author

ଆଜିଠୁ ଆମେରିକାକୁ ପୁନଃ ଡାକ ସେବା ଆରମ୍ଭ

ଆମେରିକାକୁ ଅସ୍ଥାୟୀ ଭାବେ ଲଗାଯାଇଥିବା ଡାକ ସେବା ପ୍ରତିବନ୍ଧକକୁ ହଟାଇଲେ ଭାର ସରକାର। ସମସ୍ତ ପ୍ରକାରର ଡାକ ସେବା ଉପରୁ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦିଆଯାଇଛି।ଆଜିଠୁ ଆମେରିକାକୁ ଡାକ ସେବା ପୂର୍ବ ପରି ଆରମ୍ଭ ହେବ। ପୂର୍ବରୁ, ଅଗଷ୍ଟ ୨୫ ତାରିଖରେ ଭାରତୀୟ ଡାକ ବିଭାଗ ଡାକ ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା।ତେବେ ଆମେରିକାର କଷ୍ଟମ୍ସ ଏବଂ ସୁରକ୍ଷା ବିଭାଗର ନୂଆ ନିୟମ ଅନୁଯାୟୀ ଭାରତରୁ ପଠାଯାଇଥିବା ପୋଷ୍ଟାଲ୍ ପାର୍ସଲଗୁଡ଼ିକ ଉପରେ ବର୍ତ୍ତମାନ ୫୦% କଷ୍ଟମ୍ସ […]

ପୁଣି ଇସ୍କନର ଅଦିନିଆ ରଥଯାତ୍ରା

ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଆୟୋଜିତ ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପର୍ଣ୍ଣ କରିଛି ଇସ୍କନ । ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି । ବିଧି ପରମ୍ପରା ଭାଙ୍ଗି […]

ଆଜିର ରାଶିଫଳ(୧୫ ଅକ୍ଟୋବର, ୨୦୨୫)

ମେଷଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ। ମିଥୁନଆଜି ଆକସ୍ମିକ ଭାବରେ […]

ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଅନୁଷ୍ଠିତ l

ରାୟଗଡ଼ :-ତା. ୧୪/୧୦/୨୫-ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକାର୍ଣ୍ଣି, ଭl. ପ୍ର.ସେ.ଙ୍କ ଅଧ୍ୟକ୍ଷତlରେ ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ, ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକା, ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅପ୍ପଲା ସ୍ୱାମୀ କାଡ୍ରାକl, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଶିଳ୍ପ ସଂସ୍ଥା ମାନଙ୍କ […]

ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା- ପାଟି କରିବୁ ତ ଆହୁରି ଲୋକ ଆସିବେ ଦୁଷ୍କର୍ମ କରିବେ

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମକୁ ନେଇ ପଶ୍ଚିମବଙ୍ଗରୁ ଓଡ଼ିଶା କମ୍ପୁଥିବାବେଳେ, କ୍ରାଇମସ୍ପଟରେ ଅପରାଧର ଡେମୋ ଦେଖାଇଛନ୍ତି ଜହ୍ଲାଦ । ମେଡିକାଲ କଲେଜ ବାହାରେ ଓ ଜଂଗଲ ଭିତରେ ଭିଆଇଥିବା ଛାତିଥରା କାଣ୍ଡର ସିନ ରିକ୍ରିଏସନ କରିଛନ୍ତି ସଇତାନ । ମଙ୍ଗଳବାର ଦିନ ପୁଲିସ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି। ଘଟଣା ଦିନ କ’ଣ ହୋଇଥିଲା, କିଏ କିଏ ଥିଲେ, କେମିତି କ’ଣ ହୋଇଥିଲା। ସେସବୁ ଗୋଟିଗୋଟି କରି ଦେଖାଇଥିଲେ ଅଭିଯୁକ୍ତ। ପୀଡ଼ିତା ଡାକ୍ତରଙ୍କ ସାମ୍ନାରେ […]

ବେଡ୍‌ ରୁମ ଭିତରେ ଠାବ ହେଲା ମଦ ଭାଟି

ଦେଶୀ ମଦ ବିକ୍ରି ଅଭିଯୋଗରେ ଧରାପଡ଼ିଲେ ୟୁଟ୍ୟୁବର। କରୁଣାକର କିସ୍କୋ ୟୁଟ୍ୟୁବର ଭାବେ ଦିନରେ ଭିଡ଼ିଓ କରେ ରାତି ହେଲେ ବିକ୍ରି କରୁଥିଲେ ଦେଶୀ ମଦ | ବେଡ଼ରୁମରେ ବିଛାଇଥିଲା ନୀଳ ରଙ୍ଗର କାରପେଟ |କାରପେଟ ତଳେ ଥିଲା ସିକ୍ରେଟ ଚାମ୍ବର। ଆଉ ଏହି ଚାମ୍ବରରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ମଙ୍ଗଳବାର ଚଢାଉ ବେଳେ ୨୦୦୦ ଲିଟର ମଦ ସହ ଦେଶୀ ପୋଚ ଜବତ କରି କରୁଣାକର କିସ୍କୋ କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ […]

