ଆଜିର ଖବର ସହୀଦ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ନାରୀ ନିର୍ଯ୍ୟାତନା ସମାପ୍ତ ଦାବୀରେ ଭୁବନେଶ୍ବରରେ ଯୁବଛାତ୍ର ସମ୍ମିଳନୀ। ୪ ଅଗଷ୍ଟରୁ ୧୮ ଅଗଷ୍ଟ ବାଲେଶ୍ବରରୁ ଭୁବନେଶ୍ବର ପଦଯାତ୍ରା