ରାୟଗଡ଼ା: ରାୟଗଡ଼ା ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ‘ସଂସ୍କୃତି’ ପକ୍ଷରୁ ମହା ଆଡମ୍ବର ସହକାରେ ଶିକ୍ଷକ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ସଭାନେତ୍ରୀ ସରସ୍ୱତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଏବଂ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ ସମାଜ ଗଠନରେ ଗୁରୁ ଓ ଶିକ୍ଷକଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ […]
ରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକା ଇରାନର ପ୍ରମୁଖ ତୈଳ କେନ୍ଦ୍ର ଖାର୍ଗ ଦ୍ଵୀପ ନିକଟରେ ବଡ଼ ଧରଣର ହମଲା କରିଛି। ଏହାର ସୂଚନା ଖୋଦ୍ ଇରାନର ମିଡିଆ ଦେଇଛନ୍ତି। ସୂଚନା ମୁତାବକ ଖାର୍ଗ ଦ୍ଵୀପ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏହି ବିସ୍ଫୋରଣ ତୈଳ କେନ୍ଦ୍ରର ମୁଖ୍ୟ ହବରେ ହୋଇଥିବା କୁହାଯାଉଛି।ଆମେରିକା ଆକ୍ରମଣର ରିପୋର୍ଟ ଇରାନର ‘ଷ୍ଟୁଡେଣ୍ଟ ନ୍ୟୁଜ ନେଟୱାର୍କ’ (SNN) ରୁ ଆସିଛି। SNN […]
ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ।ଆସନ୍ତା ଇଂରାଜୀ ତାରିଖ ସେପ୍ଟେମ୍ବର -15 ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ଦିନ ପୂର୍ବାହ୍ନ 9ଟା 40ରୁ 9ଟା 54 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ l ଏହାପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ l ଏଥିପାଇଁ ଆଜି ପରମ୍ପରା ମୁତାବକ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ […]
ବର୍ତ୍ତମାନ ଚିନି-ପିଆଜ ପରେ ଅଣ୍ଡା ମୂଲ୍ୟ ବୃଦ୍ଧିର ପ୍ରଭାବ ସବୁଠି ଅନୁଭୂତ ହେଉଛି।ବିଗତ ୧ ବର୍ଷ ସମଗ୍ର ଦେଶରେ ଅଣ୍ଡା ମୂଲ୍ୟ ପ୍ରାୟ ୪୦% ବୃଦ୍ଧି ପାଇଛି। ଅନେକ ସହରରେ, ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ୯ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି ହେଉଛି।National Egg Coordination Committee (NECC) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଦିଲ୍ଲୀରେ ଗୋଟିଏ ଅଣ୍ଡାର ମୂଲ୍ୟ ୬ ଟଙ୍କା ରହିଛି। ସେହିପରି କୋଲକାତାରେ ଏହାର ମୂଲ୍ୟ ପ୍ରାୟ ୬.୦୨ ଟଙ୍କା ରହିଛି। […]
ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି ।LIC ହାଉସିଂ ଫାଇନାନ୍ସ ଲିମିଟେଡ୍ ସହ ପ୍ରାୟ ୧,୩୨୨ କୋଟି ଟଙ୍କାର କଥିତ ଠକେଇ ଅଭିଯୋଗରେ CBI ତାଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁସାରେ, LIC ହାଉସିଂ ଫାଇନାନ୍ସର ଅଭିଯୋଗ ଆଧାରରେ ସୁଭାଷ ଚନ୍ଦ୍ରାଙ୍କ […]
ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ ହେଲା ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗାନ୍ଧି ମାର୍ଗରେ ପହଞ୍ଚିଛନ୍ତି । ତାଙ୍କ ସହ ବିଧାୟକ ଆଶ୍ରିତ ପଟ୍ଟନାୟକ ଅଛନ୍ତି । ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ […]
FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ ହେଉଥିଲା, ଏବେ ଧାନ ଚାଷ ବଢ଼ିଛି । ସରକାର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଉଥିବାରୁ ଚାଷୀଙ୍କ ଆଗ୍ରହ ବଢ଼ିଛି । FCI ଧାନ ଉଠାଇବା ନେଇ କେନ୍ଦ୍ର ସହ ପ୍ରତିଦିନ ଆଲୋଚନା […]
କଳିଙ୍ଗନଗର ଅଞ୍ଚଳର ଜଣେ ମହିଳା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ସ୍ୱାମୀଙ୍କର ଦୁର୍ଘଟଣା ହୋଇଥିବା କହି ମହିଳାଙ୍କୁ ଡାକି ନେଇ ଚଣ୍ଡିଖୋଲସ୍ଥିତ ଏକ ପରିତ୍ୟକ୍ତ ଗୃହରେ ଗଣଦୁଷ୍କର୍ମ କରାଯାଇଛି ।ଏଭଳି ଏକ ଚାଞ୍ଚଲ୍ୟକର ଖବର ପୁଣିଥରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୁଲିସ । ସୂଚନା ଅନୁଯାୟୀ ଗତ ୧ ତାରିଖରେ ସ୍ୱାମୀଙ୍କ ଦେହ ଖରାପ ଓ ସେ ଚଣ୍ଡିଖୋଲରେ […]
କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ ତୁମ ମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଭଲ ପାଠ ପଢି ଦକ୍ଷତା ହାସଲ କରିବ ଏବଂ ନିଜର ଓ ଦେଶର ବିକାଶରେ ଯୋଗଦାନ ରଖିବ। ଏହା ହେଉଛି ଆମ ଶିକ୍ଷା ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ। ତେଣୁ, […]
ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ପାଇଁ ଗର୍ଜିଲେ ରାଜ୍ୟର ହଜାର ହଜାର ଶିକ୍ଷକ ଓ କର୍ମଚାରୀ।ସଂଗଠନର ପ୍ରମୁଖ ଦାବି ରହିଛି, 25ରୁ 30 ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନରୁ ବଞ୍ଚିତ ୧୯୪ ଓ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା।ବିଶେଷକରି ଅବସର ନେଇଥିବା ଅନେକ ଶିକ୍ଷକ ଓ କର୍ମଚାରୀ ପେନଶନ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧାରୁ ବଞ୍ଚିତ […]
ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୦୨୬ର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନ, ଅଭିଜ୍ଞତା ଏବଂ ନୂଆ ପିଢ଼ିକୁ ଗଢ଼ିବାରେ ଶିକ୍ଷକଙ୍କ ଭୂମିକା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଶିକ୍ଷକମାନେ କିଭଳି ନିଜ ଅଭିନବ ପଦକ୍ଷେପ ଓ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ […]
ବନ୍ୟା ପାଣିରେ ଅଣ୍ଟାଏ ବୁଡ଼ି ଚର୍ଚ୍ଚକୁ ଆସିଲେ କନ୍ୟା, ଭାଇରାଲ ହେଉଛି ଫିଲିପାଇନ୍ସର ଏହି ବିବାହ। ଫିଲିପାଇନ୍ସରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡ଼େ କେବଳ ପାଣି ଆଉ ପାଣି। ଚର୍ଚ୍ଚ ଭିତରେ ମଧ୍ୟ ବନ୍ୟାଜଳ ଜମି ରହିଛି। ଏଭଳି ଭୟାବହ ପରିବେଶ ସତ୍ତ୍ବେ ଏହି ନବଦମ୍ପତି ନିଜର ପୂର୍ବ ନିର୍ଦ୍ଧାରିତ ବିବାହ ତାରିଖକୁ ବଦଳାଇବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ।ବନ୍ୟାର ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ନମାନି ନିଜ ଜୀବନର […]
