author

NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର

NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିଡିହି ଥାନା ଅଞ୍ଚଳରେ।ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଯୁବକ ।ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚା ଦୋକାନ କରିଥିବା ଗିରିଧାରୀ ବାରିକଙ୍କ ପୁଅ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜାଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ […]

ମ୍ୟାଜିକ୍ ନମ୍ବର ପାଇଁ ସଂଗ୍ରାମ, ବିଜୟଙ୍କୁ ରୋକିବେ କି DMK-AIADMK?

ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି।ଆଜି ହୋଇପାରିବନି TVK ମୁଖ୍ୟ ଥଲାପତି ବିଜୟଙ୍କ ଶପଥ ଗ୍ରହଣ । କାରଣ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ସରକାର ଗଠନ ପାଇଁ TVK ପାଖରେ ଆବଶ୍ୟକ ସଂଖ୍ୟା ଥିବା ବିଶ୍ୱାସକୁ ନେଇନାହାଁନ୍ତି।ଯଦିଓ TVKକୁ କଂଗ୍ରେସ ସମର୍ଥନ […]

ଏଣିକି ସପ୍ତାହେ ଭିତରେ ପ୍ଲାନ୍ ଆପ୍ରୁଭାଲ୍, ଫାଇଲ୍ ଅଟକାଇଲେ ଫାଇନ୍

ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ। ଅଫିସର ଯେତିକି ଦିନ ଫାଇଲ ଅଟକାଇବେ ଦିନକୁ ୨୫୦ ଟଙ୍କା ଲେଖାଏଁ ଫାଇନ ଭରିବେ।ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ପରେ […]

ପଶ୍ଚିମବଙ୍ଗରେ ଭୟଙ୍କର ରାଜନୈତିକ ହିଂସା , ଶୁଭେନ୍ଦୁ ଅଧିକାରୀଙ୍କ ପିଏକୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଘଟଣାରେ ସମ୍ପୃକ୍ତ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ହତ୍ୟା ଯୋଜନାବଦ୍ଧ ଥିଲା।ଶୁଭେନ୍ଦୁଙ୍କୁ  ପିଏ ଚନ୍ଦ୍ରନାଥ ରଥ ଏକ ଚଳନ୍ତା କାରରେ ଥିବା ସମୟରେ […]

ଆଜିର ରାଶିଫଳ(୦୭ ମଇ, ୨୦୨୬)

ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]

NDA କୁ ଛାଡି କାହିଁକି କଂଗ୍ରେସ ସହ ମେଣ୍ଟ କଲେ ବିଜୟ ?

ଦେଶରେ ଅନେକ ଏନଡିଏ ସରକାର ଚାଲିଛି । ଅନେକ ରାଜ୍ୟରେ ମଧ୍ୟ ସରକାର ଗଠନ କରିଛି । ତେବେ ତେଲେଙ୍ଗାନାରେ ଏନଡିଏକୁ ନ ବାଛି କଂଗ୍ରେସକୁ କାହିଁକି ବାଛିଲେ ବିଜୟ ? ଏହା ପଛରେ କଣ ରହିଛି କାରଣ ।ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଦଳ ‘ତମିଲଗା ଭେଟ୍ରି କାଜଗାମ’ ବା TVK ୧୦୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ମାତ୍ର ସରକାର ଗଠନ ପାଇଁ ଆବଶ୍ୟକ ୧୧୭ ମ୍ୟାଜିକ୍ […]

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ!ପେଟ୍ରୋଲ-ଡିଜେଲ ଦର ବଢ଼ିବ ନାହିଁ: ସ୍ପଷ୍ଟ କଲେ ସରକାର

ବିଶ୍ୱ ବଜାରରେ ଅଶୋଧିତ ତୈଳ (Crude Oil) ଦରକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ପେଟ୍ରୋଲ, ଡିଜେଲ କିମ୍ବା ଘରୋଇ LPG ଦରରେ କୌଣସି ବୃଦ୍ଧି କରାଯିବ ନାହିଁ।IMF ର ଯୁକ୍ତି ହେଉଛି— ଯଦି ଦର ବଢ଼ିବ, ଲୋକେ ବ୍ୟବହାର କମାଇବେ ଏବଂ ବିଶ୍ୱ ଚାହିଦା କମିଲେ ହିଁ ଦର ନିୟନ୍ତ୍ରଣ ହେବ।ଯଦିଓ ସରକାର ଦର ବଢ଼ାଇବାକୁ ମନା କରିଛନ୍ତି, କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘ ଦିନ ଧରି […]

