author

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌  ଘଟଣା, ନିଶାସେବନରେ ୭ କଏଦୀ ଅସୁସ୍ଥ

ବ୍ରାଉନ୍‌ସୁଗାର୍‌ ଖାଇ ୭ କଏଦୀ ଅସୁସ୍ଥ । ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଅଭାବନୀୟ ଘଟଣା । ୩ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ୨ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ଏମାନଙ୍କ ଭିତରୁ ଜଣେ ମାଓନେତା ଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାଦ୍ୟରେ ଅପମିଶ୍ରଣ କିମ୍ବା ମାତ୍ରାଧିକ ନିଶା ସେବନ ଯୋଗୁ […]

ଜୁଲାଇ  ୪ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଜୁଲାଇ  ୪ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଅମିତ୍ ଶାହଙ୍କ ଗସ୍ତ ନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି. ରାଜସ୍ବ ମନ୍ତ୍ରୀ କହିଛନ୍ତି କାର୍ଯ୍ୟକ୍ରମ ଏକ ପ୍ରକାର ଚୂଡାନ୍ତ ହୋଇଛି. କିନ୍ତୁ କେତୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଚୂଡାନ୍ତ […]

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁଲଣ୍ଡନ ହାଇକୋର୍ଟର ଶକ୍ତ ଧକ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆ ସପକ୍ଷରେ ରାୟ ଶୁଣାଇ ବ୍ରିଟେନର ଏହି ଅଦାଲତ ନୀରବଙ୍କୁ ବ୍ୟାଙ୍କର ୧୦.୭ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଋଣ ପରିଶୋଧ କରିବା ପାଇଁ ଦାୟୀ କରିଛନ୍ତି ।ଏହି ପରିମାଣ ନୀରବ ମୋଦି ତାଙ୍କର ଏକ କମ୍ପାନୀ, ଫାୟାରଷ୍ଟାର ଡାଇମଣ୍ଡ ଦ୍ୱାରା ନିଆଯାଇଥିବା ଋଣ ପାଇଁ ପ୍ରଦାନ କରିଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟି ସହିତ ଜଡିତ।ବ୍ୟାଙ୍କ ଅଫ […]

ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ; ଅଭିଯୁକ୍ତକୁ ପୁଲିସର ଏନ୍‌କାଉଣ୍ଟର

ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା , ଅଭିଯୁକ୍ତ ଚନ୍ଦନ ପଲାରକୁ ପୁଲିସ୍‌ର ଏନ୍‌କାଉଣ୍ଟର । ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ହତ୍ୟାକାଣ୍ଡ ।ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି […]

ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର। ଆଗକୁ ନୂଆ BS6 ଗାଡ଼ି ପାଇଁ ୩ ବର୍ଷ ରହିପାରେ PUCC ଭ୍ୟାଲିଡିଟି

ବର୍ତ୍ତମାନ କେନ୍ଦ୍ର ସରକାରBS6ଇଞ୍ଜିନ୍ ଥିବା ଗାଡ଼ିଗୁଡ଼ିକ ପାଇଁ ‘ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍’ ର ବୈଧତା ୧ ବର୍ଷରୁ ବୃଦ୍ଧି କରି୩ ବର୍ଷକରିବା ନେଇ ବିଚାର କରୁଛନ୍ତି। ୧ ଏପ୍ରିଲ୍ ୨୦୨୦ ପରେ କିଣାଯାଇଥିବା ଯାନବାହାନ ପାଇଁ ଏହି ନିୟମ ଲାଗୁ ହେବ, କିନ୍ତୁ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ନିୟମ ଆହୁରି କଡ଼ାକଡ଼ି କରାଯିବ।ନୂଆ ବ୍ୟବସ୍ଥା ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ମାନକ ଏବଂ ବୟସ ଅନୁଯାୟୀ ପିୟୁସିସିର ବୈଧତା ସ୍ଥିର କରାଯିବ। ପୁରୁଣା ଗାଡ଼ିଗୁଡ଼ିକୁ ଏବେ ଅଧିକ […]

