ପ୍ରକାଶ ପାଇଲା ସିବିଏସଇର ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ । ୱେବ୍‌ସାଇଟ୍‌ରେ ଉପଲବ୍ଧ ରେଜଲ୍ଟ ।’ସିବିଏସଇ’ ବୋର୍ଡର ୱେବସାଇଟ results.cbse.nic.in ଜରିଆରେ କିମ୍ବା ଡିଜି ଲକରରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ବୋର୍ଡରେ ସାରା ଦେଶରୁ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସାରାଦେଶରେ ପାସ୍‌ ହାର ୮୫.୨୦ ପ୍ରତିଶତ । ଗତବର୍ଷ ଅପେକ୍ଷା କମିଲା ପାସ୍‌ ହାର । ମୋଟ ପାସ୍‌ ହାର ୩.୧୯ ପ୍ରତିଶତ ହ୍ରାସ ।

ଅଧିକ ପଢନ୍ତୁ