ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ନଦେଲେ ସମ୍ପୃକ୍ତ ଦାୟୀ ଅଧିକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ ।ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ସରକାର ‘ଅଟୋ-ଅପିଲ୍ ସିଷ୍ଟମ୍’ ଲାଗୁ କରିଛନ୍ତି। ଏହାର ସୁପରିଚାଳନା ପାଇଁ ସାଧାରଣ […]
ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍ଭି ଓସେନ ୱିନର୍’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ (୩୯୬ କି.ମି.) ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ଥିବା ମୋଟ ୨୪ ନାବିକଙ୍କ ମଧ୍ୟରୁ ଭାରତୀୟ ସୁରକ୍ଷା ସନ୍ଧାନୀ ଟିମ (ନୌସେନା ଓ କୋଷ୍ଟଗାର୍ଡ) ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ଅବଶିଷ୍ଟ ୨୨ ନାବିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନେ କେଉଁ ଅବସ୍ଥାରେ […]
୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ତିର୍ତ୍ତୋଲ ବ୍ଲକ୍ରେ କାର୍ଯ୍ୟରତ ଥିବା ବେଳେ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି କରିଥିଲେ । ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।ରଘୁନାଥପୁର […]
ମହାରାଷ୍ଟ୍ରର ଅମରାବତୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ତିନି ନବଜାତ ଶିଶୁଙ୍କ ମୃତ୍ୟୁ । ୬ ଗୁରୁତର ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି । ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ନିଓନାଟାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ସୋମବାର ସକାଳେ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପୋଡ଼ି ଯାଇ ୩ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର-ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି। […]
ରାଜ୍ୟବାସୀଙ୍କ ପାଇଁ ବଡ଼ ବୋଝ ହେଲାଣି ପିଆଜ । ଆଜି କିଲୋ ୬୦ଟଙ୍କା ଛୁଇଁଛି । ଚଳିତ ସପ୍ତାହରେ କିଲୋ ପିଛା ଦର ୨୦ଟଙ୍କା ବଢ଼ିଛି । ସେପଟେ ୨ମାସ ମଧ୍ୟରେ କୁଇଣ୍ଟାଲ ପିଛା ପିଆଜ ଦର ୨୨ଶହ ଟଙ୍କାରୁ ବଢ଼ି ୩୫୦୦ ଟଙ୍କାରେ ପହଞ୍ଚିଛି । ପରିବହନ ଓ ଅନ୍ୟ ଖର୍ଚ୍ଚ ମିଶିଲେ ୪ହଜାର ।ସରକାର ଚିନ୍ତିତ ଯେ ଯଦି ଦରକୁ ଶୀଘ୍ର ନିୟନ୍ତ୍ରଣ କରାନଯାଏ, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ। […]
ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି। ଏଥିସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।ଆଜି ଅତି ଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ ଢେଙ୍କାନାଳ, କଟକ, କଳାହାଣ୍ଡି ଓ […]
ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]
ରାୟଗଡ଼ା ତା ୨୩/୦୮ (ନିପ୍ର) ପୋଲ ନଥିବାରୁ ବିପଦପୁଣ୍ଣ ଭାବେ ଭରା ନାଳ ପାର ହେଉଛନ୍ତି ଗ୍ରାମବାସୀ। ଅଘଟଣକୁ ଅପେକ୍ଷା କରିଛି ପ୍ରଶାସନ। ଲଗାଣ ବର୍ଷାରେ ଭରିଛି ନାଳ। ଆଉ ସେହି ଭରା ନାଳ ହିଁ ଏବେ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଯାତାୟାତର ଏକମାତ୍ର ଭରସା। ପ୍ରବଳ ଜଳସ୍ରୋତ ମଧ୍ୟରେ ମହିଳା, ଶିଶୁ, ବୃଦ୍ଧଙ୍କଠାରୁ ଆରମ୍ଭ କରି ଯୁବକମାନେ ମଧ୍ୟ ବିପଦସଂକୁଳ ଭାବେ ନାଳ ପାର ହେଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ନାଳ ଉପରେ ପୋଲ ନିର୍ମାଣ ହୋଇନଥିବାରୁ […]
ରାୟଗଡ () ୨୩/୦୮ – ରାୟଗଡ ଜିଲ୍ଲା ବିଜେପି ତରଫରୁ ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ୬୫୦ ତମ ଜୟନ୍ତୀ ଅବସରରେ ସମରସ ସଂକଳ୍ପ ଅଭିଯାନ ଅନ୍ତର୍ଗତ ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା ସହିତ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ଏକାଧିକ ସାଧୁ ସନ୍ଥଙ୍କ ଯୋଗଦାନ ସହିତ ହଜାର ହଜାର ଶ୍ରଦ୍ଧାଳୁ ଓ କଳସ ଧାରୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଉପସ୍ଥିତ ସାଧୁସନ୍ଥଗଣ ଆମମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ […]
ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]
ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। କିନ୍ତୁ ଆଜି କାର୍ଗୋ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଥିବା ଖବର ମିଳିଛି ।ମାଲବାହୀ ଜାହାଜ M/V ଓସେନ୍ ୱିନର ଲୁହା ପଥର ନେଇ ଯାଉଥିଲା। ଏଥିରେ ୨୪ ଜଣ କ୍ରୁ ସଦସ୍ୟ ଥିଲାବେଳେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ୍ ନାଗରିକ ବୋଲି ସୂଚନା ମିଳିଛି। ଜାହାଜ ଓସେନ ଓ୍ବିନରରେ ପାନାମା […]
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଇ-ତୋଇବା (LeT) ର ପ୍ରତିଷ୍ଠାତା ହାଫିଜ୍ ସୟିଦ୍ ନାମରେ ସମନ ଜାରି କରିବାକୁ ଜାତୀୟ ଏନଆଇଏର ବିଶେଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟଙ୍କ ଆଦେଶକ୍ରମେ ଏହି ସମନ ଭାରତର ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ ପାକିସ୍ତାନ ପଠାଯିବ | ଏହି କୋର୍ଟ ସମନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୟିଦଙ୍କୁ କୋର୍ଟରେ ହାଜର ହେବା ପାଇଁ ଆନୁଷ୍ଠାନିକ ଭାବେ ଏକ ସୁଯୋଗ ଦେବା। ଯଦି […]