ଓଡ଼ିଶାରେ ଦୁଃସାହସିକ ଜଳ କ୍ରୀଡ଼ା ପାଇଁ ଭିତ୍ତିଭୂମି ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ସୁରକ୍ଷିତ ଜଳଭିତ୍ତିକ ଦୁଃସାହସିକ କ୍ରୀଡ଼ା ଓ ଆମୋଦ-ପ୍ରମୋଦର ବିକାଶ ପାଇଁ ପଦକ୍ଷେପ ନେଇଛି। ବିଭିନ୍ନ ଜିଲ୍ଲାରେ ପ୍ରସ୍ତାବିତ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ଅନ୍ୟାନ୍ୟ ଦିଗକୁ ଯାଞ୍ଚ କରିବା ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି।ପୁରୀ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳମାନେ ଯାଞ୍ଚ କରିବାକୁ ଯିବାକୁ ଥିବା ଦଳକୁ ସହଯୋଗ କରିବେ। ‘ଗୋ ଆଡଭେଞ୍ଚର ପୋର୍ଟାଲ’ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ […]

ନୟାଗଡ଼:ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର

ନୟାଗଡ ଜିଲ୍ଲାର କାଣିପଡା ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଁ ଯାଇଥିବା ବେଳେ ପଥର ସନ୍ଧିରେ ନାବାଳକର ମୁଣ୍ଡ ରହିଯାଇଥିଲା । ଦୀର୍ଘ ୫ ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ନାବାଳକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ସୂଚନା ମୁତାବକ ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଥିଲେ । ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିବାରୁ ବାହାର କରିବାକୁ ନାକେଦମ୍‌ ହୋଇଯାଇଥିଲେ ଅଗ୍ନିଶମ କର୍ମଚାରୀ । ତେବେ […]

ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରl ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷl ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ସଚୀବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଶନିବାର ୯ତାରିଖ ରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ହେବା ପାଇଁ ପ୍ରଚାର ପ୍ରସାର ଜୋର୍ ସୋର ରେ ଚାଲିଛି l ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ପ୍ରମୋଦ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ତଅପୋଇ […]

ସରକାର ଗଠନ ପାଇଁ ଦାବି କଲେ ଟିଭିକେ ମୁଖ୍ୟ ବିଜୟ, ୧୧୮ ବିଧାୟକଙ୍କ ହସ୍ତାକ୍ଷର ପତ୍ର ଆଣିବାକୁ କହିଲେ ରାଜ୍ୟପାଳ 

ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଖୋଲା ସମର୍ଥନ ମିଳିଛି । ତାମିଲନାଡୁର ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୮ ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା ହେବା ପରେ, ଟିଭିକେ ୧୧୮ ଯାଦୁକରୀ ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ ରହିଛି । କଂଗ୍ରେସର ପାଞ୍ଚ ଜଣ […]

ରଥଯାତ୍ରା ପାଇଁ ପ୍ରସ୍ତୁତି! CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ

ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ । ଆସନ୍ତା ମେ ୮ ତାରିଖରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ। ଏଥିରେ ଆର୍ ଡି ସି ସୁଧାଂଶୁ ସାମଲ ଦେବେ ଟିପ୍ସ ଓ ଟାସ୍କ । ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ପାଇଁ ହୋଇଛି ବ୍ୟବସ୍ଥା। ଅଟୋ ଟୋଟୋ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମ।  CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ। ପ୍ରସ୍ତୁତ ହୋଇଛି ଏମର୍ଜେନ୍ସି ଇଭାକ୍ୱେଶନ ପ୍ଲାନ। ଚଳିତବର୍ଷ ଇନ୍ସିଡେଣ୍ଟ ଫ୍ରି, ରଥଯାତ୍ରା ପାଇଁ ଫୋକସ […]