author

ଆଜି ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର।

ବୁଧବାର ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨ ହଜାର ୭୨୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ସହ ୨୫ଶହ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିବେ ।୫ହଜାର ୨୮୪ କିମି ବିଶିଷ୍ଟ ଦୀର୍ଘ ଜଳସେଚନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର […]

ଟ୍ରକ ଡ୍ରାଇଭଙ୍କ ଆନ୍ଦୋଳନ ସ୍ଥଗିତ, ଏବେ କାର୍ଯ୍ୟକାରୀ ହେବନି ହିଟ୍‌ ଆଣ୍ଡ ରନ୍‌ ଆଇନ

ସଡକ ଦୁର୍ଘଟଣାରେ ଚାଳକଙ୍କ ବେପରୁଆ ବାହନ ଚାଳନା ପାଇଁ ମୃତ୍ୟୁ ମାମଲାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା କେବଳ ଏକ ଗୁଜବ। ଏପରି ମାମଲାରେ ସରକାରଙ୍କ ଦ୍ୱାରା ଯେଉଁ ନୂଆ ସେକ୍ସନ ଯୋଡା ଯାଇଛି ସେଥିରେ କୌଣସିଠାରେ ୧୦ ଲକ୍ଷ ଟଙ୍କାର ଉଲ୍ଲେଖ ମଧ୍ୟ ନାହିଁ ବୋଲି କୁହାଯାଇଛି । ତେବେ ଦେଶରେ ସଡ଼ ଦୁର୍ଘଟଣାର ବଢୁଥିବା ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମୋକଦ୍ଦମାର ଶୁଣାଣି କାଳରେ ଏହି ଅବଜରଭେସନ ଦେଇଥିଲେ ଯେ ଯେଉଁବାହନ ଚାଳକମାନେ […]

ଜାନୁଆରୀ ୧ ସୁଦ୍ଧା ଦେଶରେ ୯୭.୩୮ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ଫେରିବା ସଫଳ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ।୨୦୨୩ ଡିସେମ୍ବର ୨୯ ତାରିଖ ବ୍ୟବସାୟ ବନ୍ଦ ହେବା ପୂର୍ବରୁ ଆଉ ମାତ୍ର ୯,୩୩୯ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ ପଡ଼ି ରହିଛି ବୋଲି ଆର୍‌ବିଆଇ କହିଛି।୧୯ ମେ ୨୦୨୩ରେ ପ୍ରଥମେ ୨୦୦୦ ଟଙ୍କିଆ ନୋଟ୍ […]

ଯିଏ ମୋତେ କହିବା ତାକୁ ମୁଁ ବିବାହ କରିବେ ତେବେ ଅର୍ଜୁନ କାପୁରଙ୍କ ସହିତ …. ନା

ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ ମଧ୍ୟ ସନସନି ମଚାଇ ଦେଇଛନ୍ତି। ତେବେ ଅଭିନେତ୍ରୀଙ୍କୁ ‘ଜାଲକ ଦିଖଲା ଜା ୧୧’ ରେ ବିଚାରପତି ଭାବରେ ଦେଖିବାକୁ ମିଳିଛି। ଲାଟେଷ୍ଟେ ଏପିସୋଡ୍‌ର ଏକ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଫରାହ ଅଭିନେତ୍ରୀଙ୍କୁ ତାଙ୍କ […]

ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌

ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଅଭିନେତା ନିଜେ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଜାପାନ ଛୁଟି ବିଷୟରେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ସେ X ରେ ଏକ ବିବୃତ୍ତି ସେୟାର କରି କହିଥିଲେ ଯେ […]

 ଭାରତକୁ ୧୯୦ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ମହିଳା ଟିମ୍ ଭାରତକୁ ୩-୦ରେ ହରାଇଛି । ଅଷ୍ଟ୍ରେଲିଆ ଟିମ୍ ମଙ୍ଗଳବାର ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ତୃତୀୟ ଦିନିକିଆରେ ୧୯୦ ରନ୍‌ରେ ବିଜୟ ହାସଲ କରିଛି ।ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇଥିଲା ।୩୩୯ ରନ୍‌ ଜବାବରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୪୮ […]

ଶିଖର ପାହାଡିଆଙ୍କ ସହ ରିଲେସନଶିପକୁ ନେଇ କଣ କହିଲେ ଜାହ୍ନବୀ ?

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରଣ-୮କୁ ଆସିଥିଲେ । ସେଠାରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବାଦ- ବିବାଦ ମଧ୍ୟ ହୋଇଛି। ଉଭୟ ଜହ୍ନବୀ କପୁର ଏବଂ ଖୁସୀ କପୁର କରଣଙ୍କ ସହ ଏହି ମଞ୍ଚରେ ଥିଲେ । ସୋ’ର ରାପିଡ୍ ଫାୟାର ରାଉଣ୍ଡ‌ରେ କରଣ […]

ନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ

ନୟାଗଡ଼,୨/୧: ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ।ନାଟକ ରଚନା କରିବା ସହ ନିର୍ଦ୍ଦେଶନା […]

ନୂଆ ଘର କିଣିଲେ ଜନ ଆବ୍ରାହମ ଆଉ ଏବେ ଚର୍ଚାରେ …

ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ । ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ କାରବାର ହୋଇଛି।ଜନ ମୁମ୍ବାଇର ଲିଙ୍କିଂ ରୋଡରେ ଥିବା ଏକ ବଙ୍ଗଳା ପାଇଁ ଏହି ଚୁକ୍ତି ଶେଷ କରିଛନ୍ତି। ସେ ୭୫ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଛନ୍ତି।ଏଥିପାଇଁ ଜନ୍ ଅବ୍ରହାମ ୪.୨୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, ଖାରର ଲିଙ୍କ୍ ରୋଡ୍ ଯେଉଁଥିରେ ଜନ୍ ଆବ୍ରାହମ୍ ଏହି ବଙ୍ଗଳା କିଣିଛନ୍ତି। ତାହା ଏକ […]

ଛାତ୍ରୀଙ୍କୁ ପ୍ରେମ ନିବେଦନ ପ୍ରଧାନ ଶିକ୍ଷକଙ୍କୁ  ମହଙ୍ଗା ପଡ଼ିଛି।

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ପ୍ରଧାନ ଶିକ୍ଷକ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି। ତେଣୁ ତାଙ୍କୁ ନିଲମ୍ୱନ କରିଛନ୍ତି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ । ନିଲମ୍ୱିତ ପ୍ରଧାନ ଶିକ୍ଷକ ହେଉଛନ୍ତି ବୃଷଭାନୁ ନାୟକ । ଏହି ଘଟଣା ଘଟିଛି ନକ୍ଷତ୍ର ମାଳିନୀ ହାଇସ୍କୁଲ ରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରୀ ଙ୍କ ସହିତ ,ପ୍ରେମ ପାଠ ପଢ ମୁଁ ତୋତେ ଅଧିକ ମାର୍କ ଦେବି ଇତ୍ୟାଦି ଅଶ୍ଳୀଳ […]

ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କି ?

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ବିଜେପି ଦାବିକରୁଛି। ହେମନ୍ତ ସୋରେନ ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ୭ଟି ନୋଟିସ୍ ଟାଳି ସାରିଲେଣି। ଏଣୁ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବା ଆଶଙ୍କାରେ […]

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ ଓ ବାପାଙ୍କ ପରିଚୟ ମିଳିଲା

ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। […]