ମେଷଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।ମିଥୁନଆଜି ଆକସ୍ମିକ ଭାବରେ କେତେକ […]
ସାଧାରଣତଃ ସାପ ଦେଖିଲେ ଲୋକେ ଭୟରେ ଦୂରେଇ ଯାଆନ୍ତି, କିନ୍ତୁ ଅନୁଗୋଳରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଭାଇକୁ କାମୁଡ଼ିଥିବା ସାପକୁ ବୋତଲରେ ବନ୍ଦ କରି ହସ୍ପିଟାଲରେ ପହଞ୍ଚିଛି ବଡ଼ ଭାଇ ।ସାପ କାମୁଡ଼ାରେ ଗୁରୁତର ଯୁବକ ଜଣଙ୍କ ହେଲେ ହେଲେ କଲିକତା ରାଜ୍ୟର ମୌସମ ଇସଲାମ। ସୂଚନା ଅନୁସାରେ ମୌସମ ଇସଲାମ ତାଙ୍କ ଭାଇଙ୍କ ସହ ହେମସୁରପଡା ଅଞ୍ଚଳରେ ରହି କାମ କରନ୍ତି। ଗୁରୁବାର ସନ୍ଧ୍ୟାରେ ଉଭୟ ଭାଇ ଚା’ ପିଉଥିବା ସମୟରେ […]
ଗଭୀର ବୋରୱେଲ ଭିତରେ ୩ ବର୍ଷର ଶିଶୁ । ୭୦ରୁ ୭୫ ଫୁଟ ବୋରୱେଲକୁ ଖସିପଡିଛି ଶିଶୁ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମଧ୍ୟପ୍ରଦେଶ ଉଜ୍ଜୟିନୀ ଜିଲ୍ଲାର ବଡନଗର ତହସିଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ, ଏସଡିଆରଏଫ ସହ ହୋମଗାର୍ଡ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଧିକାରୀ ।ଗତ ଗୁରୁବାର ରାତି ପ୍ରାୟ ୮ଟାରେ ଶିଶୁଟି ଘର ଅଗଣାରେ ଖେଳୁଥିଲା । ଏହି ସମୟରେ […]
ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ ସଫଳତା। ସରକାରଙ୍କ ଶେଷ ଟାର୍ଗେଟର ୧୦ ଦିନ ପରେ ବି ଜଂଗଲରେ ରହିଯାଇଥିବା ୪୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏହି ନକ୍ସଲମାନେ ୩୬ଟି ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି।ଏମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ମେମ୍ବର ରହିଥିବା ବେଳେ ଜଣେ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର, ୫ ଜଣ ଡିଭିସିଏମ, ୧୮ ଜଣ ଏସିଏମ ଏବଂ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ସାମଗ୍ରିକ ବିକାଶ ତଥା ଉତ୍କର୍ଷର ପ୍ରତିଫଳନ ଲକ୍ଷ୍ୟ ନେଇ ସ୍ଥାନୀୟ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି | ଛାତ୍ର ସଂସଦ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅନୀୟ କୁମାର ସାମନ୍ତରା, ବିଜୟ କୁମାର ସାହୁଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ମାନସ […]
ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ ଭାବରେ କାର୍ଯ୍ୟ କରେ, ତଥାପି ସଂଘର୍ଷ ପରେ ମଧ୍ୟ, ଏହି ଅଞ୍ଚଳରେ ସାମୁଦ୍ରିକ ପରିବହନରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି।ରିପୋର୍ଟ ମୁତାବକ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା କିଛି ଜାହାଜରୁ ୨୦ ଲକ୍ଷ ଡଲାର ଟୋଲ ଆଦାୟ କରୁଛି। ଭାରତ ଏହି ରାସ୍ତା ଦେଇ ମୁକ୍ତ […]
ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର।ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ […]
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା ନିର୍ମାତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଇରେସି ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।ପ୍ରଥମେ ସୋସିଆଲ ମିଡିଆରେ ଫିଲ୍ମର ଟାଇଟଲ୍ କ୍ରେଡିଟ୍ସ, […]
ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଟିକିରାପଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଦିବ୍ୟାଙ୍ଗ ବୃଦ୍ଧା ଜୀବନ୍ତ ଦଗ୍ଧ । ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ସହିତ ଜଳିଗଲେ ବୃଦ୍ଧା । ମୃତକ ହେଉଛନ୍ତି ୬୦ ବର୍ଷୀୟ ବୃଦ୍ଧା ସୂର୍ଯ୍ୟକାନ୍ତି ସାହୁ । ବୃଦ୍ଧା ଜଣକ ଦୀର୍ଘ ବର୍ଷରୁ ଶଯ୍ୟାଶାୟୀ ଥିଲେ । ବାଉଁସୁଣୀ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କରୁ ଉଦ୍ଧାର କରିଛନ୍ତି । ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ହି […]
ରାୟଗଡଜିଲା କୋଲନରା ବ୍ଲକ୍ ଅଧୀନ ସୁରୀ ଗ୍ରାମ ପଞ୍ଚାୟତର କମୁଗୁଡା ଗ୍ରାମବାସୀଙ୍କ ପାଇଁ ଗର୍ବ ଓ ଆନନ୍ଦର ଏକ ସ୍ମରଣୀୟ ମୁହୂର୍ତ୍ତରେ, ବିଆଇପିଏଫ୍ ସିଏସଆର୍ ଆର୍ଥିକ ବର୍ଷ ୨୦୨୫–୨୬ ଅଧୀନରେ ନିର୍ମିତ ଏକ ନୂତନ ଗ୍ରାମ୍ୟ ମଣ୍ଡପ ଉଦ୍ଘାଟନ କରାଯାଇଛି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି.ଭି. ରାକେଶ ଅଧ୍ୟକ୍ଷତା କରିଥିଲେ ଓ ଶ୍ରୀ ଦୀପକ କୁମାର ଓଝା ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଉପସ୍ଥିତ ଥିଲେ। ଏହି ଅବସରଟି ଗ୍ରାମବାସୀଙ୍କ […]
୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ । ୱାର୍ଡ ମେମ୍ବର,ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଜ୍ଞପ୍ତିର ଅଭିଯୋଗ ଥିଲେ ଏପ୍ରିଲ ୧୭ ସୁଦ୍ଧା ସେମାନେ ଅଭିଯୋଗ ଆବେଦନ କରିବେ । ଯଦି […]
ଗହୀରମଥା ସମୁଦ୍ର କୂଳରୁ ମୃତ ତିମି ଉଦ୍ଧାର । ୩୨ ଫୁଟ ଲମ୍ବ ଓ ସାଢ଼େ ୩ ଫୁଟ ଓସାର ତିମିର ମୃତଦେହ ମୁହାଣରୁ ମିଳିବା ପରେ ବନବିଭାଗ ପକ୍ଷରୁ ହୋଇଛି ତନାଘନା ଓ ତଦନ୍ତ।ସୂଚନାନୁଯାୟୀ, ଗହୀରମଥା ଅଭୟାରଣ୍ୟ ମାଦେଲି ମୁହାଣରେ ଗତକାଲି ଏକ ବିରାଟ ତିମିର ମୃତ ଦେହ ଲାଗିଥିଲା। ଏହା ମୁହାଣରେ ଲାଗିବା ପରେ ବନବିଭାଗ ଏହାର ବ୍ୟବଚ୍ଛେଦ ପାଇଁ ଗତକାଲି ରାଜନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିଠି ଲେଖିଥିଲା।ତିମିଟି ଗଭୀର ସମୁଦ୍ରରେ […]
