁଥିଲେ। ମଦ ପିଇଥିବାରୁ ତାଙ୍କୁ ପ୍ରବଳ ନିଶା ହୋଇଥିଲା। ଠିକ୍‌ରେ ଚାଲି ପାରୁନଥିଲେ। ତଥାପି ଚଉଦ ଭୁମନ ତାଙ୍କୁ ଦେଖାଯାଉଥିଲା। ନିଶା ଏତେ ହୋଇଥିଲା ଯେ ଘରଠାରୁ ପ୍ରାୟ ୨୦୦ ମିଟର […]

୫ମ ଶୁଭମ ମେମୋରିଆଲ ଭଲି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମା’ ଦକ୍ଷିଣକାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା’ ଦକ୍ଷିଣକାଳୀଙ୍କ ବିଜେ ମଣ୍ଡା ବାଗନ ପଡିଆ ରେ ୫ମ ଶୁଭମ ମେମୋରିଆଲ ଭଲି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଏହି ଅବସରରେ ଅପରାହ୍ନ ୪ଘଟିକା ସମୟରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ଭଲି ଟୁର୍ଣ୍ଣାମେଣ୍ଟକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଉଦଘାଟନ ସନ୍ଧ୍ୟାରେ ଭଲି ଟୁର୍ନାମେଣ୍ଟରେ କୋମଣ୍ଡ ଭଲି କ୍ଳବ ବନାମ ଦୁର୍ଗା ପ୍ରସାଦ ଭଲି […]

ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ

lରାୟଗଡ:-ଅଦ୍ୟ ତା. ୧୭.୧୨.୨୦୨୪ ରିଖ ୧୧ ଘଟିକାରେ ଜିଲ୍ଲାପାଳ, ରାୟଗଡାଙ୍କ କରକମଳରେ ଚଳିତ ଖରିଫ ଋତୁ ୨୦୨୪-୨୫ ଧାନ କିଣା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ରାୟଗଡାଠାରେ ଧାନ ମଣ୍ଡି ଉଦଘାଟନ ହୋଇଅଛି । ଏହି ଉଦଘାଟନ ସମାରୋହରେ ଶ୍ରୀ ଦାଶରଥି ସୋରେନ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ରାୟଗଡା, ଶ୍ରୀ ସୀତାପତି କରୁଣାକାର ମାଝୀ, ଉପନିବନ୍ଧକ, ସମବାୟ ସମିତି ସମୂହ, ରାୟଗଡା, ଶ୍ରୀ ବାଲାଗାଡି ତିରୁପତି, K.C.C, Bank Director ଓ ଶ୍ରୀ କେ. […]