‘ଆଇଏଚଜି’ ନାଁରେ ଏକ ନକଲି ୱେବ୍‌ସାଇଟ୍‌ ଜରିଆରେ କୋଟିଏ ଟଙ୍କା ଠକେଇ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇ ସାମନାକୁ ଆସିଛି।‘ଆଇଏଚଜି’ ନାଁରେ ଏକ ନକଲି ୱେବ୍‌ସାଇଟ୍‌ ଜରିଆରେ ଏହି ଠକେଇ ହୋଇଥିବା ଚର୍ଚ୍ଚା ହେଉଛି। ଏକ ଠକ କମ୍ପାନି ‘ଆଇଏଚଜି’ ନାମରେ ନକଲି ଏକ ୱେବ୍‌ସାଇଟ୍‌ ଖୋଲି କାରବାର ଆରମ୍ଭ କରିଥିଲା। ବେଙ୍ଗାଲୁରୁର ଜଣେ ଯୁବକଙ୍କ ଜରିଆରେ ଓଡ଼ିଶାର କିଛି ଯୁବକ ପ୍ରଥମେ ଏହି ସାଇଟ୍‌ର ପ୍ରଚାର ଆରମ୍ଭ କରିଥିଲେ। ତାଙ୍କଠାରୁ ଏହି ଅଞ୍ଚଳକୁ ଚେନ୍‌ ମାର୍କେଟିଂ ଭଳି ବ୍ୟାପି ଯାଇଥିଲା। ହ୍ୱାଟସ୍‌ଆପ୍‌ ଏବଂ ଅନ୍ୟ […]

ଶ୍ରୀମନ୍ଦିରକୁ ସମ୍ପୁର୍ଣ୍ଣ ବାରଣ ହେବ ମୋବାଇଲ ଫୋନ

ଶ୍ରୀମନ୍ଦିରକୁ ସମ୍ପୁର୍ଣ୍ଣ ବାରଣ ହେବ ମୋବାଇଲ ଫୋନ । କୌଣସି ପୋଲିସ କିମ୍‌ବା ସେବାୟତ ବି ନେଇପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା ହେବ କହିଲେ ସୁରକ୍ଷା ସବକମିଟି ମୁଖ୍ୟ । ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତର ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି । ସେହିପରି ଫାୟାର ସେଫଟି ଏବଂ ଇଲେକ୍ଟ୍ରି ସେଫଟି ଉପରେ ବି ବୈଠକରେ ଫୋକସ ଦିଆଯାଇଥିଲା । […]

ଆଙ୍ଗିସିଙ୍ଗି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଶରଣକୁଳ,(ଓଡ଼ିଶା ଦର୍ପଣ): ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଙ୍ଗିସିଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଦଧି ବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଆଙ୍ଗିସିଙ୍ଗି ସି.ଆର.ସି.ସି ରାଜେଶ ଶଢଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜ କିଶୋର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି […]

ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପ୍ରତାପ ଷଡ଼ଙ୍ଗୀ

ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପହଞ୍ଚିଲେ ସାଂସଦ ପ୍ରତାପ ଷଡଙ୍ଗୀ। ପ୍ରତାପଙ୍କ ସହ ଅଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳ। ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବେ। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ତେବେ ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ […]

ରାଜଧାନୀ ପ୍ରଦର୍ଶନୀ ପଡିଆରେ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୫”

ରାଜଧାନୀରେ ଆରମ୍ଭ ହୋଇଛି “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୫” । ଦୀପାବଳିକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପଦର୍ଶନୀରୁ ମନ ପସନ୍ଦର ଜିନିଷ କିଣିବାକୁ ରାଜଧାନୀବାସୀଙ୍କ ଭିଡ ଜମିଛି । ଘର ସାଜସଜ୍ଜା ଠୁ ଆରମ୍ଭ କରି ବିଭିନ୍ନ ସୌଖୀନ ଓ ରୋଷେଇ ଶାଳର ସାମଗ୍ରୀ ସହ ଦୀପାବଳୀକୁ ରଙ୍ଗୀନ କରିବାକୁ ମାଟିରେ ତିଆରି ବିଭିନ୍ନ ଜିନିଷ କିଣି ନେଉଛନ୍ତି ଗ୍ରାହକ । […]

 ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି

ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି ।୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ମୟୂରଭଞ୍ଜ, ଦେଓଗଡ, କେଉଝର, ବାଲେଶ୍ବର, ସୁନ୍ଦର ଗଡ, ଝାରସୁଗୁଡ଼ା, ସମ୍ବଲପୂର୍, ସୋନପୁର, ବରଗଡ଼ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ୭ ଜିଲ୍ଲା ରୁ ଅଧିକାଂଶ ସ୍ଥାନରୁ ବିଦାୟ […]