ଆଜିର ରାଶିଫଳ(୨୪ ଜୁନ, ୨୦୨୬)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ

ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି। ଏହି ଘଟଣାରେ ସି-ଫୁଡ୍‌ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ମୋଟ ୭ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପରିବାରକୁ ସମସ୍ତ ପ୍ରକାର […]

ରାଜ୍ୟରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ବିବାଦ ଥମିବାର ନାଁ ନେଉନି ।ସଂଶୋଧିତ ପୁସ୍ତିକାରେ ବି ଭୁଲ

ରାଜ୍ୟରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ବିବାଦ ଥମିବାର ନାଁ ନେଉନି ।ଛପା ହେବ ନାହିଁ ନୂଆ ବହି, ସଂଶୋଧିତ ପୁସ୍ତିକା ସାହାଯ୍ୟରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବାବେଳେ ସଂଶୋଧିତ ପୁସ୍ତିକା ଉପରେ ଉଠିଲାଣି ପ୍ରଶ୍ନ । ସଂଶୋଧିତ ପୁସ୍ତିକାରେ ବି ଅନେକ ତୃଟି ଥିବା ଅଭିଯୋଗ ହୋଇଛି । ଅଷ୍ଟମ ଶ୍ରେଣୀର ଗଣିତ ବହିର ସଂଶୋଧିତ ପୁସ୍ତିକାରେ ଭୂଲ ଥିବା କହିଛନ୍ତି ବିଶେଷଜ୍ଞ । ତରବରିଆ ଭାବେ ସଂଶୋଧନ […]

ରାଷ୍ଟ୍ରପତିଙ୍କ ହାତରୁ ପଦ୍ମ ସମ୍ମାନ, ସମ୍ମାନିତ ହେଲେ ୩ ଓଡ଼ିଆ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ । କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ । ଶରତ ପାତ୍ର ହେଉଛନ୍ତି କଟକ ନୂଆପାଟଣା ମାଣିଆବନ୍ଧର ହସ୍ତତନ୍ତ ବୁଣାକାର । ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଛନ୍ତି ଶରତ ପାତ୍ର । ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଲୋକ କଳାକାର । ବିଭିନ୍ନ କ୍ଷେତ୍ରରେ ଅବଦାନ […]

ବିଶ୍ଵପ୍ରସିଦ୍ଧ ରଥଯାତ୍ରା: ପୁରୀରେ ଲାଗିବ ୪୭୩ ସିସିଟିଭି

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଛି । ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ । ସହରର ବିଭିନ୍ନ ସ୍ଥାନରେ ହେବ ୩୦ଟି […]

ଯୁକ୍ତ ଦୁଇରେ ୯୮ ପ୍ରତିଶତ ମାର୍କ ରଖିଲେ ସୌରେନ

ରାୟଗଡ଼ (ନିପ୍ର) ୨୩/୦୫ – ରାୟଗଡ଼ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସୌରେନ ପଣ୍ଡା ୯୪.୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ । କିନ୍ତୁ ସୌରେନ୯୪.୮ ପ୍ରତିଶତ ମାର୍କରେ ସନ୍ତୁଷ୍ଟ ନଥିବା ବେଳେ କିଛି ବିଷୟରେ ସେ ଉତର ଖାତାର ପୁନଃଯାଂଚ ପାଇଁ ଆବେଦନ କରିଥିବା । ପୁନଃଯାଂଚ ପରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ । ଏଥିରେ ସୌରେନ ୯୮ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । […]

ଏଲ୍-ନିନୋ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ସମୀକ୍ଷା

ଆସୁଛି ଏଲ୍ ନିନୋ । ଏହାର ପ୍ରଭାବରେ ସାରା ଦେଶରେ ବର୍ଷାର ପରିମାଣ କମ୍ ରହିବ । ଫଳରେ ଖରିଫ୍ ଋତୁରେ ଚାଷୀ ଓ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କିଛିମାସ ହେବ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ପ୍ରସ୍ତୁତି ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଅଧ୍ୟକ୍ଷତା କରିଥିଲେ । ଏହି […]