ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପିଟିପିଟି ମାରିଛନ୍ତି ସ୍ଥାନୀୟ ବାସିନ୍ଦା।ଦୁଇ ଜଣ କଲେଜ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ହଠାତ୍ ଦୁଇ ଜଣ ଯୁବକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ ଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ କାବୁ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଗୋଡ଼ହାତ ବାନ୍ଧିବା ସହ ଏକ ବାଉଁଶରେ ତାଙ୍କୁ ଝୁଲାଇବାକୁ ଚେଷ୍ଟା କରିଥିଲେ ସ୍ଥାନୀୟ ଲୋକେ। ତେବେ ଏହି […]
ଯୌନ ନିର୍ଯାତନା ମାମଲାରେ ଶିକାର ହୋଇଥିବା ବ୍ୟକ୍ତି ବା ପୀଡ଼ିତାଙ୍କ ପରିଚୟ ଯେପରି ସାର୍ବଜନୀନ ନହୁଏ, ସେଥିପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ନୂଆ ଏବଂ କଠୋର ପ୍ରୋଟୋକଲ୍ ଲାଗୁ କରିଛନ୍ତି।ମାମଲାର ଶୁଣାଣି ସମୟରେ କିମ୍ବା କୋର୍ଟଙ୍କ ରାୟ ପ୍ରକାଶ ପାଇବା ବେଳେ ପୀଡ଼ିତାଙ୍କ ନାମ, ଠିକଣା କିମ୍ବା ଏପରି କୌଣସି ତଥ୍ୟ ପ୍ରଦାନ କରାଯିବ ନାହିଁ, ଯାହାଦ୍ୱାରା ତାଙ୍କର ପରିଚୟ ଜଣାପଡ଼ିବ।ଛଦ୍ମନାମର ବ୍ୟବହାର: ପୀଡ଼ିତାଙ୍କ ପ୍ରକୃତ ନାମ ବଦଳରେ ‘X’, ‘Y’ କିମ୍ବା ଅନ୍ୟ କୌଣସି […]
ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ ରାଜ୍ୟପାଳ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିଛନ୍ତି।ନୂଆ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁରୁଣା ବିଧାନସଭାକୁ ଭଙ୍ଗ କରାଯାଇଛି।ପଶ୍ଚିମବଙ୍ଗରେ ଭାଜପାର ପ୍ରଥମ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୯ରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଲୋକଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ଆରଏନ ରବି ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରା ହେବା ପରେ […]
ରାୟଗଡ଼ା ତା ୦୭/୦୫ (ନିପ୍ର) ରାୟଗଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଏକ ପ୍ରେସମିଟ ଆୟୋଜନ କରିବା ସହ ରାଜ୍ୟ ସରକାରଙ୍କ ପୋଲିସ ଓ ଜନତା ତଥା ସ୍ଵତନ୍ତ୍ର ଭାବେ ଜୁଭେନାଇଲଙ୍କ ଭିତରେ ରହୁଥିବା ଦୂରତାକୁ ଦୂର କରିବା ନେଇ ଯେଉଁ କାର୍ଯ୍ୟକ୍ରମ ଜୁଭେଣ୍ଟିକା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି ତାହା ସଫଳ କରିବା ପାଇଁ ଏକ ପ୍ରେସମିଟ କରି ଗଣମାଧ୍ୟମକୁ ରାୟଗଡ଼ା ଏସ ପି ସ୍ଵାଥି ଏସ କୁମାର୍ କହିଥିଲେ। ଆସନ୍ତାକାଲି ସମଗ୍ର ରାଜ୍ୟରେ ପୋଲିସ […]
ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍ ।ସମାନ ଭାବେ କଟକ ପାଇଁ ୧୦୦ଟି ଓ ଭୁବନେଶ୍ବର ପାଇଁ ୧୦୦ଟି ବସ୍ ମଞ୍ଜୁର କରାଯାଇଛି ।କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ । ଦୁଇଟି ସହର ମଧ୍ୟରେ ଯୋଗାଯୋଗ ପାଇଁ […]
ରାଜ୍ୟରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ ପ୍ରଦାନ କରିବେ । ସବୁ ଗଡ଼ ଜାତ ଅଂଚଳରେ ଏଭଳି କେଶ ପଡ଼ିକି ଅଛି । ପଟ୍ଟା ପାଇଲା ପରେ ସାଲାମୀ ଦେଉନାହାନ୍ତି, ଆଉ ରାଜସ୍ବ ବିଭାଗ କ୍ଷତି ସହୁଛି । ଯେତେ ଏଭଳି ସମସ୍ୟା […]
ଉନ୍ନତ ପବ୍ଲିକ ୱାଇ-ଫାଇ ବ୍ୟବସ୍ଥା ଆଣିବା ଲାଗି ପ୍ରସ୍ତୁତି କରୁଛନ୍ତି ସରକାର। ଏହାଦ୍ୱାରା ୟୁଜରଙ୍କ ଅଭିଜ୍ଞତା ଉନ୍ନତ କରିବା ଏବଂ ଡିଜିଟାଲ ନେଣଦେଣରୁ ଅଧିକ ସୁରକ୍ଷିତ କରିବା ଉପରେ ଫୋକସ କରାଯାଇଛି ।ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍ୱାର୍ଡ ରହିବ। ଏଥିରେ ବ୍ୟବହାରକାରୀ ମାନଙ୍କୁ ହଟ୍ସ୍ପଟ୍ ପାଇଁ ଅଲଗା ଭାବେ ଓଟିପି ଦରକାର ପଡ଼ିବ ନାହିଁ। ସାରା ଦେଶରେ ଥିବା ୪ ଲକ୍ଷରୁ ଅଧିକ ୱାଇ-ଫାଇ ହଟ୍ସ୍ପଟ୍ରେ ଗୋଟିଏ ଓଟିପି କିମ୍ବା […]
ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନିଜକୁ ପୁଲିସ ଏସ ଆଇ କହି ଲୋକଙ୍କୁ ଲଗାଉଥିଲେ ଚୂନ । କାହାକୁ କମ ଦରରେ କ୍ରିକେଟ ମ୍ୟାଚ ଟିକେଟ କରାଇ ଦେବାର ପ୍ରତିଶ୍ରୁତି ତ ଆଉ କାହାକୁ କମ ଦାମରେ ଜମି ଦେବାର ଲୋଭ ଦେଖାଉଥିଲେ । ଏଭଳି ତିନିଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ବାପ ପୁଅଙ୍କୁ ଗିରଫ କରିଛି ଏୟାରଫିଲଡ ଥାନା ପୁଲିସ।ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ […]
ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ପାଖାପାଖି ୩୬ ହଜାର ଏକର ଜମିରୁ ୨୫ରୁ ୨୬% ଜମି ଦଖଲରେ ରହିଛି । ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବ । ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ବଡ କର୍ପସ ଫଣ୍ଡ ଗଠନ ହୋଇପାରିବ । ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ଯେ […]
ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହୋଇଛି। ୩୨ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏନ୍ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ତେବେ ଏଥର ମନ୍ତ୍ରିମଣ୍ଡଳର ସବୁଠୁ ଚର୍ଚ୍ଚିତ […]
ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ ।ଓଡ଼ିଶା ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ପାଇଁ ସହରାଞ୍ଚଳ ବନ୍ୟା ବିରୋଧରେ କଠୋର ପ୍ରତିରୋଧକ ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରିଛନ୍ତି।ULB ଗୁଡ଼ିକୁ ମ୍ୟାନହୋଲ୍ ସମେତ ଡ୍ରେନ୍ ନେଟୱାର୍କ ଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଏବଂ କ୍ଷତିଗ୍ରସ୍ତ ଗଠନର ତୁରନ୍ତ ମରାମତି କିମ୍ବା […]
ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି ।ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି । ସେ ଦୀର୍ଘବର୍ଷ ହେଲା […]
